Odisha Elections 2024

Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…

ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ ଚାଲିଛି।
ଏହି କ୍ରମରେ ଜଣେ ଯୁବତୀ ମୁମ୍ବାଇର ମଲାଡ ଷ୍ଟେଶନରେ ରିଲ୍ସ କରିବାକୁ ପହଞ୍ଚିଥିଲେ। ହେଲେ ସେଠାରେ ଜଣେ ଯୁବକ ତାଙ୍କ ସହ ଏଭଳି କିଛି ବ୍ୟବହାର କରିଥିଲେ ତାହା ଏବେ ଚର୍ଚ୍ଚାରେ ରହିଛି। କାରଣ ଉକ୍ତ ଆଚରଣ ଯୋଗୁ ଯୁବତୀଜଣଙ୍କ ରାଗରେ ନିଆଁବାଣ ହୋଇଯାଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବତୀ ରିଲ୍ସ କରିବା ଲାଗି ପ୍ଲାଟଫର୍ମ ନିକଟରେ ଛିଡ଼ା ହୋଇଛନ୍ତି। ସେ ଟ୍ରେନ୍‌କୁ ଅପେକ୍ଷା କରିଥାନ୍ତି। ପରେ ଯେତେବେଳେ ଟ୍ରେନ୍‌ ଆସେ ସେ ନାଚିବା ଆରମ୍ଭ କରନ୍ତି। ଏତିକିରେ ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ହାତ ବଢ଼ାଇ ତାଙ୍କ ଚୁଟି ଭିଡି ଦିଅନ୍ତି। ହଠାତ ଏଭଳି କିଛି ବ୍ୟବହାରକୁ ଯୁବତୀଜଣଙ୍କ ଠଉରାଇ ପାରନ୍ତି ନାହିଁ। ପରେ ସେ ଯୁବକଙ୍କୁ ଦେଖିବା ପରେ ରାଗରେ ଗରଗର ହୋଇଯାନ୍ତି। ଏପରିକି ତାଙ୍କୁ କିଛି କହିଥାନ୍ତି। ଶେଷରେ ସେ ନାଚିବା ବନ୍ଦ କରି ଦିଅନ୍ତି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୋଇଯାଏ ପୁରୁଷ ଜୀବନ; ଜାଣନ୍ତୁ କାହାକୁ କହିଛନ୍ତି ଚାଣକ୍ୟ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri