୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ
ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର (middle-order batter) ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି। ସେ ପୁଣିଥରେ ଏକ ଚମତ୍କାର ପ୍ରଦର୍ଶନ…
କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…
ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍ର ଐତିହାସିକ ବେସିନ୍ ରିଜର୍ଭ ଷ୍ଟାଡିୟମ୍ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ପିଚ୍ର ପ୍ରଥମ ଝଲକ ଭାରତୀୟ ଶିବିରର ଧ୍ୟାନ ଆକର୍ଷଣ କରିଛି…
କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….
ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭୋର୍ ସମୟରୁ ହିଁ ମନ୍ଦିର…
ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍
ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ନିଜକୁ ଏକ ‘ଚାପ ସୃଷ୍ଟିକାରୀ ଗୋଷ୍ଠୀ’ (pressure group) ବୋଲି…
କିଡ୍ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା
କିଡ୍ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ…
ବାତ୍ୟା ଅକ୍ୱାନ; ୨୦ରେ ଲ୍ୟାଣ୍ଡଫଲ୍, ୧୩୦ କିମି ବେଗରେ ବହିବ ପବନ!
ଭୁବନେଶ୍ୱର, ୧୬ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ତେବେ ବାତ୍ୟାର ଲ୍ୟାଣ୍ଡଫଲ ସ୍ଥାନ ଆକଳନ କରିଛି…
ବିଳମ୍ବରେ ଉଠୁଛନ୍ତି କି? ହୋଇପାରେ ଏହି ବଡ଼ ସମସ୍ୟା
ଠିକ୍ ସମୟରେ ଖାଇବା ଏବଂ ଶୋଇବା ଆମକୁ ଅନେକାଂଶରେ ସୁସ୍ଥ ରଖିଥାଏ। ହେଲେ କେତେକ ବ୍ୟକ୍ତି ବିଳମ୍ବରେ ଖାଦ୍ୟ ଖାଇବା ଏବଂ ଶୋଇବାକୁ ଅଭ୍ୟାସରେ ପରିଣତ କରିଦେଇଥାଆନ୍ତି। ଫଳସ୍ବରୂପ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଯଦି ଜଣେ…
ମୃତ୍ୟୁ ପୂର୍ବରୁ ନିଜ ଶ୍ରାଦ୍ଧ କରାଇଲେ ୮୦ ବର୍ଷୀୟ ବୃଦ୍ଧ; ୯୦୦ ଲୋକଙ୍କୁ ଦେଲେ ଭୋଜି, ଅଞ୍ଚଳରେ ଚର୍ଚ୍ଚା
ଲକ୍ଷ୍ନୌ,୧୬।୧୧: ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରାଦ୍ଧ ଭୋଜିର ଆୟୋଜନ କରାଯାଏ । କିନ୍ତୁ ଉତ୍ତରପ୍ରଦେଶର ବାଗପତ ଜିଲା ଜୋହଡ଼ି ଗାଁରେ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ୮୦ ବର୍ଷୀୟ ଚୌଧୁରୀ ବଲଜୋର ସିଂ ନିଜ ମୃତ୍ୟୁକୁ…
ବିବାହ ପାଇଁ କୋର୍ଟ କିମ୍ବା ପୁରୋହିତଙ୍କ ନିକଟକୁ ଯିବାର ଆବଶ୍ୟକତା ନାହିଁ! Self-Respect Wedding)କ’ଣ? ଯାହା ଏବେ ଟ୍ରେଣ୍ଡ କରୁଛି?
ନୂଆଦିଲ୍ଲୀ,୧୬।୧୧: ଆଜିକାଲିର ଆଧୁନିକ ଯୁଗରେ, ବିବାହ କେବଳ ପାରମ୍ପରିକ ‘ସାତ ଫେରା’ କିମ୍ବା ରୀତିନୀତି ମଧ୍ୟରେ ସୀମିତ ହୋଇ ରହିନାହିଁ; ବିବାହ କରିବାର ଧାରାରେ ପରିବର୍ତ୍ତନ ଆସୁଛି। ଯଦିଓ ଅନେକ ଦିନରୁ କେତେକ ଲୋକ ପାରମ୍ପରିକ ଉତ୍ସବ ବଦଳରେ କୋର୍ଟ ବିବାହକୁ…
ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର
ମୋହନା,୧୬।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଘର ଭିତରକୁ ପଶିଗଲା କାର୍ । ତେବେ ଦୁର୍ଘଟଣାରେ ପରିବାର…
ଗୋଟିଏ ମ୍ୟାଚରେ ବିହାରର ଅଧିନାୟକତ୍ୱ କରିବା ପରେ, କୁଆଡ଼େ ଗଲେ ବୈଭବ ସୂର୍ଯ୍ୟବଂଶୀ? ସେ ନିଜ ଦଳକୁ କାହିଁକି ଛାଡ଼ିଦେଲେ? ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୧୧: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଦେଶ ତଥା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପ୍ରଶଂସକମାନେ ତାଙ୍କ କ୍ରିକେଟ ଯାତ୍ରା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେ କେଉଁଠାରେ ଖେଳୁଛନ୍ତି, ତାଙ୍କର ପରବର୍ତ୍ତୀ ମ୍ୟାଚ କେବେ ଏବଂ ସେ…
ଓଡ଼ିଶାରେ ୧୮,୪୫୧ ଦିବ୍ୟାଙ୍ଗ ଶିଶୁ: କୋରାପୁଟ ଜିଲାରେ ସର୍ବାଧିକ
ଭୁବନେଶ୍ୱର,୧୬ା୧୧(ସୁଚିସ୍ମିତା ସାହୁ): ରାଜ୍ୟରେ ଶୂନରୁ ୬ ବର୍ଷ ବୟସ ମଧ୍ୟରେ ୧୮ ହଜାର ୪୫୧ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୨୦୨୫-୨୬ ବର୍ଷର ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ…

