ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍
ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଆମେରିକାର ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ପଛରେ ପକାଇଛନ୍ତି।…
ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି
ମୁମ୍ବାଇ, ୨୩।୫: କରୋନା ଭାଇରସ୍ ଲକଡାଉନ୍ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ ବୋଲରମାନଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ତରଫରୁ…
ବିଶ୍ୱକପ୍ ପରେ ଆଇପିଏଲ୍ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର
ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍ (ଆଇପିଏଲ୍)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍ର ଭୂମିକା ଥିବା ସେ କହିଛନ୍ତି। ବିଶ୍ୱକପ୍ ପରେ ଆଇପିଏଲ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଚଳିତବର୍ଷ ଆଇପିଏଲ୍ ଖେଳିବାକୁ…
ଗାଙ୍ଗୁଲି, ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଗଲା ବିସିସିଆଇ
ନୂଆଦିଲ୍ଲୀ,୨୩।୫: ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷକୁ ବୃଦ୍ଧି କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରୟାସ ଆରମ୍ଭ କରିଛି। ଜଷ୍ଟିସ୍ ଆର୍.ଏମ୍. ଲୋଧା ପ୍ୟାନେଲର ସଂସ୍କାରମୂଳକ ପ୍ରସ୍ତାବ ଅନୁସାରେ…
ଆଇସୋଲେଶନ କ୍ୟାମ୍ପ୍ ପାଇଁ ଆଇସିସିର ସୁପାରିସ
ଦୁବାଇ, ୨୩ା୫ (ପି.ଟି.): କରୋନାଭାଇରସ୍ ଯୋଗୁ କ୍ରିକେଟ ବନ୍ଦ ରହିଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍ସିଲ (ଆଇସିସି) ଖେଳକୁ ପୁଣି ଆରମ୍ଭ କରିବା ଲାଗି ଯୋଜନା କରୁଛି। ଏଥିପାଇଁ ଶୁକ୍ରବାର ନୂଆ ଗାଇଡ୍ ଲାଇନ୍ ଘୋଷଣା କରିଛି। ଚିଫ୍ ମେଡିକାଲ ଅଫିସର ନିଯୁକ୍ତି…
ସାମୁଏଲ୍ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫସି ୨୧ ବର୍ଷୀୟ ମିଡ୍ଫିଲ୍ଡର ସାମୁଏଲ୍ ଲାଲମୁଆନପୁଇଆଙ୍କ ସହିତ ଚୁକ୍ତି କରିଛି। ଗତ ସିଜନରେ ଆଇଏସଏଲର ଅନ୍ୟତମ କ୍ଲବ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ପ୍ରତିନିଧିତ୍ୱ…
ଆଇପିଏଲ୍କୁ ପ୍ରାଥମିକତା ଦିଆ ନ ଯାଉ: ବର୍ଡର
ମେଲବୋର୍ନ, ୨୩ା୫ (ପି.ଟି.):ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ଅର୍ଥ ଉପାର୍ଜନକାରୀ ଇଭେଣ୍ଟ। ଚଳିତବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଅପେକ୍ଷା ଏହି ଟୁର୍ନାମେଣ୍ଟକୁ ପ୍ରାଥମିକତା ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର। କୋଭିଡ୍-୧୯…
ଶର୍ଟଲିଷ୍ଟରେ ‘ପେସେନ୍ସ ଇନ୍ ଲକ୍ଡାଉନ୍’
ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):କୋଭିଡ-୧୯ରୁ ଶିକ୍ଷାକୁ ନେଇ ପ୍ରଥମଥର ପାଇଁ ଅନ୍ଲାଇନ୍ରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏଥିରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି। ୨ରୁ ୫ ମିନିଟ ବିଶିଷ୍ଟ ଶର୍ଟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟ…
ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କଥା ଦେଇନାହୁଁ: ଧୂମଲ
ନୂଆଦିଲ୍ଲୀ,୨୨।୫(ପି.ଟି.): ଆସନ୍ତା ଅଗଷ୍ଟରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି କଥା ଦେଇନାହୁଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ କୁମାର ଧୂମଲ କହିଛନ୍ତି। ଏହି କ୍ରମରେ ଗସ୍ତ ନେଇ ଦକ୍ଷିଣ ଆଫ୍ରିକା କରିଥିବା ଦାବିକୁ…
ଡିସେମ୍ବରରେ ଆୟୋଜନ ହେବ ଇଣ୍ଡିଆ ଓପନ୍: ୨୦୨୦ର ଅବଶିଷ୍ଟ କ୍ୟାଲେଣ୍ଡର ଘୋଷଣା କଲା ବିଡ଼ବ୍ଲ୍ୟୁଏଫ୍
ନୂଆଦିଲ୍ଲୀ,୨୨।୫(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ହେଉଥିବା ଇଣ୍ଡିଆ ଓପନ୍ ବ୍ୟାଟ୍ସମ୍ୟାନ ଟୁର୍ନାମେଣ୍ଟ ନୂଆ ତାରିଖ ଘୋଷଣା କରାଯାଇଛି। କୋଭିଡ-୧୯ ମହମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହା ଡିସେମ୍ବର ଖେଳାଯିବ ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ…
ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ
ବ୍ରିସ୍ବେନ୍,୨୨।୫(ଏପି): ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପର ୮୩ ବର୍ଷରେ ପରଲୋକ ଗମନ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୃତ୍ୟୁବରଣ କରିଛନ୍ତି ବୋଲି ଟେନିସ୍ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ପୂର୍ବତନ ୧…
ଟି୨୦ ବିଶ୍ୱକପ୍ ଘୁଞ୍ଚିବା ନିଶ୍ଚିତ: ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା
ମୁମ୍ବାଇ,୨୨।୫: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଘୁଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଔପଚାରିକ…

