ଓଡ଼ିଶା: ଆଜିର ଫଟୋ (ମେ ୨୫, ୨୦୨୩ )

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ନିବାସ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଉତ୍ସବରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ୪୫ତମ ଶ୍ରାଦ୍ଧ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ We for BBSR ପକ୍ଷରୁ ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ରାଜ୍ୟସ୍ତରୀୟ ଗିରିଜା ମେଧା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିଙ୍କ ସହ ମେଧାବୀ ଛାତ୍ରୀଛାତ୍ର ମାନେ

 

ଭୁବନେଶ୍ୱର ଉପକଣ୍ଠ କୋରଡ଼କଣ୍ଟାରେ ବେଆଇନ ଘରକୁ ଉଚ୍ଛେଦ କରୁଛନ୍ତି ବିଡିଏ କର୍ମଚାରୀ

 

  ରାଜ୍ୟସ୍ତରୀୟ ରିସର୍ଚ୍ଚ ଆଣ୍ଡ କାଉନସିଲ ର ମାଣ୍ଡିଆ ଗବେଷଣା ଉପରେ ଆୟୋଜିତ ଆଲୋଚନା ଚକ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

ଓଡ଼ିଶା: ଆଜିର ଫଟୋ ( ୧୯ ଡିସେମ୍ବର, ୨୦୨୫ )

ଶୁକ୍ରବାର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ପୂପେଟ ଉତ୍ସବର ସମାପନ ଦିନ ପରିଚାଳିତ ହୋଇଥିଲା ଶୁକ୍ରବାର...

ଓଡ଼ିଶା: ଆଜିର ଫଟୋ (୧୭ ଡିସେମ୍ବର, ୨୦୨୫ )

ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

ଓଡ଼ିଶା: ଆଜିର ଫଟୋ ( ୧୩ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ୱେତପଦ୍ମ ପକ୍ଷରୁ ନାଟକ ‘ନାଗ ବଂଶମ’ ପରିବେଷଣ       ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ୪ର୍ଥ ଜାତୀୟ ଲୋକ ଅଦାଲତ

ଓଡ଼ିଶା: ଆଜିର ଫଟୋ ( ୧୨ ଡିସେମ୍ବର, ୨୦୨୫ )

୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri