ଫିଜିଓଙ୍କ ରୁମ୍ରେ ନିଜକୁ ବନ୍ଦକରି ରଖିଥିଲେ ସଚିନ
ନୂଆଦିଲ୍ଲୀ,୧ା୫- ଟେଷ୍ଟ ହେଉ କିମ୍ବା ଦିନିକିଆ କ୍ରିକେଟ, ସଚିନ ତେନ୍ଦୁଲକର ଓ ଶେନ ୱର୍ନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ବେଶ୍ ଚର୍ଚ୍ଚିତ। ଦିନଥିଲା ସଚିନ-ୱର୍ନ ମୁକାବିଲା ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ। ୧୯୯୮ ସିରିଜର କଥା । ଏକ ଟେଷ୍ଟରେ…
ପରଲୋକରେ ଚୁନିି ଗୋସ୍ବାମୀ
କୋଲକାତା, ୧ା୫ (ପି.ଟି.)-ଭାରତର ପୂର୍ବତନ ଆଇକନିକ୍ ଫୁଟ୍ବଲର ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଚୁନି ଗୋସ୍ବାମୀଙ୍କର ହୃଦ୍ଘାତରେ ସ୍ଥାନୀୟ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ ତାଙ୍କ ସ୍ତ୍ରୀ ବାସନ୍ତୀ ଏବଂ ପୁତ୍ର ସୁଦିପ୍ତୋଙ୍କୁ ଛାଡି…
ଜର୍ମାନୀ, ନେଦରଲାଣ୍ଡ୍ସ, ଫିନ୍ଲାଣ୍ଡରେ ମୋଟୋ ଗ୍ରାଁ ପ୍ରି ରେସ୍ ବାତିଲ
ପ୍ୟାରିସ୍,୩୦।୪ (ଏଏଫ୍ପି): କୋଭିଡ-୧୯ ମହାମାରୀ କାରଣରୁ ଜର୍ମାନୀ, ନେଦରଲାଣ୍ଡ୍ସ ଓ ଫିନ୍ଲାଣ୍ଡରେ ଆୟୋଜନ ହେବାକୁଥିବା ମୋଟୋ ଗ୍ରାଁ ପ୍ରି ରେସ୍ଗୁଡିକୁ ବାତିଲ କରାଯାଇଛି। ଜୁନ୍ ଓ ଜୁଲାଇରେ ଏହି ରେସ୍ଗୁଡିକ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏଗୁଡିକୁ ବାତିଲ କରିବାକୁ…
କ୍ରିକେଟ୍ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍, ବନର୍ସ
ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍ମାନ ଖ୍ବାଜା ଓ ଶନ୍ ମାର୍ଶ ଏହି ଚୁକ୍ତିରୁ ବାଦ୍ ପଡିଛନ୍ତି। ତେବେ ଉଦୀୟମାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଓ…
ରିଷି କପୁରଙ୍କ ଦେହାନ୍ତରେ ସଚିନ, କୋହଲିଙ୍କ ଶ୍ରଦ୍ଧାଞ୍ଜଳି
ନୁଆଦିଲ୍ଲୀ,୩୦।୪ (ପି.ଟି.): କିମ୍ବଦନ୍ତୀ ବଲିଉଡ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଯାଇଛି। ରିଷିଙ୍କୁ ଭାରତୀୟ କ୍ରୀଡ଼ାର ବଡ଼ବଡ଼ ତାରକାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ସମେତ ଅଧିନାୟକ ବିରାଟ କୋହଲି, ବିସ୍ଫୋରକ ଓପନର ବୀରେନ୍ଦ୍ର…
ଓ୍ବିଲିୟମସନ୍ ଶ୍ରେଷ୍ଠ ଦିନିକିଆ କ୍ରିକେଟର
ଅକ୍ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍ଦାର ପ୍ରଦର୍ଶନ କରି ସେ ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ…
ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ରିଣ୍ଟୁଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୩୦।୪(କ୍ରୀଡ଼ା ପ୍ରତିନିଧି)-ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣର ପ୍ରଭାବ ବିଭିନ୍ନ କ୍ରୀଡ଼ା ସଂଘ ମୁଖିଆମାନଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। କେବଳ ସମୟକୁ ଅପେକ୍ଷା ବ୍ୟତୀତ ଅନ୍ୟଗତି ନାହିଁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଓଡ଼ିଶା ରାଜ୍ୟ ଟେନିସ…
ଓଡ଼ିଶା ଏଫ୍ସି ସହ ଶୁଭମଙ୍କ ଚୁକ୍ତି ମିଆଦ ବୃଦ୍ଧି
ଭୁବନେଶ୍ୱର, ୩୦ା୪(କ୍ରୀଡ଼ା ପ୍ରତିନିଧି)-ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଗତ ସିଜନଠାରୁ ଭୁବନେଶ୍ୱର ଭିତ୍ତିକ ହୋଇଥିବା ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍ସି ପ୍ରତିଭାସମ୍ପନ୍ନ ଓଡ଼ିଆ ଫୁଟବଲ ଖେଳାଳି ଶୁଭମ୍ ଷଡ଼ଙ୍ଗୀଙ୍କ ସହ ଚୁକ୍ତିମିଆଦ ବୃଦ୍ଧି କରିଛି।…
ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍ ମାଲିକ ବାସନ୍ଦ
ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍ର ଏକ ଫ୍ରାଞ୍ଚାଇଜ୍ର ମାଲିକ ଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ…
ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍ଡାଉନ
ଚଣ୍ଡିଗଡ଼,୨୯।୪: କରୋନା ଭାଇରସ୍ ମହାମାରୀ ପ୍ରକୋପ ଜାରି ରହିଥିବାରୁ ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କର୍ଫ୍ୟୁ ଓ ଲକ୍ଡାଉନ୍କୁ ଆଉ ୨ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଏନେଇ ପଞ୍ଜାବର…
ଇର୍ଫାନଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ: ଦୁଃଖ ପ୍ରକାଶ କଲେ ସଚିନ, ସେହ୍ବାଗ, କୋହଲି, ଯୁବି
ନୂଆଦିଲ୍ଳୀ,୨୯।୪: ବଲିଉଡ ଅଭିନେତା ଇର୍ଫାନ ଖାନ୍ଙ୍କ ପରଲୋକରେ ସାରା କ୍ରୀଡ଼ାଜଗତ ଶୋକ ପ୍ରକାଶ କରିଛି। ୫୪ ବର୍ଷରେ ଇର୍ଫାନ କ୍ୟାନ୍ସର କାରଣରୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ବୁଧବାର ମୃତ୍ୟୁବରଣ କରିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ ବିରାଟ…
ଟୋକିଓ ଅଲିମ୍ପିକ୍ସ: କୋଭିଡ୍-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର
ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅସ୍ବୀକାର କରିଛି। ଟୋକିଓ…

