ଖେଳ

କୋଭିଡ-୧୯: ୩.୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କଲେ ଗଲ୍ଫର ଅର୍ଜୁନ

ନୂଆଦିଲ୍ଲୀ,୨୧।୪ (ପି.ଟି.): କୋଭିଡ୍‌-୧୯ ମୁକାବିଲା ପାଇଁ ଯୁବ ଗଲ୍ଫର ଅର୍ଜୁନ ଭଟ୍ଟି ପ୍ରୟାସ ଜାରି ରଖିଛନ୍ତି। ସେ ୩.୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି। ନିଜର ଫଟା ବା ଛିଣ୍ଡା ଜୋତା ବିକ୍ରି କରି ସେ ଏହି ପରିମାଣର ଅର୍ଥ…

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ଅଦଳବଦଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଅଷ୍ଟ୍ରେଲିଆ ଚଳିତ ବର୍ଷ…

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌ ଚାମ୍ପିୟନ ଭାବେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଘୋଷଣା କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ…

ଭାରତ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ  ଚିନ୍ତା କରୁଛି ଅଷ୍ଟ୍ରେଲିଆ

ସିଡନୀ,୨୧।୪ (ପି.ଟି.)- ଚଳିତ ବର୍ଷ ଶେଷ ଆଡକୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସିରିଜକୁ ୫ ମ୍ୟାଚ୍‌ ବିଶିଷ୍ଟ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଚିନ୍ତା…

କୋଭିଡ-୧୯ ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ: ବିନ୍ଦ୍ରା

ନୂଆଦିଲ୍ଲୀ, ୨୧।୪ (ପି.ଟି.): କୋରୋନା ଭାଇରସର ଆତଙ୍କ ଶେଷ ହେବା ପରେ ବିଶ୍ୱର ରୂପ ଅଲଗା ହୋଇଥିବ ଓ ଏହା ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଅଲିମ୍ପିକ୍‌ ଚାମ୍ପିୟନ ଅଭିନବ ବିନ୍ଦ୍ରା କହିଛନ୍ତି। ସ୍ଥାନୀୟ ଭିତ୍ତିଭୂମି ବିକାଶରେ…

ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ କରୁଛି ପିସିବି

କରାଚୀ, ୨୧।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶ ଲକ୍‌ଡାଉନ୍‌ରେ ରହିଥିବାବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହାର କେନ୍ଦ୍ରୀୟ ଚୁକ୍ତିଭୁକ୍ତ ଖେଳାଳିଙ୍କ ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ ସୋମବାରଠାରୁ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ହାରିସ୍‌ ସୋହେଲ, ହସନ ଅଲ୍ଲୀ, ମହମ୍ମଦ ଆବାସ,…

ସାକ୍ଷୀ ଏବେ ‘ଦେଶୀ ପହେଲୱାନୀ’

ନୂଆଦିଲ୍ଲୀ, ୨୧।୪-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିିତିରେ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକ ନିଜକୁ ଫିଟ୍‌ ରଖିବା ପାଇଁ ଏବେ ‘ଦେଶୀ ପହେଲିୱାନୀ’ ପନ୍ଥା ଅବଲମ୍ବନ କରିଛନ୍ତି। ସେ ଗତ କିଛିଦିନଧରି ଏକ ଲମ୍ବା ଦଉଡ଼ି ଓ ବଡ଼…

ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ…

ନୂଆଦିଲ୍ଲୀ, ୨୧।୪ (ପି.ଟି.)- କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍‌ଖା ସିଂଙ୍କ ଝିଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂଙ୍କ ବଡ଼ ଭଉଣୀ ନ୍ୟୁୟର୍କରେ ଏକ ‘ମାରାଥନ’ରେ ସାମିଲ ହୋଇଛନ୍ତି। କିନ୍ତୁ ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ। ସେ ହେଉଛନ୍ତି ମୋନା ମିଲ୍‌ଖା…

ଅପର କଟ୍‌, ସ୍କୋୟାର କଟ୍‌, ଏବେ ହେୟାର କଟ୍‌

ମୁମ୍ବାଇ, ୨୧।୪-କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତିରେ ଏବେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ବାହାରିବା ମନା। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁ ଉପରେ କଟକଣା। ତେଣୁ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଥିବା ଖେଳାଳିମାନେ…

ଟି୨୦ ବିଶ୍ୱକପ୍‌: ଅଗଷ୍ଟ ପୂର୍ବରୁ ନିଷ୍ପତ୍ତି ନେବନି ଆଇସିସି

ଦୁବାଇ,୨୦।୪: କରୋନା ଭାଇରସ୍‌ ସାରା ବିଶ୍ୱରେ ମହାମାରୀ ରୂପ ନେଇ ଆତଙ୍କ ବଜାୟ ରଖିଛି। ଏପରିସ୍ଥଳେ ବିଶ୍ୱର ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ସ୍ଥଗିତ ରଖାଯାଇଛି।…

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ବ୍ୟବହାର କରିଥିବା ବ୍ୟାଟ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ…

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ଓ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?