ବିପଦ୍‌ ଅବସ୍‌ତାରେ କେଗାଁ ସ୍ବାସ୍ଥ୍ୟକେନ୍ଦ୍ର କୁଠା

କେଗାଁ, ୨୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛେ କେଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଉପକେନ୍ଦ୍ର। ଉପକେନ୍ଦ୍ରଟା ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଇଠାନେ କାମ୍‌ କରୁଥିବାର ସୁଆସ୍‌ତିଅ କରମୀ ଝନ୍‌କ ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ ଇ ଦଦ୍‌ରା ଘରେ ରହୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ଇ ସ୍ବାସ୍ଥ୍ୟ ଉପକେନ୍ଦ୍ରର କୁଠାଟା ୩୫ ବଛର ପୁରନା। ଆଏଜ୍‌କେ ୫ ବଛର ତଲେ ଘରଟାକେ ବିପଦ ବଲି ବିଭାଗ ତରଫୁ ଘୋଷନା କରାଯାଇଛେ। କୁଠାର ଭିତ୍‌ରି ଫାଲର ଛାତ୍‌ରୁ ଭିନେ ଭିନେ ସମିଆରେ ଚକ୍‌ଡ଼ା ଚକ୍‌ଡ଼ା ସିମେଟ ପଲସ୍‌ତର ଛାଡ଼ି ଲୁହା ଛଡ଼୍‌ ଜଲ୍‌ଜଲ୍‌ ଦିଶୁଛେ। ବରଷା ଦିନେ ଇ ସମସିଆଟା ଦୁଇଗୁନା ହେଇଯାଉଛେ, ଛାତୁ ଅନବରତ ପାଏନ୍‌ ଗଲୁଛେ। ଛାତ୍‌ରେ ତାରପଲିନ୍‌ ଢପା ହେଇଥିଲେ ବି ସେଟା ଖରାବରଷା ଖାଇ ଖରାପ ହେଇଯାଉଛେ। ଇ ବିପଦ୍‌ ଅବସ୍‌ତାରେ ଥିବାର କୁଠାରେ ଜୀବନ୍‌କେ ପାଏନ୍‌ ଛଡ଼େଇ ସୁଆସ୍‌ତିଅ କରମୀ ଝନ୍‌କ ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଆସୁଛନ୍‌। ହେଲେ କେତେବେଲେ କେନ୍‌ପରକାର ଅଘଟନ ଘଟି ଧନ୍‌ ଜୀବନ୍‌ର କ୍ଷୟକ୍ଷତି ହେବା କିଛି କହି ନାଇଁହୁଏ ବଲି ସୁଆସ୍‌ତିଅ କରମୀ ସ୍ବର୍ଣ୍ଣଲତା ମଲ୍ଲିକ କହିଛନ୍‌। ଇ ବାବ୍‌ଦେ ବାରବାର ଉଚ କତୁରପକ୍ଷକୁଁ କୁହାଯାଉଥିଲେ ବି ନୂତନ କୁଠା ତିଆର କି ଇତାର ବିକଲ୍‌ପ ଦିଗେ ପଦକ୍ଷେପ ନାଇଁ ନିଆଯିବାର ବଲି କରମୀ ଝନ୍‌କ କହିଛନ୍‌। ଇଆଡ଼େ କେଗଁାରେ ଘର ଭଡ଼ା ନାଇଁ ମିଲବାର ଲାଗି କରମୀ ଝନ୍‌କ ଉପେ ଶୂଇନ୍‌ ହେଇ ଇ ଦଦ୍‌ରା କୁଠାରେ ରହୁଛନ୍‌। ସେନ୍‌ତା ସ୍ବାସ୍ଥ୍ୟ ବିଭାଗ ତରଫୁ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କୋଟି କୋଟି ଟଁକା ଖରଚ୍‌ରେ ନୂତନ କୁଠା ତିଆର ହେଇଛେ। ହେଲେ ସେ ସବୁ ଭୁତକୁଠି ଲେଖେଁ ପଡ଼ିରହିଥିଲାବେଲେ ଯେନ୍‌ଠାନେ ନିହାତି ଦରକାର ଅଛେ ସେଠାନେ କୁଠାର ଅଭାବ ରହିଛେ। ଇ ଘଟନାକେ ନେଇ ଦିନୁ ଦିନ୍‌କେ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ। ଇ ଦିଗେ ଜିଲା ପରଶାସନ ଆର ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ଉପକେନ୍ଦ୍ରର ଲାଗି ନୂତନ କୁଠା ତିଆରି ଦିଗେ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri