ଖେଳ

ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ କିଣିଲା ପୁଣେ ମ୍ୟୁଜିୟମ

କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ ଶେଷର ନିଲାମ ହୋଇଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହା କରିଛନ୍ତି। ଭାରତର ଏକ ମ୍ୟୁଜିୟମ ତାହାକୁ କ୍ରୟ କରିଛି। ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ…

ବିଦେଶୀ ଖେଳାଳି ହ୍ରାସ ପାଇଁ ସୁପାରିସ

ନୂଆଦିଲ୍ଲୀ, ୯ା୫ (ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍‌ନିକାଲ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାବର୍ଷରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ରେ ପ୍ରତ୍ୟେକ ଦଳକୁ ସର୍ବାଧିକ ୫ ପରିବର୍ତ୍ତେ ୪ ବିଦେଶୀ ଖେଳାଳି ଖେଳାଇବା ଅନୁମତି ପାଇଁ…

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି । ସ୍ବିଡେନର ଷ୍ଟକ୍‌ହୋମ…

କ୍ବାରାଣ୍ଟାଇନ୍‌ରେ ରହିବାକୁ ଭାରତୀୟ ଦଳ ପ୍ରସ୍ତୁତ

ସିଡ୍‌ନୀ, ୯।୫:କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱରେ ଖେଳ ବନ୍ଦ ହୋଇ ଯାଇଛି। ଏଥିପାଇଁ ଆସୋସିଶନଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। କିପରି ଖେଳ ପୁଣି ଆରମ୍ଭ ହୋଇ ପାରିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏହି ପରିପ୍ରେକ୍ଷୀରେ…

ଧୋନୀ ଖେଳିବା ଉଚିତ୍‌: କୁଲଦୀପ

ନୂଆଦିଲ୍ଲୀ,୮।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି। ଏବେ ମଧ୍ୟ ସେ ଭାରତ ପାଇଁ ଖେଳିପାରିବେ ବୋଲି ବ୍ୟକ୍ତିଗତ ଭାବେ ଅନୁମାନ…

ଦିଲ୍ଲୀ କ୍ରିକେଟ ପାଇଁ ବିସିସିଆଇ ଆଡ-ହକ୍‌ କମିଟି ଗଠନ କରିବ

ନୂଆଦିଲ୍ଲୀ,୮।୫(ପି.ଟି.): ବିନା ଅଧ୍ୟକ୍ଷ ଓ ସମ୍ପାଦକରେ ଦୁର୍ନୀତି କବଳିତ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) କିପରି ଚାଲିବ ସେ ନେଇ ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଉପାୟ ଖୋଜିବା ଆରମ୍ଭ କରିଛି। ଡିଡିସିଏର ଅଧ୍ୟକ୍ଷ ପଦରେ କେହି…

କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟ ଦେଇ ଗତି କରି ଆସୁଛନ୍ତି। ସେ ଏବେ ସ୍କଟଲାଣ୍ଡର ଆବେରଡିନ୍‌ରେ ଅଛନ୍ତି…

ଫାଙ୍କା ଷ୍ଟାଡିୟମରେ ମଜା ଆସିବନି: କୋହଲି

ନୂଆଦିଲ୍ଲୀ,୮।୫(ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ କ୍ରିକେଟ ଖେଳାଯାଇ ପାରିବ। କିନ୍ତୁ ଏଥିରେ ମଜା ରହିବ ନାହିଁ ବୋଲି ଭାରତୀୟ ଅଧିନାକୟ ବିରାଟ କୋହଲି କହିଛନ୍ତି। ଏହି ମହାମାରୀ କାରଣରୁ ଦୀର୍ଘଦିନ…

କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି ଇଭେଣ୍ଟରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଆସନ୍ତା ୨୪ ତାରିଖରେ ମେଡାଲିଷ୍ଟ ଗଲ୍ଫ କ୍ଲବ୍‌ରେ…

ଜୁଭେଣ୍ଟର ଫରୱାର୍ଡ ଡେବାଲା ସୁସ୍ଥ

ମିଲାନ, ୮ା୫ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜୁଭେଣ୍ଟର ଫରୱାର୍ଡ ପାଉଲୋ ଡେବାଲା ସୁସ୍ଥ ହୋଇଛନ୍ତି। ଡେବାଲାଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥିବା କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି। ଏବେ ସେ କିଛିଦିନ ହୋମ୍‌ ଆଇସୋଲେଶନରେ ରହିବେ। ଗତ କିଛି ସପ୍ତାହଧରି…

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିୟମରେ ଟ୍ରେନିଂ ଆରମ୍ଭ କରିବାକୁ ଅନୁମତି ମିଳିବ। ‘ଦି ସିଡ୍‌ନୀ…

ଫ୍ରେଞ୍ଚ୍‌ ଓପନ୍‌: ଟିକେଟ ମୂଲ୍ୟ ଫେରସ୍ତ ପାଇବେ କ୍ରେତା

ପ୍ୟାରିସ, ୮ା୫ (ଏପି)-କରୋନା ଭାଇରସ୍‌ ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଫ୍ରେଞ୍ଚ୍‌ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି ଟିକେଟ କ୍ରେତାଙ୍କୁ ଟିକେଟର ମୂଲ୍ୟ ଫେରାଇ ଦିଆଯିବ। ରୋଲାଣ୍ଡ ଗ୍ୟାରୋସଠାରେ ଏହି କ୍ଲେକୋର୍ଟ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?