ସଫଳ କ୍ରୀଡ଼ାବିତ୍, ଏବେ ସ୍ନେହମୟୀ ମା’…
କଟକ ଅଫିସ,୧୦ା୫-ଖେଳ ମଇଦାନରେ ରାଜ୍ୟ ତଥା ଦେଶ ପାଇଁ ଯେତିକି ଉତ୍ସର୍ଗୀକୃତ ଜୀବନ ଜିଇଁଛନ୍ତି, ଏବେ ପରିବାର ପାଇଁ ମଧ୍ୟ ସମାନ ଅବଦାନ। ସେ ଜଣେ ଖେଳାଳି ଆଉ ଜଣେ ମା’ ମଧ୍ୟ। ପ୍ରତିପକ୍ଷଙ୍କୁ ସାମ୍ନା କରୁଥିବା ଏହି ସଫଳ କ୍ରୀଡ଼ାବିତମାନେ…
ଅନ୍ଲାଇନ୍ ଚେସ୍: କୌଶିକ ଚାମ୍ପିୟନ
ଭୁବନେଶ୍ୱର, ୧୦ା୫(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ଦ୍ୱିତୀୟ ଅନ୍ଲାଇନ୍ ଚେସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କୌଶିକ ପାଣିଗ୍ରାହୀ ଚାମ୍ପିୟନ ହୋଇଛନ୍ତି। ଦୁଇଜଣ ଖେଳାଳି ୫ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ କୌଶିକ…
ହକି ଖେଳାଳିଙ୍କ ପାଇଁ ବେସିକ୍ କୋଚିଂ
ନୂଆଦିଲ୍ଲୀ, ୧୦ା୫- କରୋନା ଭାଇରସ୍ ସଂକ୍ରମଣ ପ୍ରଭାବରୁ ଲକଡାଉନ କଟକଣା ଥିବାରୁ ଖେଳ ସମ୍ଭବ ହେଉନାହିଁ। ତେଣୁ ସିନିୟର ସମ୍ଭାବ୍ୟ କୋର୍ ଖେଳାଳିଙ୍କ ପାଇଁ ହକି ଇଣ୍ଡିଆ ଲେଭଲ ବେସିକ୍ କୋଚିଂ କୋର୍ସ ଆୟୋଜନ କରିବାକୁ ଯାଉଛି। ଶନିବାର ହକି ଇଣ୍ଡିଆ…
‘କୋଚ୍ ନୁହେଁ ଖେଳାଳିଙ୍କ ପରାମର୍ଶଦାତା ପାଲଟିଛିି’
ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଲକ୍ଡାଉନ୍ ଯୋଗୁ ଭାରତର ଜୁନିୟର ବ୍ୟାଡ୍ମିଣ୍ଟନ ଖେଳାଳିମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଏହି କାରଣରୁ ସେମାନଙ୍କ ମନରେ ବିରକ୍ତି ଓ ନୈରାଶ୍ୟ ଭାବ ପ୍ରକାଶ ପାଉଛି। ଏକଥା କହିଛନ୍ତି ଜାତୀୟ ଜୁନିୟର ବ୍ୟାଡ୍ମିଣ୍ଟନ ମୁଖ୍ୟ କୋଚ୍ ସଞ୍ଜୟ…
କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ
ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି ରୋମାଞ୍ଚକ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସ ସହିତ ତୁଳନା କରିଛନ୍ତି। ଏହି ମହାମାରୀରେ ସାରା…
ବାର୍ସିଲୋନା ମହିଳା ଦଳ ଚାମ୍ପିୟନ
ବାର୍ସିଲୋନା,୯।୫: ସ୍ପେନର ଲିଗା ଇବେରଡ୍ରୋଲା ଫୁଟବଲ ଲିଗ୍ରେ ବାର୍ସିଲୋନା କ୍ଲବର ମହିଳା ଚାମ୍ପିୟନ ଘୋଷିତ ହୋଇଛି। କୋଭିଡ-୧୯ ମହାମାରୀ କାରଣରୁ ଏହି ଲିଗ୍କୁ ଶେଷ ହୋଇଛି ବୋଲି ଘୋଷଣା କରାଯାଇଛି। ସ୍ପେନ ସୁକର ଫେଡେରେଶନ କାର୍ଯ୍ୟକାରୀ କମିଟି ଦେଶରେ ଏହି ମହାମାରୀ…
ଅନ୍ଲାଇନ୍ ନେଶନ୍ସ କପ୍ ଚେସ୍: ଭାରତ- ୟୁରୋପ୍ ମ୍ୟାଚ୍ ଡ୍ର
ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍ଲାଇନ ନେଶନ୍ସ କପ୍ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍ରେ ୟୁରୋପକୁ ଭେଟିଥିଲା। ତେବେ ଏହି ମୁକାବିଲା ଡ୍ର ରହିଛି। ଏହା ପୂର୍ବରୁ ଭାରତ ଅବଶିଷ୍ଟ ଏକାଦଶକୁ…
କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା
ବ୍ୟୁନସ୍ ଆୟର୍ସ,୯।୫ (ଏଏଫ୍ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ ସହାୟତା ପାଇଁ ମରାଡୋନାଙ୍କ ଅଟୋଗ୍ରାଫ୍ ସମ୍ବଳିତ ଜର୍ସିକୁ ଏକ ଲଟେରୀ ଦ୍ୱାରା ବିକ୍ରି କରାଯିବ।…
ଜୁନ୍ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା
ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି। ସ୍ପାନିଶ୍ ଫୁଟବଲ ଲିଗ୍ ସିଷ୍ଟମର ଏହି ପୁରୁଷ ପେସାଦାର ଫୁଟବଲ ଡିଭିଜନକୁ…
୪,୦୦୦ ବଞ୍ଚିତଙ୍କୁ ସଚିନ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି
ନୂଆଦିଲ୍ଲୀ,୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ଜାରି ରହିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ପୁଣି ଥରେ ସହାୟତାର ହାତ ବଢାଇଛନ୍ତି। ସେ ୪,୦୦୦ ବଞ୍ଚିତ ତଥା ଶୋଷିତ ବ୍ୟକ୍ତିଙ୍କୁ ଆର୍ଥତ୍କ ଭାବେ ସହାୟତା ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରେ ବ୍ରିହାନମୁମ୍ବାଇ…
ଜୁନ୍ରେ ହେବ ଚାଇନିଜ୍ ସୁପର ଲିଗ୍
ସାଂଘାଇ, ୯ା୫ (ଏଏଫ୍ପି)- କରୋନା ଭାଇରସ ଯୋଗୁ ବିଳମ୍ବିତ ହୋଇଥିବା ଚାଇନିଜ୍ ସୁପର ଲିଗ୍ (ସିଏସ୍ଏଲ) ଆସନ୍ତା ମାସରେ ଖେଳାଯିବ। କିନ୍ତୁ ପାଉଲିନୋ ଓ ମାର୍କୋ ଆର୍ନାଟୋଭିଚ୍ଙ୍କ ଭଳି ବିଦେଶୀ ଷ୍ଟାର ଖେଳାଳିଙ୍କ ବିନା ଏହା ଅନୁଷ୍ଠିିତ ହେବ। ଜାନୁୟାରୀରେ ମହାମାରୀର…
ସ୍ମିଥ, ଓ୍ବାର୍ନରଙ୍କ ଉଇକେଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ, ୯ା୫ (ପି.ଟି.):ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟେଷ୍ଟ ସିରିଜରେ ଭାରତ ଯଦି ବିଜୟ ଲାଭ କରିବାକୁ ଚାହୁଛି ତେବେ ବିପକ୍ଷ ଦଳର ରନ୍ ମେସିନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ବାର୍ନରଙ୍କୁ ଶୀଘ୍ର ଆଉଟ କରିବାକୁ ପଡ଼ିବ। ଏକଥା…

