ଖେଳ

ଅଲିମ୍ପିକ୍ସ ଘୁଞ୍ଚିବା ଆମ ଲାଗି ସୁଯୋଗ ସୃଷ୍ଟି କରିଛି: ନମିତା

ବେଙ୍ଗାଲୁରୁ, ୨୩।୪(ପି.ଟି.): ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ଭାରତୀୟ ମହିଳା ହକି ଦଳ ପାଇଁ ଅନୁକୂଳ ପରସ୍ଥିତି ସୃଷ୍ଟି କରିଛି। ପ୍ରସ୍ତୁତି ପାଇଁ ଆମକୁ ଆହୁରି ଗୋଟିଏ ବର୍ଷ ଅଧିକ ମିଳିଛି। ଏହା ଦ୍ୱାରା ଆମେ ଅଧିକ ଗୋଟିଏ ବର୍ଷର…

ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରେ ଅବସାଦ ବଢ଼ୁଛି

ପ୍ୟାରିସ, ୨୩ା୪ (ଏଏଫ୍‌ପି)-କରୋନାଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ଖେଳକୁ ସ୍ଥଗିତ ରଖାଯାଇଥିବାରୁ ପ୍ରଫେସନାଲ କେତେଜଣ ଫୁଟ୍‌ବଲ ଖେଳାଳିଙ୍କ ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତରେ ରହୁଛନ୍ତି। ଏହି ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଗ୍ଲୋବାଲ ପ୍ଲେୟର୍ସ ୟୁନିୟନ ‘ଫିଫ୍‌୍‌ ପ୍ରୋ’ ପକ୍ଷରୁ…

ଜନ୍ମଦିନ ପାଳିବେ ନାହିଁ ତେନ୍ଦୁଲକର

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବର୍ଷ ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଶୁକ୍ରବାର ସେ ୪୭ ବର୍ଷରେ ପଦାର୍ପଣ କରିବେ। ଭାରତରେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ଚଳାଇଥିବା କର୍ମୀଙ୍କୁ ସମ୍ମାନ ଜଣାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି।…

ରେକର୍ଡ ଦୃଷ୍ଟିରୁ ଧୋନୀ, କିନ୍ତୁ କୁମ୍ବଲେ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-ରେକର୍ଡ ଦୃଷ୍ଟିିରୁ ମହେନ୍ଦ୍ର ସିଂ ଧୋନୀ ମହାନ୍‌ ହୋଇଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର। ଭାରତ ଅଧିନାୟକ ଭାବେ ମୋର ଧୋନୀ ଏବଂ…

କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ ବ୍ୟବହାର ବ୍ୟାଟ୍‌ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମରୁ ସଂଗ୍ରହ କରାଯାଇଥିବା ପାଣ୍ଠି…

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର ଘୋଷଣା କରିଛି। ନେଦରଲାଣ୍ଡ୍ସର ସ୍କାଟୋରୀ କେରଳର କୋଚି ସହର ପର୍ଯ୍ୟବସିତ ଆଇଏସ୍‌ଏଲ୍‌ ଦଳ କେରଳର…

ସିନ୍ଧୁ ‘ଆଇ ଆମ୍‌ ବ୍ୟାଡମିଣ୍ଟନ’ ଅଭିଯାନର ଆମ୍ବାସାଡର

ନୂଆଦିଲ୍ଲୀ,୨୨।୪ (ପି.ଟି.): ବିଶ୍ୱ ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ‘ଆଇ ଆମ ବ୍ୟାଡମିଣ୍ଟନ’ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଡବ୍ଳ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ଏହି ଅଭିଯାନର ଅନ୍ୟତମ ଆମ୍ପାସାଡର ନିଯୁକ୍ତ କରିଛି। ଏହି…

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ପୃଥ୍ବୀ ଶ

ନୂଆଦିଲ୍ଲୀ,୨୨।୪ (ପି.ଟି.): କ୍ରିକେଟରୁ ଦୂରେଇ ରହିବା ଅତ୍ୟାଚାର ସଦୃଶ ବୋଲି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ କହିଛନ୍ତି। ଡୋପିଂ ବ୍ୟାନ୍‌ ଓ ଇଞ୍ଜୁରି କାରଣରୁ ସେ ବହୁଦିନ ଖେଳରୁ ଦୂରେଇ ରହିଥିଲେ। ଏହା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା…

ଅଲିମ୍ପିକ୍‌ ଷ୍ଟାଫ୍‌ ମେମ୍ବର କରୋନା ଭାଇରସ ପଜିଟିଭ

ଟୋକିଓ,୨୨।୪ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ଜଣେ ଷ୍ଟାଫ୍‌ ସଦସ୍ୟ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଟୋକିଓ ଆୟୋଜକଙ୍କ ତରଫରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ପାଖାପାଖି ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ…

ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା ହକି ଦଳ ପକ୍ଷରୁୁ ଫନ୍‌ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି। ଏହାପ୍ରତି ଲୋକମାନଙ୍କ ବଦାନ୍ୟତା…

ଅଲିମ୍ପିକ୍ସ ସ୍ଥଗିତଜନିତ ବ୍ୟୟଭାରକୁ ନେଇ ଦ୍ୱନ୍ଦ୍ୱ

ଟୋକିଓ, ୨୨|୪ (ଏପି): କରୋନା ସଂକ୍ରମଣ ଆଶଙ୍କାରେ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଛି। ଗେମ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯିବା ଦ୍ୱାରା ଏବାବଦ ବ୍ୟୟଭାର କିଏ ବହନ କରିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅଲିମ୍ପିକ୍ସ ସ୍ଥଗିତ ହେବା ବାବଦ ଅଧିକାଂଶ…

ନାସିର ହୁସେନଙ୍କ ପସନ୍ଦ ବିରାଟ କୋହଲି

ଲଣ୍ଡନ, ୨୨|୪: ବିଶ୍ୱର ବିଖ୍ୟାତ କ୍ରିକେଟରଙ୍କ ମଧ୍ୟରୁ ୪ ଜଣଙ୍କ ଖେଳ ସେ ସର୍ବଦା ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟ ଅଧିନାୟକ ନାସିର ହୁସେନ। ସେମାନଙ୍କ ମଧ୍ୟରେ ୩ ଜଣ ପୂର୍ବତନ ଓ ଜଣେ ସକ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?