ଖେଳ

ପାକିସ୍ତାନ ପୂର୍ବତନ କ୍ରିକେଟର ତୌଫିକ୍‌ କରୋନା ପଜିଟିଭ୍‌

ଲଣ୍ଡନ,୨୪।୫: ପାକିସ୍ତାନ ପୂର୍ବତନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ତୌଫିକ୍‌ ଉମର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର ପରୀକ୍ଷା ହୋଇଥିଲା ଓ ଶନିବାର ସେ କୋଭିଡ-୧୯ ପଜିଟିଭ୍‌ ବୋଲି ଜଣାପଡିଛି। ସେ ଏବେ ଘରୋ ସେଲ୍ଫ ଆସୋସିଏଶନରେ ରହିଛନ୍ତି। ତାଙ୍କ…

ବକ୍ସର, କୋଚ୍‌ଙ୍କ ପାଇଁ କୋଭିଡ୍‌- ୧୯ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଳୀ,୨୪।୫: ଭାରତୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଏକ ନୂଆ କଥା ଦେଖିବାକୁ ମଳିଛି। ଦେଶର ଆଗଧାଡିର ବକ୍ସର ଓ କୋଚ୍‌ମାନଙ୍କ ପାଇଁ ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯିବ ବୋଲି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ତରଫରୁ କୁହାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିରରେ…

ଜାପାନ ମହିଳା ରେସଲର ହାନାଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୫: ଜାପାନର ପେସାଦାର ମହିଳା ରେସଲର ହାନା କିମୁରା ମାତ୍ର ୨୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ତେବେ ସେ କିଭଳି ମୃତ୍ୟୁବରଣ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଷ୍ଟାରଡବ ରେସଲିଂ ସହିତ ସେ ଜଡିଥ…

ଆଇପିଏଲ୍‌ ଆୟୋଜନ ନିଷ୍ପତ୍ତି ସରକାର ନେବେ: ରିଜିଜୁ

ମୁମ୍ବାଇ, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ସଂକ୍ରାନ୍ତରେ ଭାରତ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କୌଣସି ଭୂମିକା ରହିବ ନାହିଁ। ବୋର୍ଡ…

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ କରିଛନ୍ତି। ତେବେ ଟି୨୦ ବିଶ୍ୱକପ୍‌ ନେଇ ଚଳିତ ସପ୍ତାହରେ ନିଷ୍ପତ୍ତି ନେବାକୁ ସେ ଅନ୍ତର୍ଜାତୀୟ…

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଏକ କାର୍ଯ୍ୟକ୍ରମରେ ଭାଗନେବା ଅବସରରେ ମୁହାଁମୁହିଁ ହୋଇଛନ୍ତି। ପ୍ରସାଦଙ୍କ ନେତୃତ୍ୱାଧୀନ…

ଆଉଟ୍‌ଡୋର୍‌‌ରେ ପ୍ରଥମେ ଟ୍ରେନିଂ ଆରମ୍ଭ କଲେ ଶାର୍ଦ୍ଦୁଳ

ପାଲ୍‌ଘର୍‌ (ମହାରାଷ୍ଟ୍ର), ୨୪ା୫: ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ଶନିବାର ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନାଭାଇରସ୍‌ଯୋଗୁ ଲକ୍‌ଡାଉନ୍‌ରେ ଦୁଇମାସ ଘରେ ରହିବା ପରେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସେ ଟ୍ରେନିଂ ଆରମ୍ଭ କରିଛନ୍ତି। ଠାକୁର ଭାରତ ତରଫରୁ ଗୋଟିଏ…

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି ୱାର୍ମଅପ କରିବା ସହିତ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଛନ୍ତି ରାଜ୍ୟର ପ୍ରତିଭାବାନ କ୍ରିକେଟ ଖେଳାଳିମାନେ।…

ଆମନ୍ତ୍ରଣୀୟ ଟେନିସ ଟୁର୍ନାମେଣ୍ଟ ଖେଳିବେ ଆଣ୍ଡ୍ରେସ୍କୁ, କେନିନ୍‌

ମାୟାମି, ୨୪ା୫ (ଏଏଫ୍‌ପି)-ସାଉଥ୍‌ କାରୋଲିନାର ଚାର୍ଲଷ୍ଟନଠାରେ ଜୁନ୍‌ରେ ଏକ ଆମନ୍ତ୍ରଣୀୟ ମହିଳା ଟେନିସ୍‌ ଟୁର୍ନାମେଣ୍ଟ ହେବ। ଏଥିରେ ଗ୍ରାଣ୍ଡସ୍ଲାମ ବିଜୟିନୀ ବାଏଙ୍କା ଆଣ୍ଡ୍ରେସ୍କୁ ଓ ସୋଫିଆ କେନିନ୍‌ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବେ। ଟେନିସ ଚ୍ୟାନେଲ ଇଭେଣ୍ଟର ସିଧାପ୍ରସାରଣ କରିବ। ଏଥିରେ…

‘ବିସିସିଆଇର ବିଜୟ ହେବ’

ନୂଆଦିଲ୍ଲୀ,୨୪।୫-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ନିର୍ଦ୍ଧାରିତ ସମୟରେ ହୋଇ ନ ପାରିବାରୁ ଆଇସିସି ଟି୨୦ ବିଶ୍ୱକପ୍‌ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।…

ପୂର୍ବତନ ଫୁଟ୍‌ବଲର, କୋଚ୍‌ ଶନ୍‌ମୁଗମ୍‌ଙ୍କ ପରଲୋକ

ଚେନ୍ନାଇ, ୨୪ା୫ (ପି.ଟି.)- ତାମିଲନାଡୁର ପୂର୍ବତନ ଫୁଟ୍‌ବଲ ଖେଳାଳି ଓ କୋଚ୍‌ ଆର୍‌, ଶନ୍‌ମୁଗମ୍‌ଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଶନ୍‌ମୁଗମ୍‌ଙ୍କ ଜନ୍ମ ବର୍ମା(ବର୍ତ୍ତମାନ ମ୍ୟାନମାର୍‌)ରେ ୧୦୪୩ରେ ହୋଇଥିଲା।…

ଆଇସିସି ଗାଇଡ୍‌ ଲାଇନ୍‌ ପାଳନ କରିବା ସହଜ ନୁହେଁ: ବ୍ରେଟ୍‌ ଲି

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଗାଇଡ୍‌ଲାଇନ୍‌ ତଥା ନିର୍ଦ୍ଦେଶନାମା ପାଳନ କରିବା ସହଜ ନୁହେଁ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ବଲରେ ଲାଳ ଲଗାଇବାକୁ ଆଇସିସି ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?