ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ
କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍ ଫେଡେରେଶନ ଅଫ୍ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ ପ୍ରଣବ ବର୍ଦ୍ଧନଙ୍କ ନାମ ସୁପାରିସ କରିଛି। ଜାକର୍ତ୍ତା ଏସିଆନ ଗେମ୍ସ ବ୍ରିଜ୍ ଇଭେଣ୍ଟରେ ବର୍ଦ୍ଧନ…
ବିସିସିଆଇ ଏବେ ସିଏଫ୍ଓ ନିଯୁକ୍ତି କରିବନି
ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍ ଫାଇନାନ୍ସିଆଲ ଅଫିସର (ସିଏଫ୍ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ ସନ୍ତୋଷ ରାନଗ୍ନେକର ଇସ୍ତାଫା ଦେଇଥିଲେ ମଧ୍ୟ ନିକଟ ଭବିଷ୍ୟତ ଏହି ପଦରେ କାହାକୁ ନିଯୁକ୍ତି…
ଜୁନ୍ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ
ନୂଆଦିଲ୍ଲୀ,୨୦।୫: କୋଭିଡ୍-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେଶରେ ଆସନ୍ତାମାସରୁ କ୍ରିକେଟ ଆରମ୍ଭ କରିପାରେ।…
ବେଲଜିୟମ କୋଚ୍ ମାର୍ଟିନେଜଙ୍କ ଚୁକ୍ତି ବୃଦ୍ଧି
ବ୍ରସେଲ୍ସ, ୨୦।୫(ଏଏଫ୍ପି): ବେଲଜିୟମ ଫୁଟବଲ କୋଚ୍ ରୋବେର୍ଟୋ ମାର୍ଟିନେଜଙ୍କ କଣ୍ଟ୍ରାକ୍ଟ ତଥା କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୨ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି ହୋଇଛି। ଅର୍ଥାତ କାତାର ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ୱକପ୍ ପର୍ଯ୍ୟନ୍ତ ସେ ଦଳର କୋଚ୍ ଦାୟିତ୍ୱରେ…
ବେଙ୍ଗାଲୁରୁ ସାଇରେ କୋଭିଡ୍-୧୯ ପଜିଟିଭ୍: ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ
ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି। ତେବେ ଏହା ସତ୍ତ୍ୱେ ଅଲିମ୍ପିକ୍ସ ପାଇଁ ପ୍ରସ୍ତତି ଚଲାଇଥିବା ଭାରତୀୟ ପୁରୁଷ ଓ ମହିଳା…
ଟାଇସନ ଫ୍ୟୁରିଙ୍କ ଅଭିଳାଷ
ଲଣ୍ଡନ,୨୦ା୫ (ଏଏଫ୍ପି)-ୟୁକ୍ରେନ୍ର ପୂର୍ବତନ ପ୍ରଫେସନାଲ ବକ୍ସର ଲାଡିମିର କ୍ଲିଚ୍କୋଙ୍କ ଆଦର୍ଶ ଅନୁକରଣ କରିବେ ବୋଲି କହିଛନ୍ତି ଟାଇସନ ଫ୍ୟୁରି। ଜଣେ ବ୍ରିଟିଶ ବକ୍ସର ହିସାବରେ ପ୍ରାଧାନ୍ୟ ବିସ୍ତାର କରି ଅବସର ପର୍ଯ୍ୟନ୍ତ ଜଣେ ବିଶ୍ୱ ଚାମ୍ପିୟନ ହେବାକୁ ଚାହାନ୍ତି। ଏକ ସାକ୍ଷାତ୍କାର…
ପ୍ରଜକ୍ତାଙ୍କୁ ସହାୟତା ମିଳିଲା
ନାଗପୁର,୨୦ା୫ (ପି.ଟି.)- କରୋନାଭାଇରସ ପାଇଁ ଜାତୀୟ ଲକ୍ଡାଉନ୍ ବେଳେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ ଚଳାଇଥିବା ଭାରତର ଡିଷ୍ଟାନ୍ସ ରନର ପ୍ରଜକ୍ତା ଗୋଡ୍ବୋଲେଙ୍କୁ ଶେଷରେ ରାଜ୍ୟ କର୍ତ୍ତୃପକ୍ଷଙ୍କଠାରୁ ସହାୟତା ମିଳିଛି। ଲକ୍ଡାଉନ୍ ବେଳେ ପ୍ରଜକ୍ତା ସ୍ଥାନୀୟ ଶୀର୍ଷାପେଠ୍ ବସ୍ତିରେ ବାସ କରୁଥିଲେ।…
ଟ୍ରେନିଂ କ୍ୟାମ୍ପ୍ ବେଳେ ଆଥଲେଟ୍ଙ୍କ ପାଇଁ କଟକଣା
ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍-୧୯ ମହାମାରୀ ଯୋଗୁ ଖେଳାଳିମାନଙ୍କ ଲାଗି ଆଥଲେଟିକ୍ସ ଫେଡେରେଶନ ଅଫ୍୍ ଇଣ୍ଡିଆ(ଏଏଫ୍ଆଇ) ତରଫରୁ ନିଜସ୍ବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର(ଏସ୍ଓପି)…
‘ଲାଞ୍ଚ ନ ଦେବାରୁ ଚୟନ ହୋଇ ନ ଥିଲି’
ନୂଆଦିଲ୍ଲୀ, ୨୦।୫- ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ମାତ୍ର ଏକଦା ତାଙ୍କ ବାପା ଲାଞ୍ଚ ଦେବାକୁ ମନାକରି ଦେବାରୁ ତାଙ୍କୁ ଦିଲ୍ଲୀ ଜୁନିୟର ଦଳରେ ଚୟନ କରାଯାଇ ନ ଥିଲା। ମୋ…
ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ
ଟୁରିନ,୧୯।୫(ଏଏଫ୍ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଏକ ଜିପ୍ରେ ବସି ନିଜେ ଡ୍ରାଇଭ କରି ସେ…
ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ
କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ୟୁ ହୋଲନେସ୍ ସୋସିଆଲ ମିଡିଆରେ ଏ ନେଇ…
ଅଲିମ୍ପିକ୍ କ୍ୱାଲିଫାଇଂ ଇଭେଣ୍ଟ: ତାରିଖ ଧାର୍ଯ୍ୟ କରିବାକୁ ଆଇଓସିର ନିର୍ଦ୍ଦେଶ
ଲୋସେନ,୧୯।୫(ପି.ଟି.): ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ନେଇ ତାରିଖ ଧାର୍ଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସବୁ ଅନ୍ତର୍ଜତାୟ ଫେଡେଶେନଗୁଡିକୁ ନିର୍ଦ୍ଦେଶ ଦେଇଛି। କୋଭିଡ-୧୯ ମହମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଦିଆଯାଇଛି ଓ କ୍ୱାଲିଫାଇଂ ଇଭେଣ୍ଟଗୁଡିକୁ ମଧ୍ୟ…

