ଖେଳ

ଟ୍ରେନିଂ ଆରମ୍ଭ କରିବେ ଗ୍ରୀକ୍‌ ଫୁଟବଲର

ଏଥେନ୍ସ,୫।୫(ଏଏଫ୍‌ପି): ଗ୍ରୀସ୍‌ରେ ଫୁଟବଲ ଆରମ୍ଭ ହେବାକୁ ଯାଉଛି। ଗ୍ରୀକ୍‌ କ୍ରୀଡ଼ାମନ୍ତ୍ରୀ ଲେଫ୍ଟେରିସ୍‌ ଆଭଗେନାକିସ୍‌ ଏ ନେଇ ସୂଚନା ଦେଇଛନ୍ତି। ଦେଶରେ ଟ୍ରେନିଂ ଆରମ୍ଭ କରିବାକୁ ଫୁଟବଲରମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋଭିଡ-୧୯ ମହାମାରୀ କାରଣୁ ଗ୍ରୀସ୍‌ରେ ଗତ ଦୁଇମାସ ଧରି ଲକ୍‌ଡାଉନ୍‌…

ଜୁନିୟର କ୍ରିକେଟ ଚାମ୍ପିୟନଶିପ୍:ଯୁବ ଖେଳାଳିଙ୍କୁ ପରାମର୍ଶ ଦେବେ ଆଶୋକ ମାଲହୋତ୍ରା

ନୂଆଦିଲ୍ଲୀ,୫।୫ (ପି.ଟି.): ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ମୁଖ୍ୟ ଆଶୋକ ମାଲହୋତ୍ରା ଏବେ ଏକ ନୂଆ ଦାୟିତ୍ୱ ନେବାକୁ ଯାଉଛନ୍ତି। ଅଶୋକଙ୍କ ସହ ଅନ୍ୟ ୩ଜଣ ଜୁନିୟର କ୍ରିକେଟ ଚାମ୍ପିୟନଶିପ୍‌ (ଜେସିସି)ରେ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦେବେ। ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ…

ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ହେବାକୁ ଚାହାନ୍ତି ଅଖତାର

ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍‌ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ ମିଳେ ତାହାଲେ ଭାରତର ବୋଲିଂ କୋଚ୍‌ ବୋକୁ ପିଛାଇବି ନାହିଁ ବୋଲି ସେ କହିଛନ୍ତି।…

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଚହଲଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଶ୍ରେଷ୍ଠ ସ୍ପିନ୍‌ ବୋଲର…

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ ଗ୍ରାଣ୍ଡମାଷ୍ଟର କାର୍ଲସେନ ନିଜେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରାଙ୍କୁ ପରାସ୍ତ…

ଫ୍ରିଜ୍‌ ଜିତିଲେ ‘ଷ୍ଟେ ଆଟ୍‌ ହୋମ୍‌ ସ୍ଲାମ୍‌‌’

ଲସ୍‌ଏଞ୍ଜେଲ୍ସ, ୫ା୫ (ଏଏଫ୍‌ପି)-ଯୁକ୍ତରାଷ୍ଟ୍ର ଆମେରିକାର ଭୋକିଲା ଶିଶୁ ମାନଙ୍କ ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଷ୍ଟାର ଖେଳାଳିମାନଙ୍କୁ ନେଇ ଆୟୋଜିତ ଏକ ଅନ୍‌ଲାଇନ୍‌ ଟେନିସ୍‌ ଟୁର୍ନାମେଣ୍ଟରୁ ୧ ନିୟୁତ ଡଲାର ଆୟ ହୋଇପାରିଛି। ଏଥିରେ ସେରେନା ଓ୍ବିଲିୟମ୍ସ ଓ ମାରିଆ ଶାରାପୋଭାଙ୍କୁ…

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫- ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି ଦଳ ପ୍ରସ୍ତୁତି ଆରମ୍ଭ କରିପାରି ନାହାନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ପାଇଁ କୌଣସି ଦଳ…

ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ

ଚେନ୍ନାଇ,୪।୫ (ପି.ଟି.): ଚେସ୍‌ କେରଳ ଦ୍ୱାର ଆୟୋଜିତ ଏକ ଅନ୍‌ ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି ଅର୍ଥ କେରଳ ମୁଖ୍ୟମନ୍ତ୍ରୀଙ୍କ ଡିଷ୍ଟ୍ରେସ୍‌ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯିବ। କରୋନା ଭାଇରସ ମହାମାରୀ…

ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ ଅଷ୍ଟ୍ରେଲିଆ ପାଇଁ ଏହା ନିହାତି ହାନୀକାରକ ହେବ ବୋଲି ଯୁବ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ…

୨୦୨୨କୁ ଘୁଞ୍ଚିଲା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୪।୫(ପି.ଟି.): ୨୦୨୧ ଗ୍ରୀଷ୍ମରେ ଜାପାନରେ ଆୟୋଜନ ହେବାକୁ ଥିବା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୨ ମେ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଆଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସନ୍ତରଣର…

କ୍ରିକେଟର, ଅମ୍ପାୟର, ସ୍କୋରରଙ୍କୁ ସାହାଯ୍ୟ କରିବାକୁ ପିସିବିର ଘୋଷଣା

କରାଚି,୪।୫(ପି.ଟି.): କରୋନା ଭାଇରସ ସଂକ୍ରମଣ ଓ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପ୍ରଥମଶ୍ରେଣୀ କ୍ରିକେଟର, ସ୍କୋରର, ଅମ୍ପାୟର ଓ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଅର୍ଥିକ ଭାବେ ସାହାଯ୍ୟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି। ପିସିବି…

କୋଭିଡ-୧୯: ୨୦ ଲକ୍ଷ ଟଙ୍କା ସଂଗ୍ରହ କଲା ଭାରତୀୟ ମହିଳା ହକି ଦଳ

ବେଙ୍ଗାଲୁରୁ,୪।୫(ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ମହିଳା ହକି ଦଳ ୨୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଗତ ୧୮ ଦିନ ଧରି ହୋଇଥିବ ଏକ ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ମଧ୍ୟମରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?