Odisha Elections 2024

ହଁ, ମୋର ବିବାହ ସରିଛି: ତାପସୀ

ବମ୍ବେ: ସେଲିବ୍ରିଟିଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ଗହଣରେ ଭିନ୍ନ କ୍ରେଜ୍‌ ଥାଏ। ଏଥିଲାଗି ଅନେକେ କଳାକାର ସିକ୍ରେଟ୍‌ ଓ୍ବେଡିଂ କରିବାକୁ ପସନ୍ଦ କରିଥାନ୍ତି। ପରେ ସେମାନେ ବିବାହର ଫଟୋ ସମସ୍ତଙ୍କ ସହ ଶେୟାର କରିଥାନ୍ତି। ହେଲେ ଏବେ ବଲିଉଡ୍‌ରେ ଏକ ଚର୍ଚ୍ଚିତ ବିବାହ ଖବର ଶିରୋନାମାରେ ରହିଛି। ଅଭିନେତ୍ରୀ ତାପସୀ ପନ୍ନୁ ମାର୍ଚ୍ଚ ୨୫ ହୋଲି ଦିନ ଦୀର୍ଘଦିନର ପ୍ରେମିକ ମାଥିଆସ୍‌ ବୋଏଙ୍କ ସହ ବିବାହ କରିଛନ୍ତି। ମାତ୍ର ଏଯାଏ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିନାହାନ୍ତି। ବିବାହର ଗୋଟିଏ ବି ଫଟୋ ସାମାଜିକ ଗଣମାଧ୍ୟମରେ ନାହିଁ।

Taapsee Pannu, Mathias Boe wedding: Actress talks about her marriage says, 'Never intended to keep it secret'

ତାପସୀଙ୍କ ସିକ୍ରେଟ୍‌ ଓ୍ବେଡିଂକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଘୁରି ବୁଲିବା ପରେ ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ହଁ, ମୁଁ ବିବାହ କରିସାରିଛି ବୋଲି ସେ କହିବା ସହ ଖବର ଉପରେ ମୋହର ଲଗାଇଛନ୍ତି।

Taapsee Pannu's wedding video leaked; bride decks up in red suit, kisses desi munda Mathias Boe on stage. Watch | Bollywood - Hindustan Times

ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, ମୋର ବିବାହ ମାଥିଆସ୍‌ଙ୍କ ସହ ହୋଇସାରିଛି। ରାଜସ୍ଥାନରେ ପରିବାରଲୋକେ ଏବଂ ଅତିଥିଙ୍କ ଗହଣରେ ବିବାହ ହୋଇଛି। ହେଲେ ମୋ ବ୍ୟକ୍ତିଗତ ଜୀବନରେ ପ୍ରଶଂସକଙ୍କୁ ସାମିଲ କରିନାହିଁି। ଲୋକେ ମୋର ବିବାହକୁ କିଭଳି ଢ଼ଙ୍ଗରେ ଦେଖିବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲି। ଏଥିଲାଗି ଏ ବିଷୟରେ କାହାକୁ କହିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri