ଖେଳ

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ କରିବ। ପୁନଃ ଆଦେଶ ନ ପର୍ଯ୍ୟନ୍ତ ଏସ୍‌ଏଲ୍‌ସି ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟକୁ ସ୍ଥଗିତ…

ପଠାନ ବ୍ରଦର୍ସଙ୍କ ବଦାନ୍ୟତା

ଭଦୋଦାରା, ୨୪।୩(ପି.ଟି.)- ଭାରତର ଦୁଇ ପୂର୍ବତନ କ୍ରିକେଟ ତଥା ଦୁଇ ଭାଇ ଇର୍ଫାନ ଓ ୟୁସୁଫ୍‌ ପଠାନଙ୍କ ବଦାନ୍ୟତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସାରା ଦେଶ ତଥା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏହି ଦୁଇ କ୍ରିକେଟର…

ଆଇଓସି ମୁଖ୍ୟଙ୍କୁ ବ୍ରିଟିସ ଅଲିମ୍ପିଆନ୍‌ଙ୍କ ସମାଲୋଚନା

ଲଣ୍ଡନ,୨୪।୩(ଏଏଫ୍‌ପି)- କୋଭିଡ-୧୯ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ଏବେ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅହଂକାରୀ ଓ ଜିଦ୍‌ଖୋର ମନୋବୃତ୍ତି ପାଇଁ ବାକ୍‌ଙ୍କୁ ବ୍ରିଟସ୍‌ ଅଲିମ୍ପିଆନ ତଥା ଟ୍ରାକ…

ଆଜରବୈଜାନ ଗ୍ରାଁ. ପ୍ରି. ହେବନାହିଁ

ବାକୁ, ୨୩ା ୩ (ଏପି)-ଆଜରବୈଜାନ ଫର୍ମୁଲା ଓ୍ବାନ୍‌ ଗ୍ରାଁପ୍ରିକୁ ସୋମବାର ସ୍ଥଗିତ ଘୋଷଣା କରାଯାଇଛି। ମହାମାରୀ କରୋନା ଭାଇରସ୍‌ ଆଶଙ୍କା ଯୋଗୁ ଜୁନ୍‌ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ ଆରମ୍ଭକୁ ସ୍ଥଗିତ ରଖାଯାଇଛି। ଭାଇରସ୍‌ ଯୋଗୁ ୨୦୨୦ ସିଜନର…

ଫେଡ୍‌ କପ୍‌ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୩ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସୋମବାର ବିଧିବଦ୍ଧଭାବେ ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌କୁ ସ୍ଥଗିତ ଘୋଷଣା କରିଛି। ଏହି ଇଭେଣ୍ଟ ଆସନ୍ତା ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଫେଡେରେଶନ କପ୍‌…

ସେଲ୍‌ଫ ଆଇସୋଲେଶନରେ ଜାସନ ଗିଲେସ୍ପି

ମେଲବୋର୍ନ,୨୩।୩- ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତା’ର ସମସ୍ତ କ୍ରିକେଟ କାର୍ଯ୍ୟକ୍ରମକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଜାସନ ଗିଲେସ୍ପ ଇଂଲଣ୍ଡରୁ ଘରକୁ ଫେରି ସେଲ୍‌ଫ ଆଇସୋଲେଶନରେ ରହିଛନ୍ତି। କାଉଣ୍ଟି କ୍ଲବ…

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି। ଚୟନ କମିଟିର ଅନ୍ୟ ଦୁଇ ସଦସ୍ୟ ମିନହାଜୁଲ ଆବେଦିନ ଓ ହାବିବୁଲ ବାଶର ରହିଛନ୍ତି।…

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ ମା ଓ ଛୁଆ ଉଭୟ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଏହି ଦମ୍ପତ୍ତିଙ୍କ ପୂର୍ବରୁ…

‘ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି’

ଲାହୋର,୨୩।୩- କରୋନା ଭାଇରସ୍‌ ଧୀରେ ଧୀରେ ପୂରା ବିଶ୍ୱକୁ ଗ୍ରାସ କରିଚାଲିଛି। ଏପର୍ଯ୍ୟନ୍ତ ୧୯୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ପେସର ଶୋଏବ…

ନଭେମ୍ବରରେ ଖେଳାଯାଇପାରେ ଅବଶିଷ୍ଟ ପିଏସ୍‌ଏଲ ମ୍ୟାଚ୍‌

କରାଚୀ,୨୩।୩(ପି.ଟି.)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ୫ମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ନଭେମ୍ବରରେ ଆୟୋଜନ କରିବାକୁ ପିସିବି ଯୋଜନା କରୁଛି। କୋଭିଡ୍‌-୧୯ ଜନିତ ପରିସ୍ଥିତିରେ ସୁଧାର ଆସିବା ପରେ ହିଁ ଏହା ସମ୍ଭବ ହୋଇପାରେ ବୋଲି ସିଇଓ ଓ୍ବାସିମ ଖାଁ କହିଛନ୍ତି।…

ଘରେ ରହି ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଫିଟ୍‌ନେସ ଟିପ୍ସ ଦେଉଛନ୍ତି ଟ୍ରେନର

ନୂଆଦିଲ୍ଲୀ,୨୩।୩- ଭାରତୀୟ କ୍ରିକେଟରମାନେ ଏବେ ଘରେ ଅଛନ୍ତି। କରୋନା ଭାଇରସ୍‌ ଯୋଗୁ ସମସ୍ତ ଜିମ୍‌ ବନ୍ଦ ରହିଛି। ଏଭଳି ସ୍ଥିତିରେ ଖେଳାଳିମାନେ କେଉଁଭଳି ଫିଟ୍‌ ରହିପାରିବେ, ତାହାର ଟିପ୍ସ ଘରୁ ଦେଉଛନ୍ତି ଟିମ୍‌ ଇଣ୍ଡିଆର ଫିଲ୍ଡ କୋଚ୍‌ ଆର. ଶ୍ରୀଧର। ଭାରତୀୟ…

ଆଜିର ଦିନରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ସଚିନ

ନୂଆଦିଲ୍ଲୀ,୨୩।୩- ଠିକ୍‌ ୧୭ ବର୍ଷ ତଳେ ଅର୍ଥାତ ୨୦୦୩ ମାର୍ଚ୍ଚ ୨୩ ତାରିଖରେ ସଚିନ ତେନ୍ଦୁଲକରଙ୍କ ଯୋଗୁ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ। ସେ ଦିନ ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?