ଖେଳ

କୋଭିଡ୍‌-୧୯ ପ୍ରଭାବ: କରୋନା ନିୟନ୍ତ୍ରଣକୁ ନ ଆସିଲେ ବାତିଲ ହେବ ଅଲିମ୍ପିକ୍ସ

ଟୋକିଓ, ୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ ଶେଷ ନ ହେଲେ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଶେଷରେ ବାତିଲ ହେବ। ଏକଥା କହିଛନ୍ତି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋସରୋ ମୋରି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଟୋକିଓରେ ଆୟୋଜନ ହେବାକୁ…

ଉମର ଅକ୍‌ମଲ ୩ ବର୍ଷ ବାସନ୍ଦ

କରାଚୀ, ୨୮ା୪ (ପି.ଟି.)-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ୩ବର୍ଷ ପାଇଁ ବାସନ୍ଦ କରିଛି। ଦେଶର ପ୍ରମୁଖ ଟି୨୦ ଟୁର୍ନାମେଣ୍ଟ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପୂର୍ବରୁ ଫିକ୍ସିଂ ପାଇଁ ତାଙ୍କୁ ପ୍ରଲୋଭିତ କରାଯାଇଥିବା ବିଷୟକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ…

ହିମାଙ୍କ ପାଇଁ ଜୋତା ତିଆରି କରୁଛି ଆଡିଡାସ୍‌

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍‌ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‌। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍‌ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ…

ପସନ୍ଦ ବ୍ୟାଟ୍ସମ୍ୟାନଙ୍କ ନାମ କହିଲେ ୱିଲିୟମସନ

ଓ୍ବେଲିଂଟନ, ୨୮ା୪: ‘କ୍ରିକେଟିଂ ବ୍ରେନ୍‌’ ପାଇଁ ବିଶ୍ୱ କ୍ରିକେଟରେ ପରିଚିତ ଲାଭ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ନିଜେ ଜଣେ ମ୍ୟାଚ ବିଜେତା। ସେ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ଦଳର ବିଜୟ ଆଶା ବଳବତ୍ତର ରହିଥାଏ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ…

ସୌରଭଙ୍କ ଉପରେ ରାଗିଥିଲେ ସଚିନ

ମୁମ୍ବାଇ, ୨୮।୪- ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ ଭାରତକୁ ବିଜୟ ସ୍ବାଦ ଚଖାଇଛନ୍ତି। ଏକଦା ଉଭୟଙ୍କର ପାର୍ଟନରଶିପ୍‌ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡର…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତି ହେବାରେ ଏହା ସହାୟକ…

ଦେଶ ଲାଗି ଖେଳି ପାରିବିନି ବୋଲି କେତେକ କହୁଥିଲେ: ବୁମ୍‌ରା

ନୂଆଦିଲ୍ଲୀ,୨୭।୪(ପି.ଟି): ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜର ସ୍ବତନ୍ତ୍ର ପରିୟ ସୃଷ୍ଟି କରିଛନ୍ତି। ତେବେ ନିଜର ବିଚିତ୍ର ବୋଲିଂ ଆକ୍ସନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଏହି ଅସାଧାରଣ…

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ ସଂକ୍ରମଣ ସ୍ଥିତି ନେଇ…

ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ ଇଟାଲୀ ପ୍ରଧାନମନ୍ତ୍ରୀ ଗିଉସେପ କୋଣ୍ଟେ ବିଳମ୍ବିତ କରିଛନ୍ତି। ତେବେ ଦେଶରେ ଆଗଧାଡିର ଆଥଲେଟମାନଙ୍କୁ ଟ୍ରେନିଂ…

ଟେନିସର ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ନୁହେଁ: ନାଡାଲ

ମାଡ୍ରିଡ,୨୭।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଟେନିସ ସମେତ ପ୍ରାୟ ସବୁ କ୍ରୀଡ଼ା ଆୟୋଜନ ଠପ୍‌ ହୋଇଛି। ପୁଣି ଥରେ ବିଶ୍ୱରେ କ୍ରୀଡ଼ା ଆୟୋଜନ କେବେ ଆରମ୍ଭ ହେବ ତାହା ମଧ୍ୟ କହିବା କଷ୍ଟକର। ତେବେ ସ୍ପେନ୍‌…

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରକ୍ରିୟାରେ ବିଳମ୍ବ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବାରୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଏଥିପାଇଁ ଦରଖାସ୍ତ ଆହ୍ବାନ ଆସନ୍ତା ମାସରେ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଫିସିଆଲ ସୂଚନା…

ନିକାରାଗୁଆରେ ବକ୍ସିଂ ଆରମ୍ଭ

ମାନାଗୁଆ (ନିକାରାଗୁଆ), ୨୭ା୪ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଥିବାବେଳେ ନିକାରାଗୁଆରେ ବକ୍ସିଂ ଆରମ୍ଭ ହୋଇଛି। ୮ଟି ଫାଇଟ୍‌ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦର୍ଶକଙ୍କ ଉପସ୍ଥାନ ଯଦିଓ କମ୍‌ ରହିଥିଲା ଟେଲିଭିଜନରେ ଲଢେଇଗୁଡ଼ିକର ସିଧାପ୍ରସାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?