କୋଭିଡ-୧୯: ସିନିୟର ପିଜିଏ ଚାମ୍ପିୟନଶିପ୍ ବାତିଲ
ଲସ୍ ଏଞ୍ଜେଲ୍ସ,୩।୪(ପି.ଟି.)- କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପ୍ରଫେସ୍ନାଲ ଗଲ୍ଫର୍ସ ଅସୋସିଏଶନ (ପିଜିଏ) ଚାମ୍ପିୟନ୍ଶିପ୍ ବାତିଲ ହୋଇଛି। ଏହି ଚାମ୍ପିୟନଶିପ୍ ମେ’ ୧୯ରୁ ୨୪ ତାରିଖ ମଧ୍ୟରେ ଆୟୋଜନ…
ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…
ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍କିପର ରାଚେଲ ଲିଞ୍ଚ୍। ମାତ୍ର କୋଭିଡ୍-୧୯ ସବୁ ଏପଟସେପଟ କରିଦେଲା। ଅଲିମ୍ପିକ ଗେମ୍ସ ଏବେ ଆସନ୍ତା…
‘ଜୀବନ, ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ’
ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ବିଶ୍ୱରେ କାୟା ବିସ୍ତାର କରିଚାଲିଥିବାବେଳେ ନିଜ ଫିଟ୍ନେସ ସହିତ ଫର୍ମ ବଜାୟ ରଖିବା ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏବେ ବଡ଼ ପଡ଼ିଆ କିମ୍ବା କୋର୍ଟ ଉପଲବ୍ଧ ହେଉ ନ ଥିବାରୁ…
ଆଇଏସ୍ଏଲ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ, ୨ା୪ (ପି.ଟି.)- ହିରୋ ଇଣ୍ଡିଆ ସୁପର ଲିଗ୍ (ଆଇଏସ୍ଏଲ) ୨୦୧୯-୨୦ରେ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦ରେ ଟୁର୍ନାମେଣ୍ଟର ଓପନିଂ ମ୍ୟାଚ କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ଏଟିକେ ମଧ୍ୟରେ ହୋଇଥିଲା। ଗତ ସଂସ୍କରଣ ତୁଳନାରେ…
ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ
ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍ ସଂକ୍ରମଣ ଆଶଙ୍କା ପାଇଁ ପୂର୍ବରୁ…
ଡିଏଲ୍ଏସ୍ ନିୟମର ଅନ୍ୟତମ ସ୍ରଷ୍ଟା ଲୁଇସ୍ଙ୍କ ପରଲୋକ
ଲଣ୍ଡନ,୨।୪(ଏଏଫ୍ପି): କ୍ରିକେଟର ବହୁ ଚର୍ଚ୍ଚତ ତଥା ବିବାଦୀୟ ଡକ୍ଓ୍ବର୍ଥ- ଲୁଇସ- ଷ୍ଟେର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସ୍ ପରୋଲୋକ ଗମନ କରିଛନ୍ତି। ବର୍ଷା ବା ଖରାପ୍ ପାଗ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ସୀମିତ ଓଭର ମ୍ୟାଚ୍ର ଫଳାଫଳ ପାଇଁ…
ଫୁଟବଲ ମ୍ୟାଚ୍ ବ୍ୟାନ୍କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ
ମସ୍କୋ,୨।୪(ଏଏଫ୍ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍ଏଫ୍ଏସ୍) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍କୁ ବ୍ୟାନ୍ କରାଯାଇଥିବା ବେଳେ ଏବେ ଏହାକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛ ବୋଲି…
କୋଭିଡ-୧୯: ବକ୍ସର ଜୋଶୁଆଙ୍କ ସମ୍ପର୍କୀୟ ମୃତ
ଲଣ୍ଡନ,୨।୪(ଏଏଫ୍ପି)- କରୋନା ଭାଇରସ ସଂକ୍ରମଣରେ ବିଶ୍ୱ ହେଭିଓ୍ବେଟ ଚାମ୍ପିୟନ ଆନ୍ଥୋନୀ ଜୋଶୁଆଙ୍କ ଜଣେ ସମ୍ପର୍କୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ବ୍ରିଟେନର ଏହି ତାରକା ବକ୍ସର ଜୋଶୁଆ ଜୁନ୍ରେ ନିଜର ଟାଇଟଲ ବଜାୟ ରଖିବା ପାଇଁ ଆଇବିଏଫ୍ ମାଣ୍ଟାଟୋରୀ ଚ୍ୟାଲେଞ୍ଜର କୁବ୍ରାଟ…
ଏସିଆନ୍ କପ୍ ଫୁଟବଲ: ୨୦୨୭ ବିଡ୍ ଦାଖଲ ଡେଡ୍ଲାଇନ ଘୁଞ୍ଚିଲା
ହଂକଂ, ୨।୪(ଏଏଫ୍ପି): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍ଫେଡେରେଶନ (ଏଏଫ୍ସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୭ ଏସିଆନ କପ୍ ଫୁଟବଲ ଟୁର୍ନାମେଣ୍ଟର ଆୟୋଜନ ନେଇ ପ୍ରିଲିମିନାରୀ ବିଡ୍ ଦାଖଲର ଡେଡ୍ ଲାଇନ୍ ତଥା ଶେଷ…
କୋଭିଡ-୧୯: ୨ ବର୍ଷର ଦରମା ଦାନ କରିବେ ଗମ୍ଭୀର
ନୂଆଦିଲ୍ଲୀ,୨।୪(ପି.ଟି.): କୋଭିଡ-୧୯ ସଂକ୍ରମଣ ମୁକାବିଲାରେ ଏବେ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି। ସେ ଏବେ ପାର୍ଲାମେଣ୍ଟର ସଦସ୍ୟ ରହିଛନ୍ତି। ଏମ୍ପି ହିସାବରେ ସେ ତାଙ୍କର ଦୁଇବର୍ଷର ଦରମାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ପ୍ରଦାନ କରିବେ ବୋଲି କହିଛନ୍ତି।…
ଭାରତୀୟ ଖେଳାଳିଙ୍କୁ ନେଇ ହେଉ ଆଇପିଏଲ୍
ନୂଆଦିଲ୍ଲୀ, ୨ା୪ (ପି.ଟି.) କୋଭିଡ୍-୧୯ ମହାମାରୀ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ବ୍ୟୟବହୁଳ ଇଭେଣ୍ଟ କେବେ ହେବ ଅବା ସମ୍ପୂର୍ଣ୍ଣ ବାତିଲ କରିଦିଆଯିବ ତାହା ଏପ୍ରିଲ ୧୪ରେ ସ୍ପଷ୍ଟ ହେବ। ଆଗରୁ…
ବିଶ୍ୱକପ୍ ବିଜୟ ଶାର୍ଟକୁ ନିଲାମ କରିବେ ବଟ୍ଲର
ଲଣ୍ଡନ, ୨ା୪ (ପି.ଟି.)-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜୋସ୍ ବଟଲର ଗତବର୍ଷ ବିଶ୍ୱକପ୍ ଫାଇନାଲରେ ପରିଧାନ କରିଥିବା ତାଙ୍କ ଶାର୍ଟକୁ ନିଲାମ କରିବେ। କୋଭିଡ୍-୧୯ ମହାମାରୀ ଆକ୍ରାନ୍ତଙ୍କ ସେବା କାର୍ଯ୍ୟରେ ଲାଗିଥିବା ହସ୍ପିଟାଲଗୁଡ଼ିକ ପାଇଁ ସେ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି। ନିଲାମକାର୍ଯ୍ୟରୁ…

