ମନୋହରଙ୍କ କାର୍ଯ୍ୟକାଳ ୨ ମାସ ବଢିପାରେ ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ଗେଭ୍ସ ସର୍ବାଗ୍ରେ
ନୂଆଦିଲ୍ଲୀ,୨୪।୪(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଆଉ ୨ ମାସ ବଢିପାରେ। ଜୁନ୍ରେ ସେ ପଦ ଛାଡିବେ ବୋଲି ଆଶା କରାଯାଉଥିଲା। ତେବେ କୋଭିଡ୍-୧୯ ମହମାରୀ କାରଣରୁ ଆଇସିସି ବୋର୍ଡ ବୈଠକକୁ ଦୁଇମାସ ଘୁଞ୍ଚାଇ…
ଘରେ କାମ କରୁଥିବା ଯାଜପୁର ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ଗମ୍ଭୀର
ନୂଆଦିଲ୍ଲୀ,୨୪। ୪(ପି.ଟି.): ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍ପି ଗୌତମ ଗମ୍ଭୀର ତାଙ୍କ ଘରେ କାମ କରୁଥିବେ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ୪୯ ବର୍ଷୟା ଏହି ମହଳାଙ୍କ ନାମ ସରସ୍ବତୀ ପାତ୍ର। ତାଙ୍କ ଓଡ଼ିଶା ଯାଜପୁର ଜିଲାରେ। ସେ…
ଆଇପିଏଲ୍ ଲାଗି ଏସିଆ କପ୍ କାର୍ଯ୍ୟସୂଚୀ ପରିବର୍ତ୍ତନ ଗ୍ରହଣୀୟ ନୁହଁ: ପିସିବି
କରାଚି,୨୪।୪ (ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ପାଇଁ ଏସିଆ କପ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ଗ୍ରହଣ କରିବୁ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତରଫରୁ କୁହାଯାଇଛି। ଏ ନେଇ ପିସିବି…
କୋଭିଡ-୧୯ ମହାମାରୀ: ୟୁରୋପିଆନ ଚାମ୍ପିୟନଶିପ୍ ବାତିଲ
ପ୍ୟାରିସ୍,୨୪।୪ (ଏଏଫ୍ପି): କୋଭିଡ୍-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ ଇଭେଣ୍ଟ ବାତିଲ ହୋଇଛି। ପ୍ୟାରିସ୍ରେ ଆସନ୍ତା ଅଗଷ୍ଟ ମାସରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ୟୁରୋପିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍କୁ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ଏ ନେଇ…
ଉତ୍କଳ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି ଅନୁପମା
ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- କୋଭିଡ୍-୧୯ ପ୍ରଭାବରେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବାରୁ ସର୍ବଦା କୋଳାହଳ ମୁଖରିତ ଖେଳାଳି ତିଆରି କାରଖାନା ଉତ୍କଳ କରାଟେ ସ୍କୁଲ ଏବେ ଶୂନ୍ଶାନ୍। ନିଜର ଦୂରଦୃଷ୍ଟି ଏବଂ ସବୁବେଳେ ନୂଆ କିଛି କରିବାର ଝୁଙ୍କ୍…
ମହିଳା ୟୁରୋପିଆନ ଚାମ୍ପିୟନଶିପ୍ ୨୦୨୨କୁ ଘୁଞ୍ଚିଲା
ନିୟନ (ସୁଇଜରଲାଣ୍ଡ), ୨୪ା୪ (ଏପି)- ୨୦୨୧ରେ ହେବାକୁଥିବା ମହିଳା ୟୁରୋପିଆନ ଚାମ୍ପିୟନଶିପ୍ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। କାରଣ କରୋନା ଭାଇରସ ଜନିତ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ସେହି ସମୟରେ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ୟୁନିୟନ ଅଫ୍ ୟୁରୋପିଆନ…
ବାଲେ ଦାନ କଲେ ୫ଲକ୍ଷ ପାଉଣ୍ଡ
ଲଣ୍ଡନ, ୨୪ା୪ (ଏଏଫ୍ପି)-କରୋନାରେ ଆକ୍ରାନ୍ତଙ୍କ ରୋଗୀଙ୍କ ଚିକିତ୍ସା ଷ୍ଟାର ଫୁଟ୍ବଲ ଖେଳାଳି ଗ୍ୟାରେଥ୍ ବାଲେ କାର୍ଡିଫ୍ସ୍ଥିତ ଏକ ହସ୍ପିଟାଲକୁ ୫ ଲକ୍ଷ ପାଉଣ୍ଡ (୬୧୫,୦୦୦ ଡଲାର) ଦାନ କରିଛନ୍ତି। ବାଲେ କହିଛନ୍ତି, ଓ୍ବେଲ୍ସର ‘ଦି ୟୁନିଭର୍ସିଟି ହସ୍ପିଟାଲ’ ପ୍ରତି ମୋର ବିଶେଷ…
ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ: ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ର ପୁନଃନିର୍ଦ୍ଧାରଣ ହେବ
ଦୁବାଇ, ୨୪ା୪ (ପି.ଟି.)- କୋଭିଡ୍-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଥିଯୋଗୁ ୨୦୨୩ ପର୍ଯ୍ୟନ୍ତ ରହିଥିବା ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ (ଏଫ୍ଟିପି)ର ପୁନଃନିର୍ଦ୍ଧାରଣ ହେବ। ଗୁରୁବାର ଅନୁଷ୍ଠିତ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ମୁଖ୍ୟକାର୍ଯ୍ୟନିର୍ବାହୀ କମିଟି…
୧୩ ବର୍ଷ ହେଲା ଅପେକ୍ଷା କରିଛନ୍ତି କାର୍ତ୍ତିକ
ଚେନ୍ନାଇ, ୨୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ନିଜ ଘରୋଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳିବାକୁ ସବୁ ଖେଳାଳିଙ୍କର ଇଚ୍ଛା ଥାଏ। ମାତ୍ର ଏପରି କେତେଜଣ ତାରକା ଖେଳାଳି ଅଛନ୍ତି ଯିଏକି ଏହି ସୁଯୋଗ ପାଇ ନାହାନ୍ତି। ସେପରି ଜଣେ କ୍ରିକେଟର ହେଲେ…
ଟି୨୦ ବିଶ୍ୱକପ୍; ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନି: ହ୍ବାଇଟ୍
ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହଁି ବୋଲି ନ୍ୟୁଜିଲାଣ୍ଡ…
ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍, ଫେଡରର, ନାଡାଲଙ୍କ ପ୍ରସ୍ତାବ
ପ୍ୟାରିସ,୨୩।୪ (ଏଏଫ୍ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ ପ୍ରତିଷ୍ଠାତା ବିଲି ଜିନ୍ କିଙ୍ଗ୍, ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ ତାରକା ରୋଜର ଫେଡରର ଓ…
ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ
ଟୋକିଓ,୨୩।୫ (ଏଏଫ୍ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋଶିରୋ ମୋରି କହିଛନ୍ତି। ଅଲିମ୍ପିକ୍ ଏକେ ନୂଆ ତାରିଖ ୨୦୨୧…

