ଦୁବାଇ ଓପନ ଖେଳିବେ ସାନିଆ
ଦୁବାଇ, ୧୮ା୨ (ପି.ଟି.)- ଚଳିତ ଦୁବାଇ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଖେଳ ବୁଧବାର ଦେଖିବାକୁ ମିଳିବ। ପେଣ୍ଡା ଇଞ୍ଜୁରିରୁ ଏବେ ସେ ମୁକ୍ତି ପାଇଛନ୍ତି। ଯେଉଁ କାରଣରୁ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନରେ ସେ ତାଙ୍କ…
ଜାଭେଲିନ୍ ଥ୍ରୋୟର ଅମିତ୍ ୪ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍ ଥ୍ରୋୟର ଅମିତ୍ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ନ୍ୟାଶନାଲ ଜାଭେଲିନ୍ ଥ୍ରୋ ଓପନ ଚାମ୍ପିୟନଶିପ୍ରେ ଡୋପ୍…
ଆଇସିସି ମହିଳା ବିଶ୍ୱକପ୍ : ଏକାଠି ହେଲେ ୧୦ ଦଳର ଅଧିନାୟିକା
ସିଡ୍ନୀ, ୧୮।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍ର ୭ମ ସଂସ୍କରଣ ଆସନ୍ତା ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ତେବେ ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୦ଦଳର ଅଧିନାୟିକା ସୋମବାର…
ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : କଳିଙ୍ଗରେ ଭାରତକୁ ଭେଟିବାକୁ ପ୍ରସ୍ତୁତ: ଜେଲସ୍କି
ଭୁବନେଶ୍ୱର,୧୮ା୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହେଭିଓ୍ବେଟ ହକି ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ। ଅନ୍ତର୍ଜାତୀୟ ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ମୁକାବିଲା ପରେ ଏଫଆଇଏଚ୍ ପ୍ରୋ ଲିଗ୍ରେ ଏଥର…
ଖେଲ ରହାହେ ଇଣ୍ଡିଆ
ନୂଆଦିଲ୍ଲୀ,୧୮।୨- ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (କେଆଇୱାଇଜି) ୩ ସଂସ୍କରଣର ସଫଳତା ପରେ ଭାରତ ସରକାର ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି) ଆୟୋଜନ କରିବାକୁ ଯାଉଛନ୍ତି। ଏହି ପ୍ରତିଯୋଗିତା ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ। ଇଣ୍ଡିଆନ୍…
ଏହି ପ୍ରସିଦ୍ଧ କ୍ରିକେଟରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ତାଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି
ଚଳିତବର୍ଷ ଅଷ୍ଟ୍ରେଲିଆର ସବୁଠୁ ପ୍ରତିଷ୍ଠିତ କ୍ରିକେଟ ପୁରସ୍କାର ଆଲାନ ବର୍ଡର ଟ୍ରଫି ଜିତିଛନ୍ତି ପ୍ରସିଦ୍ଧ କ୍ରିକେଟର ଡେଭିଡ୍ ଓ୍ବାର୍ନର। କ୍ରିକେଟରେ ଆଜି ଯେଉଁ ସଫଳତା ମିଳିଛି, ତା’ର ସମସ୍ତ ଶ୍ରେୟ ସେ ସ୍ତ୍ରୀ କ୍ୟାଣ୍ଡିସ୍ ଓ୍ବାର୍ନରଙ୍କୁ ଦେଇଛନ୍ତି। ଏକ ସାକ୍ଷାତ୍କାରରେ ସେ…
ସାଇ ଟ୍ରାଏଲ୍ସରେ ଭାଗନେବାକୁ ମନାକଲେ ଶ୍ରୀନିବାସ
ନୂଆଦିଲ୍ଲୀ, ୧୭।୨ (ପି.ଟି.)- ଚର୍ଚ୍ଚାରେ ରହିଥିବା କର୍ନାଟକର ପାରମ୍ପରିକ କମ୍ବାଲ ରେସ୍ର ଶ୍ରୀନିବାସ ଗୌଡ଼ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଟ୍ରାଏଲ୍ସ ଦେବାକୁ ମନା କରିଦେଇଛନ୍ତି। ନିକଟରେ କର୍ନାଟକରେ ଅନୁଷ୍ଠିତ ପାରମ୍ପରିକ ମଇଁଷି ଦୌଡ଼ରେ ଏହାର ଜକି ରହିଥିବା ଶ୍ରୀନିବାସ ମାତ୍ର ୯.୫୫…
ଭାରତକୁ ୨୦୨୧ ଜୁନିୟର ହକି ବିଶ୍ୱକପ୍ ଆୟୋଜନ ଅଧିକାର
ଲାଉସାନେ, ୧୭।୨ (ପି.ଟି.)- ଆସନ୍ତା ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭାରତରେ ଆୟୋଜିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ଫଳରେ ଭାରତ ୨ୟଥର ଲାଗି ବିଶ୍ୱର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ…
ଟି୨୦ ର଼୍ୟାଙ୍କିଙ୍ଗ୍; କୋହଲି ଖସିଲେ: ରାହୁଲ, ରୋହତ ସ୍ଥିର
ଦୁବାଇ, ୧୭।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ ସୋମବାର ପ୍ରକାଶିତ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଥିବାଛନ୍ତି। ତେବେ ତାରକା ଲୋକେଶ ରାହୁଲ ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ୧୧ତମ…
ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ଡୁପ୍ଲେସିଙ୍କ ଇସ୍ତଫା
ଜୋହାନ୍ସବର୍ଗ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ବରିଷ୍ଠ ବ୍ୟାଟ୍ସମ୍ୟାନ ଫାଫ୍ ଡୁପ୍ଲେସି ଇସ୍ତଫା ଦେଇଛନ୍ତି। ସେ ୩ଟି ଫର୍ମାଟର ନେତୃତ୍ୱରୁ ଓହରିଯାଇଛନ୍ତି। ପରବର୍ତ୍ତୀ ପିଢିକୁ ସୁଯୋଗ ଦେବା ପାଇଁ ସେ ନେତୃତ୍ୱ ଛାଡିଛନ୍ତି ବୋଲି କହିଛନ୍ତି। ତେବେ ୩୫ ବର୍ଷୀୟ…
ଅଲିମ୍ପିକ୍ସ ମୋଟୋ ଉନ୍ମୋଚିତ
ଟୋକିଓ,୧୭।୨(ଏଏଫ୍ପି)- ଆସନ୍ତା ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସର ଟୋକିଓ ଆୟୋଜକମାନେ ଏକ ମୋଟୋ ଉନ୍ମୋଚନ କରିଛନ୍ତି। ବିଶ୍ୱ ଭାତୃତ୍ୱ ତଥା ଭାଇଚାରାକୁ ଦୃଷ୍ଟିରେ ରଖି ‘ୟୁନାଇଟେଡ ବାଇ ଇମୋସନ’କୁ ମୋଟୋ ରୂପେ ବ୍ୟହହାର କରାଯିବ। ବିଶ୍ୱରେ କ୍ରୀଡ଼ାର ଗୁରୁତ୍ୱକୁ…
କେନର୍ସ କପ୍ ଚେସ୍: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ
ସେଣ୍ଟ ଲୁଇସ୍, ୧୭।୨(ପି.ଟି.): ଓ୍ବାଲର୍ଡ ରାପିଡ୍ ଚେସ୍ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍ରେ ଅନୁଷ୍ଠିତ କେନର୍ସ କପ୍ ଚେସ୍ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ନିଜ ଦେଶର ଦ୍ରୋଣାଭାଲି…
Archives


