Posted inଖେଳ

ଅକ୍ଟୋବର ୫ରୁ ବିଶ୍ୱକପ୍‌: ଜାଣନ୍ତୁ କେବେ, କେଉଁଠାରେ ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୧୦: ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପରେ ନକଆଉଟ ସମେତ ମୋଟ ୪୮ଟି ମ୍ୟାଚ ଖେଳାଯିବ, ଯେଉଁଥିରେ ୪୫ଟି ଲିଗ ମ୍ୟାଚ ହେବ। ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ୧୦ଟି ସ୍ଥାନରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବର ଅନୁଷ୍ଠିତ ହେବ। କେତେବେଳେ, କେଉଁଠାରେ ଏବଂ କିପରି ଆମେ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଦେଖିବାରେ ସକ୍ଷମ ହେବେ ଆସନ୍ତୁ ଜାଣିବା।
ବିଶ୍ୱକପ୍ର ସମସ୍ତ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ମ୍ୟାଚ ଗୁଡିକର ମାଗଣା ଲାଇଭ ଷ୍ଟ୍ରିମିଂ ଡିଜନି ପଲ୍ସ ହଟଷ୍ଟାରରେ କରାଯିବ।

୧୦ଟି ସ୍ଥାନରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ

ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ (ଅହମ୍ମଦାବାଦ)
ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମ (ହାଇଦ୍ରାବାଦ)
ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ (ଧର୍ମଶାଳା)
ଅରୁଣ ଜେଟଲୀ ଷ୍ଟାଡିୟମ (ଦିଲ୍ଲୀ)
ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ (ଚେନ୍ନାଇ)
ଏକାନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ)
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ (ପୁଣେ)
ଏମ୍‌ ଚିନ୍ନାସୱାମୀ ଷ୍ଟାଡିୟମ (ବେଙ୍ଗାଲୁରୁ)
ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ)
ଇଡେନ ଗାର୍ଡେନ୍ସ (କୋଲକାତା)

ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୫ ଅକ୍ଟୋବର: ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ଅହମ୍ମଦାବାଦ
6 ଅକ୍ଟୋବର: ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ – ହାଇଦ୍ରାବାଦ
୭ ଅକ୍ଟୋବର: ବାଂଲାଦେଶ ବନାମ ଆଫଗାନିସ୍ତାନ- ଧର୍ମଶାଳା
୭ ଅକ୍ଟୋବର: ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା – ଦିଲ୍ଲୀ
୮ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ- ଚେନ୍ନାଇ
୯ ଅକ୍ଟୋବର: ନ୍ୟୁଜିଲାଣ୍ଡ ବନାମ ନେଦରଲ୍ୟାଣ୍ଡ – ହାଇଦ୍ରାବାଦ
୧୦ ଅକ୍ଟୋବର: ଇଂଲଣ୍ଡ ବନାମ ବାଂଲାଦେଶ-ଧର୍ମଶାଳା।
୧୦ ଅକ୍ଟୋବର: ପାକିସ୍ତାନ ବନାମ ଶ୍ରୀଲଙ୍କା- ହାଇଦ୍ରାବାଦ
୧୧ ଅକ୍ଟୋବର: ଭାରତ ବନାମ ଆଫଗାନିସ୍ତାନ- ଦିଲ୍ଲୀ
ଅକ୍ଟୋବର ୧୨: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା- ଲକ୍ଷ୍ନୌ
ଅକ୍ଟୋବର ୧୩: ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଚେନ୍ନାଇ
ଅକ୍ଟୋବର ୧୪: ଭାରତ ବନାମ ପାକିସ୍ତାନ- ଅହମ୍ମଦାବାଦ
ଅକ୍ଟୋବର ୧୫: ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଦିଲ୍ଲୀ
ଅକ୍ଟୋବର ୧୬: ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା- ଲକ୍ଷ୍ନୌ
ଅକ୍ଟୋବର ୧୭: ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ – ଧର୍ମଶାଳା
ଅକ୍ଟୋବର ୧୮: ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ- ଚେନ୍ନାଇ
ଅକ୍ଟୋବର ୧୯: ଭାରତ ବନାମ ବାଂଲାଦେଶ- ପୁଣେ
ଅକ୍ଟୋବର ୨୦: ଅଷ୍ଟ୍ରେଲିଆ ବନାମ ପାକିସ୍ତାନ – ବେଙ୍ଗାଲୁରୁ
ଅକ୍ଟୋବର ୨୧: ନେଦରଲ୍ୟାଣ୍ଡ ବନାମ ଶ୍ରୀଲଙ୍କା – ଲକ୍ଷ୍ନୌ
ଅକ୍ଟୋବର ୨୧: ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା- ମୁମ୍ବାଇ
ଅକ୍ଟୋବର ୨୨: ଭାରତ ବନାମ ନ୍ୟୁଜିଲାଣ୍ଡ – ଧର୍ମଶାଳା
ଅକ୍ଟୋବର ୨୩: ପାକିସ୍ତାନ ବନାମ ଆଫଗାନିସ୍ତାନ- ଚେନ୍ନାଇ
ଅକ୍ଟୋବର ୨୪: ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ- ମୁମ୍ବାଇ
ଅକ୍ଟୋବର ୨୫: ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ-ଦିଲ୍ଲୀ
ଅକ୍ଟୋବର ୨୬: ଇଂଲଣ୍ଡ ବନାମ ଶ୍ରୀଲଙ୍କା – ବେଙ୍ଗାଲୁରୁ
ଅକ୍ଟୋବର ୨୭: ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା- ଚେନ୍ନାଇ
ଅକ୍ଟୋବର ୨୮: ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲ୍ୟାଣ୍ଡ – ଧର୍ମଶାଳା
ଅକ୍ଟୋବର ୨୮: ନେଦରଲ୍ୟାଣ୍ଡ ବନାମ ବାଂଲାଦେଶ – କୋଲକାତା
ଅକ୍ଟୋବର ୨୯: ଭାରତ ବନାମ ଇଂଲଣ୍ଡ – ଲକ୍ଷ୍ନୌ
୩୦ ଅକ୍ଟୋବର: ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା – ପୁଣେ
୩୧ ଅକ୍ଟୋବର: ପାକିସ୍ତାନ ବନାମ ବାଂଲାଦେଶ- କୋଲକାତା
ନଭେମ୍ବର ୧: ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା- ପୁଣେ
ନଭେମ୍ବର ୨ :: ଭାରତ ବନାମ ଶ୍ରୀଲଙ୍କା- ମୁମ୍ବାଇ
ନଭେମ୍ବର ୩: ନେଦରଲ୍ୟାଣ୍ଡ ବନାମ ଆଫଗାନିସ୍ତାନ- ଲକ୍ଷ୍ନୌ
ନଭେମ୍ବର ୪ : ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ – ବେଙ୍ଗାଲୁରୁ
ନଭେମ୍ବର ୪: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ- ଅହମ୍ମଦାବାଦ
ନଭେମ୍ବର ୫: ଭାରତ ବନାମ ଦକ୍ଷିଣ ଆଫ୍ରିକା – କୋଲକାତା
ନଭେମ୍ବର ୬: ବାଂଲାଦେଶ ବନାମ ଶ୍ରୀଲଙ୍କା- ଦିଲ୍ଲୀ
ନଭେମ୍ବର ୭: ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ- ମୁମ୍ବାଇ
ନଭେମ୍ବର ୮: ଇଂଲଣ୍ଡ ବନାମ ନେଦରଲ୍ୟାଣ୍ଡ – ପୁଣେ
ନଭେମ୍ବର ୯: ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା – ବେଙ୍ଗାଲୁରୁ
ନଭେମ୍ବର ୧୦: ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ- ଅହମ୍ମଦାବାଦ
ନଭେମ୍ବର ୧୧: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ପୁଣେ
ନଭେମ୍ବର ୧୧: ଇଂଲଣ୍ଡ ବନାମ ପାକିସ୍ତାନ- କୋଲକାତା
ନଭେମ୍ବର ୧୨: ଭାରତ ବନାମ ନେଦରଲ୍ୟାଣ୍ଡ – ବେଙ୍ଗାଲୁରୁ
ନଭେମ୍ବର ୧୫: ସେମିଫାଇନାଲ ୧- ମୁମ୍ବାଇ
ନଭେମ୍ବର ୧୬: ସେମିଫାଇନାଲ ୨- କୋଲକାତା
ନଭେମ୍ବର ୧୯: ଫାଇନାଲ- ଅହମ୍ମଦାବାଦ


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri