Posted inଫୁରସତ

ଫ୍ରି ଆଇଫୋନ୍‌ ପାଇଁ ଏମିତି ଚ୍ୟାଲେଞ୍ଜକୁ ବି ଗ୍ରହଣ କରିନେଲେ ଲୋକେ

ଯେତେବେଳେ ମୋବାଇଲ ଫୋନ କିଣିବା କଥା ଆସେ, ଅଧିକାଂଶ ଲୋକ ଆଇଫୋନ କିଣିବା ପାଇଁ ରୁଚି ରଖନ୍ତି। ଏକ ନୂତନ ଆଇଫୋନ ସିରିଜ ଲଞ୍ଚ ହେବା ମାତ୍ରେ ଲୋକମାନେ ଏହାକୁ କିଣିବାର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି। ଆଇଫୋନ ୧୫ ଲଞ୍ଚ କରାଯାଇଥିଲା । ଫୋନ ଲଞ୍ଚ ହେବା ମାତ୍ରେ ଏହାକୁ କିଣିବା ପାଇଁ ଦୁନିଆର ଅନେକ ସ୍ଥାନରେ ଲମ୍ବା ଧାଡି ଲାଗିଥିଲା। ଅନେକ ସ୍ଥାନରେ କ୍ରେତାଙ୍କ ଭିଡକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା। ଯେତେବେଳେ ବି ଆଇଫୋନର ଏକ ନୂଆ ସିରିଜ ଆସେ, ଲୋକଙ୍କ ମଧ୍ୟରେ ସମାନ ପ୍ରକାରର କ୍ରେଜ ଦେଖାଯାଏ। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଲୋକମାନଙ୍କ ମଧ୍ୟରେ ଆଇଫୋନ ପାଇଁ କେତେ କ୍ରେଜ ଅଛି ସେ ବିଷୟରେ ଜାଣିପାରିବେ।
ଏକ ଗେମ୍‌ରେ କେଶ କାଟିଲେ ଆଇଫୋନ ଦିଆଯିବ ବୋଲି ଏକ ଅଫର୍‌ ଦିଆଯାଇଥିଲା। ଅନେକ ଝିଅ ଏବଂ ପୁଅ ଅଫର୍‌ ପାଇଁ ଏକ ବୃତ୍ତରେ ଛିଡା ହୁଅନ୍ତି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଝିଅ କେଶ କାଟିବା ପାଇଁ ଚେୟାରରେ ବସିନ୍ତି। ସେ ଏକାସାଙ୍ଗରେ ହସୁଛନ୍ତି ଏବଂ କାନ୍ଦୁଛନ୍ତି ମଧ୍ୟ। କେଶ କଟାଯିବା ପରେ ସେ ଭୋ ଭୋ କାନ୍ଦିବାକୁ ଲାଗିଲେ। ତଥାପି ଆଫଫୋନ ନିଶା ଏମିତି ସେ କାନ୍ଦୁଥିବଲେ ମଧ୍ୟ ତାଙ୍କୁ ପୁଣି ହସୁଥିବାର ଦେଖାଯାଇଥିଲା। ଯେଉଁମାନେ ଏହି ଅଫରକୁ ଗ୍ରହଣ କରିଥିଲେ ସେମାନଙ୍କୁ ପୁରସ୍କାର ଭାବରେ ଏକ ଆଇଫୋନ ଦିଆଯାଇଥିଲା।

 

View this post on Instagram

 

A post shared by Rizzy Talk (@rizzytalk)


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri