Posted inଖେଳ

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨।୭: ଧନୀ ତାଲିକା ଜାରି କରିଛି ଇନ୍‌ଷ୍ଟାଗ୍ରାମ। ଏଥିରେ ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲୀ ଅଛନ୍ତି। ତାଲିକାର ୨୬ନଂ ସ୍ଥାନରେ ଅଛନ୍ତି ବିରାଟ। ସେହିଭଳି ପ୍ରିୟଙ୍କା ଅଛନ୍ତି ୨୮ତମ ସ୍ଥାନରେ। ଅପରପକ୍ଷେ ଫଲୋଅର୍‌ ସଂଖ୍ୟାକୁ ଯଦି ଦେଖିବେ ତେବେ ବିରାଟଙ୍କ ୬୬.୨ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ନିଜର ଗୋଟିଏ ପୋଷ୍ଟ ପାଇଁ ୨.୨ କୋଟି ଟଙ୍କା ନେଇଥାନ୍ତି।

ଇନ୍‌ଷ୍ଟାଗ୍ରାମର ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ହଲିଉଡ୍‌ର ଡାଓ୍ବେନ୍‌ ଜନ୍‌ସନ ଅଛନ୍ତି। ଦ୍ୱିତୀୟରେ ରହିଛନ୍ତି କାଇଲି ଜେନେର। ସେହିଭଳି ସେଲିନା ଗୋମେଜ୍‌, କିମ୍‌ କାଦାର୍ଶିଆନ୍‌, ଜଷ୍ଟିନ୍‌ ବିବର୍‌ ଆଦି ରହିଛନ୍ତି।

କହିରଖୁଛୁ ଏବେ ବିରାଟ ସ୍ତ୍ରୀ ଅନୁଷ୍କାଙ୍କ ସହ ସମୟ ଅତିବାହିତ କରୁଛନ୍ତି। ଅପରପକ୍ଷେ ଅନୁଷ୍କା ନିଜର ପ୍ରଯୋଜନା ସଂସ୍ଥାରେ ହିଟ୍‌ ଓ୍ବେବ୍‌ ସିରିଜ୍‌ ଭେଟିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଭୟ ଫର୍ମାଟ୍‌ ପାଇଁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆର ଅଭ୍ୟାସ

ସିଡ୍‌ନୀ,୧୬।୧୧(ପି.ଟି.): ରବିବାର ଭ୍ରମଣକାରୀ ଭାରତୀୟ ଦଳର ସଦସ୍ୟମାନେ ପୂର୍ଣ୍ଣ ରୂପେ ପ୍ରଥମ ନେଟ ସେସନରେ ଅଂଶଗ୍ରହଣ କରି ବେଶ୍‌ ଝାଳ ବୁହାଇଛନ୍ତି। ଛୋଟ ଓ ଲମ୍ବା...

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ...

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା...

୧୧୨ କିଲୋ ଓଜନର କ୍ରିକେଟର୍‌ଙ୍କ ଚୟନକୁ ନେଇ ରାଗିଲେ ଅଧିନାୟକ

ଇସଲାମାବାଦ,୧୭।୩: ପାକିସ୍ତାନ ଦଳରେ ସର୍ବଦା ପ୍ରତିଭା ସମ୍ପନ୍ନ ଖେଳାଳି ଥାନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଦଳ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରୁନାହିଁ। ଦଳ...

ଧୋନୀଙ୍କ ପାଇଁ ଭାବପ୍ରବଣ ହେଲେ ଅନୁଷ୍କା,ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଚାନକ ସନ୍ୟାସ ଘୋଷଣା ତାଙ୍କ କ୍ରିକେଟ ପ୍ରଶଂସକଙ୍କ ଚକିତ କରିଦେଇଛି। ରାଜନେତାଙ୍କଠାରୁ ଆରମ୍ଭ କରି...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର

ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧। ଏଥିପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ ହୋଇସାରିଛି। ଅନ୍ୟପଟେ ଦିଲ୍ଲୀ...

ଡିଭାଇନ୍‌ ନ୍ୟୁଜିଲାଣ୍ଡ ଅଧିନାୟିକା

ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍‌ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍‌ ଟାଇମ୍‌ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍‌ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି...

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ରୋମାନିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୦।୨ (ପି.ଟି.)- ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ରେ ରୋମାନିଆକୁ ପରାସ୍ତ କରିଛି। ତୁର୍କୀର ତର୍କଲର ଷ୍ଟାଡିୟମରେ...

Advertisement


Archives

Model This Week

Why Dharitri