ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ

ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍‌’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା  କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ ସାମଗ୍ରୀ ଲଞ୍ଚ କରିବାର ଯୋଜନା କରୁଛି। ଏହାକୁ ନେଇ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେଶନ(ଜିସିଏମ୍‌ଏମ୍‌ଏଫ୍‌) ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ଉତ୍ପାଦକ ଆସୋସିଏଶନ ‘ମିଶିଗାନ ଦୁଗ୍ଧ ଉତ୍ପାଦକ ସଂଘ’ ସହ ଏକ ଚୁକ୍ତି କରିଛି। ସମବାୟ ସମିତିର ବାର୍ଷିକ ବୈଠକରେ ଜିସିଏମ୍‌ଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ଜୟନ୍‌ ମେହେଟ୍ଟା ଏହି ଘୋଷଣା କରିଛନ୍ତି।

ପ୍ରଥମ ଥର ଲାଗି ଅମୂଲ୍‌ ଦୁଗ୍ଧ, ଭାରତ ବାହାରେ ଆମେରିକା ଭଳି ବଜାରରେ ପ୍ରବେଶ କରିବାକୁ ଯାଉଛି। ଏଣୁ ଏହାର ମୂଲ୍ୟ ମଧ୍ୟ ସେଭଳି ରହିବ ବୋଲି ମେହେଟ୍ଟା କହିଛନ୍ତି। ତେବେ କମ୍ପାନୀ ଆମେରିକାରେ ଏକ ଗ୍ୟାଲନ୍‌(୩.୮ ଲିଟର) ଏବଂ ଅଧା ଗ୍ୟାଲନ୍‌(୧.୯ ଲିଟର) ପ୍ୟାକେଜିଂରେ କ୍ଷୀର ବିକ୍ରୟ କରିବ।

କହିବାକୁ ଗଲେ, ଅମୂଲ ଭାରତରେ ମଧ୍ୟ ଏକ ଘରୋଇ ନାମ। ଭାରତର ସୁପର ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ। କେବଳ ଏତିକି ନୁହେଁ ଭାରତରେ ‘ଶ୍ୱେତ ବିପ୍ଳବ’ ଆଣିବାରେ ଅମୂଲ୍‌ର ବଡ଼ ଅବଦାନ ରହିଛି। ଏହାର ସଫଳତା ହିଁ ଭାରତରେ ଦୁଗ୍ଧ ସମବାୟ ସମିତି ବିସ୍ତାର କରିଥିଲା। ଏହି କାରଣରୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଭିତ୍ତିପ୍ରସ୍ତର ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri