ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୩, ୨୦୨୩ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ

 

 

ପୁରୁଷ ହକି ବିଶ୍ୱକପ୍ ଦେଖିବା ପାଇଁ ଲୋକମାନେ କଳିଙ୍ଗ ଷ୍ଟାଡିୟମକୁ ଯାଉଛନ୍ତି

 

 

ବ୍ରହ୍ମପୁରରେ ସିଲ୍କ ସିଟି ଫେଷ୍ଟ -୨୦୨୩ ଆରମ୍ଭ 

 

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧ – ୦ ଗୋଲରେ ପରାସ୍ତ କଲା

 

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮- ୦ ଗୋଲରେ ପରାସ୍ତ କଲା

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମନନା ନାଟ୍ୟ ସଂସ୍ଥାର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଡ୍ରାମା ଫେଷ୍ଟିଭାଲରେ ପରିବେଷିତ ନାଟକ, ‘ପାପୀ’

 

 

ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି କିଣିବା ପାଇଁ ଚୌଧୁରୀ ବଜାର ଅଂଚଳରେ ଥିବା ଏକ ଗୁଡ଼ି ଦୋକାନରେ ଲୋକଙ୍କ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୮ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଲୋକ ମାନେ ଯିବା ଆସିବା କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଓଲର୍ଡ ଟାଉନ୍ ଅଞ୍ଚଳରେ ତୃଷାର୍ତ୍ତ ବତକ ମାନେ ପାଣି ପିଉଛନ୍ତି     ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଖରା     କଟକ ତୁଳସୀପୁର...

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ   ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର...

ଓଡ଼ିଶା: ଆଜିର ଫଟୋ (୨୪ ଏପ୍ରିଲ, ୨୦୨୪)

 କଟକ ନେତାଜୀ ବସ ଟର୍ମିନାଲ

ଓଡ଼ିଶା: ଆଜିର ଫଟୋ (୨୩ ଏପ୍ରିଲ, ୨୦୨୪)

କଟକ ଚୌଧୁରୀ ବଜ଼ାର ମଠ ସାହି ଠାରେ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଝାମୁ ଯାତ୍ରା       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଇ.ଏସ୍.ଏଲ୍ ସେମିଫାଇନାଲ୍...

ଓଡ଼ିଶା: ଆଜିର ଫଟୋ (୨୨ ଏପ୍ରିଲ, ୨୦୨୪)

ମାତା ମଠ ରିଙ୍ଗରୋଡ ପାର୍ଶ୍ୱରେ ତାଳସଯ କିଣି ଖାଉଥିବା ଲୋକମାନେ

ଓଡ଼ିଶା: ଆଜିର ଫଟୋ (୨୧ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି      ...

ଓଡ଼ିଶା: ଆଜିର ଫଟୋ (୨୦ ଏପ୍ରିଲ, ୨୦୨୪)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା     ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri