Posted inଜାତୀୟ

କେବଳ ଲାକ୍ଷାଦ୍ୱୀପ ନୁହେଁ ଇଣ୍ଟରନେଟରେ ଏହି ସବୁ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ସର୍ଚ୍ଚ କରୁଛନ୍ତି ଲୋକ

ନୂଆଦିଲ୍ଲୀ,୧୦।୧: ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଲାକ୍ଷାଦ୍ୱୀପ ଖୁବ୍‌ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହାର ଚାହିଦା କେଇଗୁଣା ଅଧିକ ବଢି ଯାଇଛି ବୋଲି ଅନଲାଇନ ଟ୍ରାଭେଲ ଏଜେନ୍ସିମାନେ ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଲୋକ ଲାକ୍ଷାଦ୍ୱୀପକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। କିନ୍ତୁ କେବଳ ଲାକ୍ଷାଦ୍ୱୀପ ନୁହେଁ ଭାରତୀୟମାନେ ଏହି ବିବାଦ ମଧ୍ୟରେ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। ଅନେକ ଅନଲାଇନ ଟ୍ରାଭେଲ ପୋର୍ଟାଲରେ ଲାକ୍ଷାଦ୍ୱୀପ ବ୍ୟତୀତ ଦେଶର ଅନେକ ସମୁଦ୍ର ତଟ ପର୍ଯ୍ୟଟନ ସ୍ଥଳୀକୁ ସର୍ଚ୍ଚ କରାଯାଉଛି।

ଟ୍ରାଭେଲ ଏଜେନ୍ସି ମେକ ମାଇ ଟ୍ରିପରେ ଶହଶହ ଲୋକ ଲାକ୍ଷାଦ୍ୱୀପକୁ ଯାତ୍ରା କରିବା ନେଇ ଇଛୁକ ଥିବା କହିଛନ୍ତି। ଏହି ଗୋଟିଏ ସପ୍ତାହ ମଧ୍ୟରେ ଲାକ୍ଷାଦଦ୍ୱୀପକୁ ଟ୍ରିପ କରିବା ପାଇଁ ୩୫୦ପ୍ରତିଶତରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ମେକ ମାଇଁ ଟ୍ରିପ୍‌ ଏକ ବୟାନରେ କହିଛି, ଦେଶର ବିଭିନ୍ନ ସମୁଦ୍ର ତଟୀୟ ପର୍ଯ୍ୟଟନସ୍ଥଳୀକୁ ଲୋକ ଅନଲାଇନ ପ୍ଲାଟଫର୍ମରେ ବହୁଳ ଭାବରେ ସର୍ଚ୍ଚ କରୁଛନ୍ତି। ଲାକ୍ଷାଦ୍ୱୀପ ବ୍ୟତୀତ ଲୋକ ଡାମନ ଓ ଆଣ୍ଡାମାନ ନିକୋବରକୁ ମଧ୍ୟ ସର୍ଚ୍ଚ କରୁଛନ୍ତି। ଲାକ୍ଷାଦ୍ୱୀପକୁ ଗୁଗୁଲରେ ଲୋକ ୩୫୦ପ୍ରତିଶତ ଅଧିକ ସର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri