ଖେଳ

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର ଭରଣା ପାଇଁ ବିଶ୍ୱ କ୍ରିକେଟରେ ସବୁଠାରୁ ବିିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ…

ରବି ମିତ୍ତଲ ନୂଆ କ୍ରୀଡ଼ା ସଚିବ

ନୂଆଦିଲ୍ଲୀ, ୨୭ା୪(ପି.ଟି.)- ରବି ମିତ୍ତଲ ରବିବାର କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ନୂଆ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମିତ୍ତଲ ହେଉଛନ୍ତି ବିହାର କ୍ୟାଡରର ୧୯୮୬ ବ୍ୟାଚ୍‌ର…

ଅନ୍‌ଲାଇନ୍‌ ଚେସ୍‌ରୁ ୮.୮ ଲକ୍ଷ ଟଙ୍କା

ଚେନ୍ନାଇ, ୨୭ା୪ (ପି.ଟି.)-ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରୁ ୮.୮ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସମେତ ଅନ୍ୟ କେତେଜଣ ଏକ ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରେ ଭାଗ…

ଅଶ୍ୱିନଙ୍କୁ ସୀମିତ ଓଭର କ୍ରିକେଟ ଖେଳାଇବା ଉଚିତ୍‌: ସାକ୍‌ଲିନ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଭାରତର ଶ୍ରେଷ୍ଠ ସ୍ପିନର ବୋଲି ପାକିସ୍ତାନ ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ କହିଛନ୍ତି। ଟେଷ୍ଟରେ ସେ ଆଶତୀତ ସଫଳତା ଅର୍ଜନ କରିଛନ୍ତି। ତେବେ ତାଙ୍କୁ ସୀମିତ ଓଭର କ୍ରିକେଟ ଅର୍ଥାତ୍‌ ଦିନିକିଆ ଓ ଟି୨୦ ଫର୍ମାଟରୁ କାହିଁକି…

କୋଭିଡ୍‌-୧୯: ଦିଲ୍ଲୀ ସରକାରଙ୍କୁ ପିସିଆଇର ୫୦୦ ପିପିଇ କିଟ୍‌ ଦାନ

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ଏବେ ପାରା ଅଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ସାମିଲ ହୋଇଛନ୍ତି। ପିସିଆଇ ଦିଲ୍ଲୀ ସରକାରଙ୍କୁ ୫୦୦ଟି ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ) କିଟ୍‌ ପ୍ରଦାନ କରିଛି। ପିସିଆଇ ସେକ୍ରେଟାରୀ ଜେନେରାଲ ଗୁରଶରନ ସିଂ ସୂଚନା…

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ। ଦଳ ଯେତେବେଳେ ପରାଜୟ ବରଣ କରିଥାଏ ସେ ନିଜକୁ ଉତ୍ତରଦାୟୀ କରିଥାନ୍ତି। ନିଜର ଉଚ୍ଚକୋଟୀର…

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି ଦାଢି ରଖିଛନ୍ତି। ଏହି ଲୁକ୍‌ରେ ମହେନ୍ଦ୍ର ସିଂ ଧୋନୀ ଓ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ…

କୋଭିଡ୍‌-୧୯: ଫୁଟବଲ୍‌ ସେସନ ସସ୍‌ପେଣ୍ଡ କଲା ତାଜିକ୍‌ସ୍ତାନ

ଡୁସାନ୍‌ବେ,୨୬।୪ (ପି.ଟି.): କେନ୍ଦ୍ରଏସୀୟ ଦେଶ ତାଜିକସ୍ତାନ ଶେଷରେ କୋଭିଡ୍‌-୧୯ ମହାମାରୀ କାରଣରୁ ତା’ର ଫୁଟବଲ ସେସନକୁ ସସ୍‌ପେଣ୍ଡ କରିଛି। ବିଶ୍ୱର କେତୋଟି ହାତଗଣତି ଦେଶ ମଧ୍ୟ ତାଜିକ୍‌ସ୍ତାନ ସାମିଲ ଥିଲା ଓ ଏହି ମହାମାରୀ ସତ୍ତ୍ୱେ ଫୁଟବଲ ସେସନ୍‌ ଜାରି ରଖିବ…

ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର: କୁମିନ୍ସ

ମେଲବୋର୍ନ,୨୬।୪(ପି.ଟି.): ଭାରତୀୟ ଟେଷ୍ଟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର ବୋଲି ବିଶ୍ୱର ୧ ନମ୍ବର ଦ୍ରୁତ ବୋଲର ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ କହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ପୂଜାରା ପ୍ରତିପକ୍ଷ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ…

ଶାର୍ଟ, ବ୍ୟାଟ୍‌, ଉଇକେଟ ନିଲାମ କରିବେ ଆଣ୍ଡରସନ

ଲଣ୍ଡନ, ୨୬ା୪ (ପି.ଟି.): କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇ ପାଇଁ ଦାନ କରିବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ କରିବେ ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜେମ୍ସ ଆଣ୍ଡରସନ। କେପ୍‌ଟାଉନ୍‌ଠାରେ ସେ ଖେଳିଥିବା ଏକ ଟେଷ୍ଟ ମ୍ୟାଚରେ ବ୍ୟବହାର କରିଥିବା ଶାର୍ଟ, ବ୍ୟାଟ୍‌…

ଧାବିକା ଝୁମା ଖାତୁନ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ଓ୍ବାଲର୍‌ଡ ଆଥଲେଟିକ୍ସ ଗଭର୍ନିଂବଡିର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ)ଭାରତର ମିଡଲ ଡିଷ୍ଟାନ୍ସ ଧାବିିକା ଝୁମା ଖାତୁନ୍‌ଙ୍କୁ ୪ବର୍ଷ ବାସନ୍ଦ କରିଛନ୍ତି। ୨୦୧୮ ଜୁନ୍‌ରେ ଗୁଆହାଟୀଠାରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ୩୧ ବର୍ଷୀୟା ଖାତୁନଙ୍କଠାରୁ…

ସ୍ପାଇସ୍‌ ଜେଟ୍‌ ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଡିଙ୍ଗ୍‌କୋ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଚିକିତ୍ସା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍ଗ୍‌କୋ ସିଂଙ୍କୁ ବିମାନ ଯୋଗେ ଇମ୍ଫାଲରୁ ଦିଲ୍ଲୀ ଅଣାଯାଇଛି। ସେ ଲିଭର କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ୪୧ ବର୍ଷୀୟ ଡିଙ୍ଗ୍‌କୋଙ୍କୁ ଦିଲ୍ଲୀ ନେବା ପାଇଁ ବକ୍ସି ଫେଡେରେଶନ ଅଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?