Home Left

ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମ ଟାଇଟେଲ୍‌ କିଏ ଦେଇଥିଲେ ଜାଣନ୍ତି କି

ବଲିଉଡରେ ରୋମାନ୍ସ ଉପରେ ନିର୍ମିତ ଅନେକ ସୁପରହିଟ ଫିଲ୍ମ ଅଛି, କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି। ସେମିତି ଏକ ଫିଲ୍ମ ହେଉଛି ଶାହରୁଖ ଖାନ୍‌ ଏବଂ କାଜଲଙ୍କ ନିର୍ମିତ ଦିଲ୍‌ଓ୍ବାଲେ ଦୁଲହନିଆ…

ସ୍କର୍ଟ, ହାଇ ହିଲ୍‌ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତିର ପୋଷାକରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ପ୍ୟାଣ୍ଟ-ସର୍ଟ ପିନ୍ଧୁଥିଲେ ପୁରୁଷ ଏବଂ ସାଲଓ୍ବାର, ସାଢ଼ୀ, ଜିନ୍ସ-ଟପ୍ସ କିମ୍ବା ସ୍କର୍ଟ ପିନ୍ଧୁଥିଲେ ମହିଳା ବୋଲି ଜଣାଯାଏ। ହେଲେ ଜର୍ମାନର ୬୧ ବର୍ଷୀୟ ବୃଦ୍ଧ ମାର୍କ ବ୍ରାୟନଙ୍କ ପୋଷାକକୁ ଦେଖିଲେ ଯେ…

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନଙ୍କ ଗତିବିଧିକୁ ଲକ୍ଷରଖି ମାଓବାଦୀମାନେ ଏକ ବଡ଼ଧରଣର ଯୋଜନା କରି ବ୍ରିଜତଳେ…

୮ ମାସ ପରେ କୁମାର ବିଶ୍ୱାସଙ୍କ ଚୋରି ଫର୍ଚୁନର୍‌ କାର୍‌ ମିଳିଲା

ନୂଆଦିଲ୍ଲୀ,୨୦।୧୦: ଦୀର୍ଘ ୮ ମାସ ପରେ ଉତ୍ତର ପ୍ରଦେଶ ପୋଲିସ ପୂର୍ବତନ ଆପ୍‌ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କ ଘରୁ ଚୋରି ଫର୍ଚୁନର କାର ଜବତ କରିଛି। ଏହି ବର୍ଷ ଆରମ୍ଭରେ ଅର୍ଥାତ୍‌ ଫେବୃଆରୀ ମାସରେ ଦିଲ୍ଲୀ ନିକଟସ୍ଥ…

କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ ଜଣାପଡିଥିଲା । ଏବେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)…

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୮ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

CORONAVIRUS UPDATE: ରାଜ୍ୟରେ ୧୯୦୪ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଆଗରେ ଥିଲେ ବି କମିଛି ସଂଖ୍ୟା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୯୦୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୨୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୫…

ପ୍ରଥମ ଲାଇଭ୍‌ ପରଫର୍ମ କରି ବାପାଙ୍କଠାରୁ ମାଡ଼ ଖାଇଥିଲେ କୁମାର ସାନୁ: ଜାଣନ୍ତୁ କାହିଁକି

୯୦ ଦଶକର ସବୁଠାରୁ ଲୋକପ୍ରିୟ ତଥା ସଫଳ ସଂଗୀତକାର ମଧ୍ୟରେ ଅନ୍ୟତମ ହେଉଛନ୍ତି କୁମାର ସାନୁ। ନିଜର ଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ସବୁ ଯୁବକଙ୍କ ମୁହଁରେ ସାନୁ ଗାଇଥିବା ଗୀତ ଶୁଣିବାକୁ ମିଳିଥାଏ। ୨୦ ଅକ୍ଟୋବର ୧୯୫୭ରେ…

ଶୂନରେ ଆଉଟ୍‌ ହେବାପରେ ଡ୍ରେସିଂ ରୁମ୍‌ରେ ଖାଉଥିଲେ ପୃଥ୍ବୀ ଶ’, ଆଉ ତା’ପରେ

ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ମିଶ୍ରିତ ପ୍ରଦର୍ଶନ ଜାରି ରହିଛି। ଏହି ଟୁର୍ନାମେଣ୍ଟରେ ସେ ୯ଟି ମ୍ୟାଚ ଖେଳି ହାରାହାରି ୨୩.୫୨ରେ ୨୦୨ ରନ ସଂଗ୍ରହ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଶ’ ଶୂନରେ…

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର ରାତିରେ ସେମାନ ବିଧାନସଭା ଭିତରେ କଟାଇଛନ୍ତି। ଏଏପି ବିଧାୟକଙ୍କ ଧାରଣା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌…

ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ପୁରୀ ଅଫିସ,୨୦।୧୦: ପୁରୀ ଜିଲା ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୋମବାର ରାତିରେ ଯାତ୍ରୀ ନ ଥିବା ଖାଲି ବଗି ପୁରୀ ଆସୁଥିବା ବେଳେ ଲାଇନଚ୍ୟୁତ ଘଟିଥିଲା। ଉକ୍ତ ଟ୍ରେନ ଇଞ୍ଜିନ ଆଗର ତିନୋଟି…

ପରସ୍ପରର ନିକଟତର ହେଉଛନ୍ତି ଚିରାଗ-ତେଜସ୍ୱୀ!

ପାଟନା,୨୦ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହେବାପରେ ଲୋଜ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏବେ ମହାମମଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜେତସ୍ୱୀ ଯାଦବଙ୍କ ନିକଟତର ହେଉଥିବା କୁଯାହାଉଛି । ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଯେଉଁଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri