ଟମାଟୋକୁ ନା…

ବେଳେ ବେଳେ ଆମ ଖାଦ୍ୟ ପାନୀୟ ଓ ଅନିୟମିତ ଜୀବନ ଶୈଳୀ ଯୋଗୁ ଆମେ ଗଣ୍ଠି ଯନ୍ତ୍ରଣା ଭୋଗ କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି କିଛି ଖାଦ୍ୟକୁ ପରିତ୍ୟାଗ କରିବାକୁ ପଡିଥାଏ । ଏମିତି ହେଲେ ଗଣ୍ଠି ବା ଜଏଣ୍ଟ ପେନ୍ ଭଲ ହୋଇଥାଏ । ଜଏଣ୍ଟ ପେନ୍‌ରେ ବିଶେଷ ଭାବେ କ’ଣ କ’ଣ ଖାଇବା ଉଚିତ ନୁହେଁ ତାହା ବି ଆମେ ଜାଣି ରଖିବା ଦରକାର ।
-ଯେଉଁମାନଙ୍କର ଜଏଣ୍ଟ ପେନ୍ ରହିଛି ସେମାନେ କେବେବି ଆର୍ଟିଫିସିଆଲ୍ ସୁଗାର ଖାଇବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ଏଥିରେ ବହୁ ପରିମାଣରେ ପ୍ରୋଟିନ ଥିବାରୁ ଏହା ମାଂସପେଶୀ ଦରଜର କାରଣ ପାଲଟି ଯାଇଥାଏ । ଆଉ ଶରୀରର ଓଜନ ବଢିଯିବା ଫଳରେ ଏହା ଜଏଣ୍ଟ ପେନ୍ ସୃଷ୍ଟି କରିଥାଏ ।
-ଟମାଟୋରେ ରହିଛି ବହୁ ପରିମାଣରେ ୟୁରିକ ଏସିଡ୍ । ଯାହା ଜଏଣ୍ଟ ପେନ୍ ପାଇଁ ଭଲ ନୁହେଁ । ଟମାଟୋ ଖାଇବା ଦ୍ୱାରା ଜଏଣ୍ଟ ପେନ୍ ବଢି ଯାଇଥାଏ । ଟମାଟୋ ଖାଇବା ଦ୍ୱାରା ପାଦ ଫୁଲିଯାଇଥାଏ ଫଳରେ ଜଏଣ୍ଟ ପେନ୍ ବଢିଯାଇଥାଏ । ତେଣୁ ଜଏଣ୍ଟ ପେନ୍ ଥିବା ବ୍ୟକ୍ତିଙ୍କୁ ଟମାଟୋ ଖାଇବାକୁ ବାରଣ କରାଯାଇଥାଏ ।
-ସେହିପରି କିଛି ଭେଜିଟେବଲ ଅଏଲ୍ ମଧ୍ୟ ଜଏଣ୍ଟ ପେନ୍ ପାଇଁ ଭଲ ନୁହେଁ ବୋଲି କୁହାଯାଏ । ଯେମିତିକି ମକା ତେଲ, ସୂର୍ଯ୍ୟମୁଖି ତେଲ, ସୋୟାବିନ୍ ତେଲ । ଏହା ଶରୀରର ଓଜନ ବୃଦ୍ଧି କରି ପାଦ ଉପରେ ଚାପ ପକାଉଥିବାରୁ ଏସବୁ ତେଲ ଖାଇବାକୁ ବାରଣ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ ବୃହସ୍ପତି, ୧୯ ଜୁଲାଇରୁ ଖୋଲିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହାକୁ ଜ୍ଞାନ, ଶିକ୍ଷା, ଧନ ଏବଂ ସନ୍ତାନର ପ୍ରମୁଖ କର୍ତ୍ତା ଭାବରେ ବିବେଚନା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri