Posted inଜାତୀୟ

ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ

ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର ରାହୁଲ ଗାନ୍ଧୀ ପଞ୍ଜାବର ମନସା ଜିଲାରେ ଅବସ୍ଥିତ ମୂସେ ୱାଲାଙ୍କ ଗାଁ ମୁସା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷେ ମୁସେ ୱାଲା କଂଗ୍ରେସ ଟିକଟରୁ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ମନସା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ବିଜୟ ସାଙ୍ଗଲାଙ୍କଠାରୁ ସେ ପରାଜିତ ହୋଇଥିଲେ।

ସୋମବାର କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ସିଧୁ ମୂସେ ୱାଲା ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। କେବଳ ସଚିନ ପାଇଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁସେ ୱାଲାଙ୍କ ପରିବାର ଲୋକଙ୍କୁ ଭେଟି ସାରିଛନ୍ତି। ଅନ୍ୟପକ୍ଷେ ସିଧୁ ମୂସେ ୱାଲାଙ୍କ ପରିବାର ଲୋକେ ଘଟଣାର ଏନ୍‌ଆଇଏ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ନୂଆବର୍ଷରେ ପ୍ରେମିକଙ୍କୁ ଘରକୁ ଡାକିଲେ ପ୍ରେମିକା, ଶାରୀରିକ ସମ୍ପର୍କ ରଖି ସାରିବା ପରେ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ, କାରଣ ଜାଣିଲେ…

ମୁମ୍ବାଇ,୨।୧: ନୂଆବର୍ଷ ଦିନ ମୁମ୍ବାଇର ସାନ୍ତାକ୍ରୁଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ନୂଆବର୍ଷ ପାଇଁ ଘରକୁ ନିମନ୍ତ୍ରଣ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ

ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି।...

୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ସୁନିତାଙ୍କ ସହ ଫେରାର ହୋଇଗଲେ କନ୍ୟା: ପଛର କାରଣ ଜାଣିଲେ ଉଡ଼ିଯିବ ହୋଶ୍‌

ଚଣ୍ଡିଗଡ,୨।୧: ସମଲିଙ୍ଗୀ ବିବାହକୁ ଆଇନଗତ ଭାବରେ ସ୍ବୀକୃତି ମିଳିଥିଲେ ମଧ୍ୟ ସମାଜର ଧାରଣା ସମ୍ପୂର୍ଣ୍ଣ ବଦଳି ନାହିଁ। ପଞ୍ଜାବର ତରନତାରଣରୁ ଏକ ମାମଲା ଚର୍ଚ୍ଚାରେ ରହିଛି।...

IIT ହାଇଦ୍ରାବାଦରେ ଇତିହାସ: ଛାତ୍ରଙ୍କୁ ମିଳିଲା ୨.୫ କୋଟି ଟଙ୍କାର ଚାକିରି ଅଫର୍

ନୂଆଦିଲ୍ଲୀ,୨।୧: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri