ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ
ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ କାରଣରୁ ସେ ଆମେରିକାରେ ଫସି ରହିଥିଲେ ଓ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ହେବା କାରଣରୁ ସମସ୍ୟାର…
ବିଫଳତାକୁ ଗ୍ରହଣ କରିବାର କଳା ଶିକ୍ଷା କରିଛି: ସାମସନ
ନୂଆଦିଲ୍ଲୀ,୬।୫(ପି.ଟି.): ଗତ ଦୁଇବର୍ଷ ମଧ୍ୟରେ ବିଫଳତା ବହୁତ କିଛି ଶିଖାଇଛି। ବିଫଳତାରୁ କିଛି ଶିକ୍ଷା କରିବାର କଳା ହାସଲ କରିଛି ବୋଲି କେରଳର ୨୫ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ କହିଛନ୍ତି। ସେ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର ହୋଇଥିଲେ ମଧ୍ୟ…
ରିଡ୍ଙ୍କ ତତ୍ତ୍ୱାବଧାନରେ ଆକ୍ରମଣାତ୍ମକ ହୋଇଛୁ: ଗୁରିନ୍ଦର
ବେଙ୍ଗାଲୁରୁ,୬।୫(ପି.ଟି.): ହେଡ୍ କୋଚ୍ ଗ୍ରାହାମ ରିଡ୍ଙ୍କ ତତ୍ତ୍ୱାବଧାନରେ ଆମେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବାରେ ସଫଳ ହୋଇଛୁ ବୋଲି ଭାରତୀୟ ଡିଫେଣ୍ଡର ଗୁରିନ୍ଦର ସିଂ କହିଛନ୍ତି। ଏହା ଦ୍ୱାର ଅଧିକରୁ ଅଧିକ ଗୋଲ ପ୍ରଦାନ କରିବ ସୁଯୋଗ ସୃଷ୍ଟି କରିବାରେ ଆମେ…
ୟୁରୋପିଆନ ସୁଇମିଂ ଚାମ୍ପିୟନଶିପ୍ ୨୦୨୧କୁ ଘୁଞ୍ଚିଲା
ପ୍ୟାରିସ୍,୬।୫(ଏଏଫ୍ପି): କରୋନା ଭାଇରସ ମାହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ୨୦୨୧କୁ ୟୁରୋପିଆନ୍ ସୁଇମିଂ ଚାମ୍ପିୟନଶିପ୍କୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ୟୁରୋପିଆନ୍ ସୁଇମିଂ ଲିଗ୍ ଘୋଷଣା କରିଛି। ପୂର୍ବପରି ବୁଦାପେଷ୍ଟରେ ଏହି ଇଭେଣ୍ଟ…
ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ
ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍ ନୁହେଁ ବୋଲି କହିଛନ୍ତି, ଭାରତର ଭେଟେରାନ ସ୍ପିନର ହରଭଜନ ସିିଂ। ଅଶ୍ୱିନ ହରଭଜନଙ୍କ ସ୍ଥାନରେ ଭାରତୀୟ ଦଳରେ…
କ୍ୱାରାଣ୍ଟାଇନ୍ରେ ରୋନାଲ୍ଡୋ
ମିଲାନ, ୬ା୫ (ଏଏଫ୍ପି)-ଓ୍ବେଲ୍ସ ଇଣ୍ଟରନ୍ୟାଶନାଲ ଆରୋନ୍ ରାମ୍ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍ ସ୍ଥିତ ଟିମ୍ର ସ୍ପୋଟର୍ସ ସେଣ୍ଟରକୁ ଆସିଛନ୍ତି। ଅନ୍ୟପକ୍ଷରେ ଇଟାଲୀକୁ ଫେରିବା ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ଅଛନ୍ତି। କରୋନା…
ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ
ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ ହରାଇବ। ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ…
ମୋହନବାଗାନ, ଇଷ୍ଟବେଙ୍ଗଲ କୋଚ୍ ଓ ଖେଳାଳିଙ୍କ ଘରବାହୁଡ଼ା
କୋଲକାତା, ୬ା୫ (ପି.ଟି.)-ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ମାସାଧିକ ଅଟକି ରହିଥିବା ମୋହନ ବାଗାନ ଓ ଇଷ୍ଟବେଙ୍ଗଲର କୋଚ୍ ଏବଂ ଖେଳାଳିମାନେ ଶେଷରେ ଘରବାହୁଡ଼ା କରିଛନ୍ତି। ଏଠାରେ ସେମାନଙ୍କୁ ଦୀର୍ଘ ୨୯ ଘଣ୍ଟା ବସ୍ ଯାତ୍ରା କରିବାକୁ ପଡ଼ିଥିଲା। ୧୩ ଜଣିଆ ଗ୍ରୁପ୍ର…
ଅଲିମ୍ପିଆନଙ୍କୁ ବଶିଷ୍ଟଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୬।୫(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍ସରେ ଭାରତର ଅଂଶଗ୍ରହଣକୁ ୧୦୦ ବର୍ଷ ପୂରିଛି। ପ୍ରଥମଥରପାଇଁ ଭାରତର ଏକ ଦଳ ୧୯୨୦ ଆଣ୍ଟ୍ବେର୍ପ(ବେଲଜିୟମ) ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା। ଏହି ଅଲିମ୍ପିକ୍ସରେ ଭାରତ ଗୋଟିଏ ହେଲେ ପଦକ ଜିତି ନ ଥିଲେ ହେଁ କ୍ରୀଡ଼ା ମହାକୁମ୍ଭରେ ପଦାର୍ପଣ…
ସ୍ପେନ୍ରେ ନିୟମ ଭାଙ୍ଗିଲେ ଜୋକୋଭିଚ୍
ମାଡ୍ରିଡ୍, ୬ା୫: ବିଶ୍ୱର ନମ୍ବରୱାନ ଟେନିସ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ସ୍ପେନରେ ଲକଡାଉନ୍ ନିୟମ ଭଙ୍ଗ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଦେଶ ଏବେ ଲକ୍ଡାଉନ୍ ଥିବାବେଳେ ଜୋକୋଭିଚ୍ ସୋମବାର ଟେନିସ କୋର୍ଟକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛନ୍ତି।…
ପ୍ରତ୍ୟାବର୍ତ୍ତନ ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା: ଏମ୍ଏସ୍କେ ପ୍ରସାଦ
ନୂଆଦିଲ୍ଲୀ,୫।୫ (ପି.ଟି.): ଭାରତୀୟ ପୂର୍ବତନ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ପୂର୍ପତନ ମୁଖ୍ୟ ଚୟନକର୍ତ୍ତା ଏମ୍.ଏସ୍.କେ. ପ୍ରସାଦ। ଚୟନକର୍ତ୍ତାମାନେ ରାଇନାଙ୍କୁ ଅଣଦେଖା କରିଛନ୍ତ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ପ୍ରସାଦ ଖଣ୍ଡନ କରିଛନ୍ତି। ଜାତୀୟ…
ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମାଙ୍କନ ଆମନ୍ତ୍ରଣ କଲା କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୫।୫(ପି.ଟି.): ଚଳିତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ତେବେ କରୋନା ଭାଇରସ ସଂକ୍ରମଣ କାରଣରୁ ଚାଲିଥିବା ଲକ୍ଡାଇନ କାରଣରୁ ଆଶାୟୀ ପ୍ରାର୍ଥୀମାନେ ଇ-ମେଲ ମାଧ୍ୟମରେ ଆବେଦନ କରିପାରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ…

