କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ
ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା ଦାନ କରିବାକୁ ଶୁକ୍ରବାର ଘୋଷଣା କରିଛି। ଏହି ଅର୍ଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ…
କୋଭିଡ-୧୯: ଜର୍ମାନୀ, ଫ୍ରାନ୍ସରେ ଗଲ୍ଫ ଟୁର୍ନାମେଣ୍ଟ ବାତିଲ
ଓ୍ବାଶିଂଟନ,୧୭।୪(ଏପି): କରୋନା ଭାଇରସ ସଂକ୍ରମଣ କାରଣରୁ ୟୁରୋପିୟ ଦେଶ ଫ୍ରାନ୍ସ ଓ ଜର୍ମାନୀରେ ଗଲ୍ଫ ଟୁର୍ନାମେଣ୍ଟଗୁଡିକ ବାତିଲ କରାଯାଇଛି। ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି।…
ସ୍ମିଥ୍ କ୍ରିକେଟ ସାଉଥ୍ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ
ଜୋହାନ୍ସବର୍ଗ, ୧୭।୪(ପି.ଟି.): ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ କ୍ରିକେଟ ସାଉଥ୍ ଆଫ୍ରିକା (ସିଏସ୍ଏ)ର ସ୍ଥାୟୀ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପ୍ରଦାନ କରାଯାଇଛି। ତାଙ୍କୁ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ଏହି ଗୁରୁଦାୟିତ୍ୱ…
ଏଲିଟ୍ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍ ଓ୍ବାର୍ଡ
ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍ ଓ୍ବାର୍ଡ ଏଲିଟ୍ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ରାଏ ୧୦୦ ପ୍ରଥମଶ୍ରେଣୀ, ୧୩୦ ଲିଷ୍ଟ-ଏ…
ଫିଫା ବିଶ୍ୱକପ୍: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ
ଦୋହା,୧୭।୪(ଏଏଫ୍ପି): ୨୦୨୨ ଫିଫା ବଶ୍ୱକପ୍ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମକମାନଙ୍କ ମଧ୍ୟରୁ ୩ ଜଣ…
କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା
ପ୍ୟାରିସ,୧୭।୪(ଏଏଫ୍ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପଞ୍ଚମ ରେସ୍ ଭାବେ…
ମ୍ୟାକ୍ଗ୍ରାଥଙ୍କ ଡ୍ରିମ୍ ହ୍ୟାଟ୍ରିକ୍ ଲାଇନ୍ଅପ୍ରେ ଲାରା, ସଚିନ, ଡ୍ରାଭିଡ
ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ। ବ୍ୟକ୍ତିଗତ ପ୍ରଦର୍ଶନ ମାଧ୍ୟମରେ ଅଷ୍ଟ୍ରେଲିଆକୁ ଅନେକ ସଫଳତାର ସ୍ବାଦ ଚଖାଇଛନ୍ତି ଏହି କିମ୍ବଦନ୍ତୀ…
ଆଇପିଏଲ୍ ସ୍ଥଗିତ ସମ୍ପର୍କରେ ବିସିସିଆଇର ବିଧିବଦ୍ଧ ଘୋଷଣା
ନୂଆଦିଲ୍ଲୀ, ୧୭।୪ (ପି.ଟି.)-ପରବର୍ତ୍ତୀ ସୂଚନା ଜାରି ନ ହେବା ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଗୁରୁବାର ବିଧିବଦ୍ଧ ଘୋଷଣା କରାଯାଇଛି। ଦେଶରେ କୋଭିଡ୍-୧୯ ମହାମାରୀରେ ଇତିମଧ୍ୟରେ ୧୨,୦୦୦ ଜଣ…
କ୍ରୀଡ଼ା ମନ୍ତ୍ରଣାଳୟ-ଜାତୀୟ କ୍ରୀଡ଼ା ମହାସଂଘ ବୈଠକ
ନୂଆଦିଲ୍ଲୀ, ୧୭ା୪ (ପି.ଟି.)- କ୍ରୀଡ଼ା ମନ୍ତ୍ରଣାଳୟ ଓ ୧୧ରୁ ଅଧିକ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍ଏସ୍ଏଫ୍) ମଧ୍ୟରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ବର୍ତ୍ତମାନ ସମଗ୍ର ଦେଶରେ ଲକ୍ଡାଉନ୍ ଲାଗୁ କରାଯାଇଛି। ବୈଠକରେ…
ଶୁଭାଶିଷଙ୍କ ରୋଲ ମଡେଲ କୋହଲି, ଗାଙ୍ଗୁଲି, ଫେଡରର
ନୂଆଦିଲ୍ଲୀ, ୧୭।୪- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଟେନିସ ତାରକା ରୋଜର ଫେଡରର ତାଙ୍କ ରୋଲମଡେଲ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ଫୁଟବଲ ଦଳର…
କୋଭିଡ୍-୧୯ ଲକ୍ଡାଉନ୍: ଅନ୍ଲାଇନ୍ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍ଏଫ୍
ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଫଳରେ ଅନ୍ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ଓ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)। ଆସନ୍ତା…
ରୋହିତ୍ ଦୁବାଇସ୍ଥିତ କୋଚିଂ କ୍ରିକେଟ ଏକାଡେମୀ ବ୍ରାଣ୍ଡ ଆମ୍ବାସାଡର
ଦୁବାଇ,୧୬।୪(ପି.ଟି.): ଭାରତୀୟ ତାରକା ଓପନର ତଥା ସୀମିତ ଓଭର ଉପ- ଅଧିନାୟକ ଦୁବାଇ ପର୍ଯ୍ୟବସିତ ଏକ କୋଚିଂ ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କୋଚିଂ ଏକାଡେମୀର ନାମ ‘କ୍ରିକ୍କିଙ୍ଗ୍ଡମ୍’ ରହିଛି। ସାରା ବିଶ୍ୱରେ କୋଭିଡ୍-୧୯ର ଆତଙ୍କ ଜାରି ରହିଥିବା…

