ଖେଳ

କୋହଲି-ଡି’ଭିଲର୍ସଙ୍କ ଟିମ୍‌ରେ ଧୋନୀ ଅଧିନାୟକ

ନୂଆଦିଲ୍ଲୀ, ୨୬।୪- ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଦୁଇ ବନ୍ଧୁଭାବେ ବେଶ୍‌ ପରିଚିତ। ଦୁହେଁ ଇଣ୍ଡିଆନ ପ୍ରିମିିୟର ଲିଗ୍‌(ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦୀର୍ଘଦିନଧରି ଖେଳି ଆସିଛନ୍ତି। କରୋନା…

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିବା ଦିଲୀପ…

ପାକ୍‌ ପୂର୍ବତନ ଅଧିନାୟିକା ସାନା ମୀରଙ୍କ ଅବସର

କରାଚି,୨୫।୪(ପି.ଟି.): ପାକିସ୍ତାନ ପୂର୍ବତନ ମହିଳା ଦଳ ଅଧିନାୟିକା ସାନା ମୀର ଅବସର ନେଇଛନ୍ତି। ଶନିବାର ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ୧୫ ବର୍ଷର ସଫଳ କ୍ୟାରିୟରର ଅନ୍ତ ଘଟିଛି। କ୍ୟାରିୟରରେ ୩୪ ବର୍ଷୀୟ…

କୋଭିଡ୍‌-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ

ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍‌ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍‌ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି। କ୍ରିକେଟ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯିବା ନିହାତି ଜରୁରୀ ବୋଲି…

ସଚିନଙ୍କ ୧୦୦ ଶତକ ରେକର୍ଡକୁ ଭାଙ୍ଗିପାରିବେ କୋହଲି: ବ୍ରେଟ୍‌ ଲି

ମୁମ୍ବାଇ, ୨୫।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଭାଙ୍ଗିପାରିବେ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ତେବେ ଏଥପାଇଁ କୋହଲି ଆଉ ୭-୮…

ମେମ୍ବର ଆସୋସିଏଶନଙ୍କୁ ଫିଫା ଆଗୁଆ ଅର୍ଥ ପ୍ରଦାନ କରିବ

ଲାଉସେନ,୨୫।୪(ଏପି): କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କରୋନା ଭାଇରସ ପାଇଁ ଦେଖାଦେଇଥିବା ସ୍ଥିତିର ମୁକାବିଲ ପାଇଁ ଖର୍ଚ୍ଚ ଚଳାଇବାକୁ ଫିଫା ସବୁ ମେମ୍ବର ଆସୋସିଏଶନଗୁଡିକୁ ୫…

ଭାରତୀୟ ଦଳର ଗସ୍ତ ପାଇଁ ଯାତ୍ରା କଟକଣା କୋହଳ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୪(ପି.ଟି.): କରୋନା ଭାଇରସ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସିଏ ପାଖାପାଖି ୩୦୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ସହିବ। ତେବେ ଏହି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ଅଷ୍ଟ୍ରେଲିଆ ସରକାର…

ଆଇଓସି ଦେଲା ଅତିରିକ୍ତ ୨୫ ମି. ଡଲାର

ଲାଉସେନ,୨୫।୪ (ଏପି): କୋଭିଡ୍‌ -୧୯ ମହାମାରୀ ରୂପ ନେଇଥିବା ବେଳେ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଫଳରେ ଆଥଲେଟ୍‌ ଓ ବିଭିନ୍ନ ଦଳଗୁଡିକର ଆର୍ଥିକ ସମସ୍ୟାରେ ପଡିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହାକୁ ହୃଦୟଙ୍ଗମ କରି ଆଥ୍‌ଲେଟ…

ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ, ୨୫।୪ (ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ରହିଛି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସବୁ ପେସାଦାର କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରିଥିବାରୁ…

ହକି ପ୍ରୋ-ଲିଗ୍‌ ସିଜନ-୨ ବର୍ଷେ ଘୁଞ୍ଚତ୍ଲା

ଲାଉସାନେ, ୨୫ା୪ (ପି.ଟି.)- ମର୍ଯ୍ୟାଦାପୂର୍ଣ୍ଣ ପ୍ରୋ-ଲିଗ୍‌ ଦ୍ୱିତୀୟ ସଂସ୍କରଣକୁ ଏକ ବର୍ଷ ଅର୍ଥାତ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ କେତୋଟି ମ୍ୟାଚ୍‌ ସ୍ଥଗିତ ରଖାଯିବା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଶୁକ୍ରବାର ଏହି ନିଷ୍ପତ୍ତି…

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ ମାଇକେଲ ଜେନସେନ, ଥୋମାସ୍‌ ହୋଭାଗାର୍ଡ ଏବଂ ମାଇକେଲ ଲାମ୍ପଙ୍କ ସହିତ ପାର୍ଟନର ହୋଇ ଖେଳିଛନ୍ତିି।…

ପରିବାର ସହ ଜନ୍ମଦିନ ପାଳିଲେ ସଚିନ

ମୁମ୍ବାଇ, ୨୫।୪-କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ୪୭ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସାମ୍ପ୍ରତିକ ସ୍ଥିତିରେ ସଚିନ ନିଜ ଜନ୍ମଦିନକୁ ନିରାଡ଼ମ୍ବରଭାବେ ପରିବାର ସଦସ୍ୟଙ୍କ ସହିତ ପାଳିଛନ୍ତି। ”ମୁଁ ଏବେ ରୋଷେଇ କରିବା ସହ ଘର ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?