Posted inଖେଳ

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨।୭: ଧନୀ ତାଲିକା ଜାରି କରିଛି ଇନ୍‌ଷ୍ଟାଗ୍ରାମ। ଏଥିରେ ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲୀ ଅଛନ୍ତି। ତାଲିକାର ୨୬ନଂ ସ୍ଥାନରେ ଅଛନ୍ତି ବିରାଟ। ସେହିଭଳି ପ୍ରିୟଙ୍କା ଅଛନ୍ତି ୨୮ତମ ସ୍ଥାନରେ। ଅପରପକ୍ଷେ ଫଲୋଅର୍‌ ସଂଖ୍ୟାକୁ ଯଦି ଦେଖିବେ ତେବେ ବିରାଟଙ୍କ ୬୬.୨ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ନିଜର ଗୋଟିଏ ପୋଷ୍ଟ ପାଇଁ ୨.୨ କୋଟି ଟଙ୍କା ନେଇଥାନ୍ତି।

ଇନ୍‌ଷ୍ଟାଗ୍ରାମର ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ହଲିଉଡ୍‌ର ଡାଓ୍ବେନ୍‌ ଜନ୍‌ସନ ଅଛନ୍ତି। ଦ୍ୱିତୀୟରେ ରହିଛନ୍ତି କାଇଲି ଜେନେର। ସେହିଭଳି ସେଲିନା ଗୋମେଜ୍‌, କିମ୍‌ କାଦାର୍ଶିଆନ୍‌, ଜଷ୍ଟିନ୍‌ ବିବର୍‌ ଆଦି ରହିଛନ୍ତି।

କହିରଖୁଛୁ ଏବେ ବିରାଟ ସ୍ତ୍ରୀ ଅନୁଷ୍କାଙ୍କ ସହ ସମୟ ଅତିବାହିତ କରୁଛନ୍ତି। ଅପରପକ୍ଷେ ଅନୁଷ୍କା ନିଜର ପ୍ରଯୋଜନା ସଂସ୍ଥାରେ ହିଟ୍‌ ଓ୍ବେବ୍‌ ସିରିଜ୍‌ ଭେଟିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ

ଓଭାଲ୍‌,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍‌ ରୋହିତ ଶର୍ମା ମ୍ୟାନ ଅଫ ଦି...

ଦକ୍ଷିଣ ଆଫ୍ରିକା ଦଳକୁ ପାକିସ୍ତାନ ପଠାଇବାକୁ ପିସିବିର ପ୍ରସ୍ତାବ

କରାଚୀ,୨।୧୧(ପି.ଟି.): ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ତା’ର ଜାତୀୟ ଦଳକୁ ଆସନ୍ତା ମାର୍ଚ୍ଚରେ ଟି୨୦ ସିରିଜ୍‌ ପାଇଁ ପଠାଇବାକୁ ପ୍ରସ୍ତାବ...

ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ, ୧୩।୯: ସ୍ପଟ୍‌ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବାସନ୍ଦ ଅବଧି ରବିବାର...

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ...

ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିବାରେ ନସୀମ ଶାହ ସର୍ବକନିଷ୍ଠ କ୍ରିକେଟର

ବ୍ରିସ୍‌ବେନ,୨୧।୧୧- ୧୬ ବର୍ଷୀୟ ପାକିସ୍ତାନୀ ପେସର ନସୀମ ଶାହ ଗୁରୁବାର ସର୍ବକନିଷ୍ଠ କ୍ରିକେଟର ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ...

ଟି୧୦ ଲିଗ୍‌ରେ ଖେଳିବେ ଯୁବି

ଦୁବାଇ,୨୪।୧୦- ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ ମରାଠା ଆରବିଆନ୍ସ ଦଳରେ ସାମିଲ...

ଭାଙ୍ଗିଲା ୧୪ ବର୍ଷ ତଳର ରେକର୍ଡ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଉଇକେଟ ପାଇଁ ୧୪୦ ରନ୍‌ ଯୋଡ଼ି ଥିଲେ ରୋହିତ ଶର୍ମା ଓ ଲୋକେଶ...

‘କୋଚ୍‌ ନୁହେଁ ଖେଳାଳିଙ୍କ ପରାମର୍ଶଦାତା ପାଲଟିଛିି’

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଲକ୍‌ଡାଉନ୍‌ ଯୋଗୁ ଭାରତର ଜୁନିୟର ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଏହି କାରଣରୁ ସେମାନଙ୍କ ମନରେ ବିରକ୍ତି ଓ ନୈରାଶ୍ୟ...

Advertisement
Archives

Model This Week