ଖେଳ

ରିଚାର୍ଡସନଙ୍କ କାନ୍ଧରେ ଅସ୍ତ୍ରୋପଚାର

ସିଡ୍‌ନୀ,୮ା୫ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଝେ ରିଚାର୍ଡସନଙ୍କ ଡାହାଣ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ହାତର ଖଞ୍ଜା ଖସିଯାଇଥିଲା। କୋଭିଡ୍‌-୧୯ ମହାମାରୀ ପରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ଲାଗି ସେ ଆଶା…

ମୁଷ୍ଟି ପ୍ରହାର ଧମକ ଦେଇଥିଲେ ହେଡେନ

ନୂଆଦିଲ୍ଲୀ, ୮ା୫ (ପି.ଟି.)-ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ୍‌ ଏକଦା ମୋ ମୁହଁକୁ ମୁଷ୍ଟି ପ୍ରହାର କରିବା ଲାଗି ଧମକ ଦେଇଥିଲେ ବୋଲି କହିଛନ୍ତି ଭାରତର ଆଉଟ୍‌ ଅଫ୍‌ ଫେଭର ଉଇକେଟକିପର ପାର୍ଥିବ ପଟେଲ। ବର୍ତ୍ତମାନ କିନ୍ତୁ ଆମେ…

‘ସ୍ତ୍ରୀ ଅବା ବାନ୍ଧବୀଙ୍କୁ ଦାୟୀ କରା ନ ଯାଉ’

ନୂଆଦିଲ୍ଲୀ, ୮।୫-ପୁରୁଷ କ୍ରୀଡ଼ାବିତ୍‌ଙ୍କ ପାଇଁ ମହିଳାମାନେ ସାଧାରଣତଃ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ, ଶକ୍ତି ଭାବରେ ନୁହେଁ। ବିଶେଷକରି ଉପମହାଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ପ୍ରକାଶ କରିଛନ୍ତି। ଯଦି ଜଣେ…

ପିଏସ୍‌ଜି ସହ ଚୁକ୍ତି ବଢ଼ାଇଲେ ଫର୍‌ମିଗା

ପ୍ୟାରିସ୍‌,୭।୫(ଏଏଫ୍‌ପି): ବ୍ରାଜିଲର ଅଭିଜ୍ଞ ମହିଳା ଫୁଟବଲର ଫର୍‌ମିଗା ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ତାଙ୍କର ଚୁକ୍ତି ବୃଦ୍ଧି କରିଛନ୍ତି। ୪୨ ବର୍ଷୀୟା ଏହି ତାରକା ମିଡ୍‌ଫିଲ୍ଡର ପିଏସ୍‌ଜି ମହିଳା ଦଳ ସହ ଆଉ ଗୋଟିଏ ବର୍ଷ ପାଇଁ…

ଅନ୍‌ଲାଇନ୍‌ରେ ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍‌ଲାଇନ୍‌ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳର ଅଲିମ୍ପିକ ପ୍ରସ୍ତୁତି ଓ ହକିର ପୁନରାରମ୍ଭ ନେଇ ଆଲୋଚନା ହେବ। କୋଭିଡ୍‌-୧୯…

ମୁଁ ମଧ୍ୟ ଚାପ, ଭୟ ଅନୁଭବ କରିଥାଏ: ଧୋନୀ

ଚେନ୍ନାଇ,୭।୫(ପି.ଟି.): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ସେ ଚାପର ବଶବର୍ତ୍ତୀ ହୋଇଥାନ୍ତି ଓ ଭୟ ମଧ୍ୟ କରିଥାନ୍ତି। ମେଣ୍ଟାଲ ହେଲ୍‌ଥ ବା ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ଆଲୋଚନାରେ…

ଅଷ୍ଟ୍ରେଲିଆନ୍‌ ଓପନ୍‌ ବାତିଲ ସମ୍ଭାବନା

ସିଡ୍‌ନୀ,୭।୫(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରିକି ଅଷ୍ଟ୍ରେଲିଆ ଓପନ ବାତିଲ ହେବା ସମ୍ଭାବନା ରହିଛି ବୋଲି ଟେନିସ ଅଷ୍ଟ୍ରେଲିଆ ସ୍ବୀକାର କରିଛି। ଯଦି କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଥାଏ…

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା। ”ଜଣେ…

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ ଥିବାବେଳେ ତାଙ୍କର ଏହି ଭୁଲ କାର୍ଯ୍ୟପାଇଁ ସ୍ପାନିଶ ଟେନିସ କ୍ଲବ ନିଜକୁ ଦାୟୀ କରିଛି।…

ନେସନ୍ସ କପ୍‌: ଚାଇନା ଅଗ୍ରଣୀ

ଚେନ୍ନାଇ, ୭ା୫: ଫିଡେ ଚେସ୍‌ ଅନ୍‌ଲାଇନ୍‌ ନେସନ୍ସ କପ୍‌ର ପ୍ରଥମ ଦିବସ ଶେଷସୁଦ୍ଧା ଚାଇନା ଅଗ୍ରଣୀଲାଭ କରିଛି । ଚାଇନା ଏକମାତ୍ର ଦଳଭାବେ ପ୍ରଥମ ଦିବସର ୨ଟି ଯାକ ମ୍ୟାଚ ଜିତିଛି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚାଇନା ପ୍ରଥମ ମ୍ୟାଚରେ…

ଏମ୍‌ସିସିର ପୁଣି ସଭାପତି ହେବେ ସଙ୍ଗକାରା

ଲଣ୍ଡନ, ୭ା୫ (ପି.ଟି.)-କୁମାର ସଙ୍ଗାକାରା ଦ୍ୱିତୀୟ ଥର ପାଇଁ ମେରିଲ୍‌ବୋନ କ୍ରିକେଟ କ୍ଲବ (ଏମ୍‌ସିସି)ର ସଭାପତି ହେବେ। ଏଥିପାଇଁ ତାଙ୍କ ନାମ ସୁପାରିସ କରାଯିବ ବୋଲି କ୍ଲବ ତରଫରୁ ବୁଧବାର ପ୍ରକାଶ କରାଯାଇଛି। ଶ୍ରୀଲଙ୍କାର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ଗତବର୍ଷ ଅକ୍ଟୋବର…

ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌୧୨ରୁ

ଇସ୍ତାନ୍‌ବୁଲ୍‌,୭ା୫ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌ ୧୨ରୁ ଆରମ୍ଭ ହେବ। ଦେଶର ଫୁଟ୍‌ବଲ ମହାସଂଘ ବୁଧବାର ଘୋଷଣା କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ମାର୍ଚ୍ଚରେ ମ୍ୟାଚଗୁଡ଼ିକ ସସ୍‌ପେଣ୍ଡ ରଖାଯାଇଥିଲା। ତୁର୍କୀ ଫୁଟ୍‌ବଲ ଫେଡେରେଶନ (ଟିଏଫ୍‌ଏଫ୍‌) ମୁଖ୍ୟ ନିହାତ୍‌ ଓଜ୍‌ଦିମିରଙ୍କ ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?