ଟୋକିଓ ଅଲିମ୍ପିକ୍ସ ପାଇଁ ୨୦୨୧ଅନ୍ତିମ ବିକଳ୍ପ
ଟୋକିଓ, ୨୨।୫-କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ମାତ୍ର ଆସନ୍ତାବର୍ଷ ଯଦି ଏହା ସମ୍ଭବ ନ ହୁଏ ତେବେ ବାତିଲ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମୁଖ୍ୟ ଥୋମାସ ବ୍ୟାକ୍ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ…
୮ ଫୁଟ୍ବଲ ଖେଳାଳି କରୋନା ପଜିଟିଭ୍
ମେକ୍ସିକୋ ସିଟି, ୨୨ା୫ (ଏଏଫ୍ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟିମ୍ ସାଣ୍ଟୋସ୍ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍। ଫଳରେ ୨ ମାସ ସସ୍ପେଣ୍ଡ ପରେ ନ୍ୟାଶନାଲ ଲିଗ୍ ଆରମ୍ଭ କରିବା ଲାଗି ଯେଉଁ ଯୋଜନା ଚାଲିଛ ତାହା କାର୍ଯ୍ୟକାରୀ…
ମନୋହରଙ୍କ ସ୍ଥାନରେ ଗାଙ୍ଗୁଲି ଉପଯୁକ୍ତ
ଜୋହାନ୍ସବର୍ଗ, ୨୨ା୫ (ପି.ଟି.)-ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ହିଁ ଯୋଗ୍ୟ ବ୍ୟକ୍ତି ବୋଲି କହିଛନ୍ତି କ୍ରିକେଟ ସାଉଥ୍ ଆଫ୍ରିକା…
କେବେଠାରୁ ଟ୍ରେନିଂ ସ୍ପଷ୍ଟ କରାଯାଉ
ନୂଆଦିଲ୍ଲୀ, ୨୨ା୫ (ପି.ଟି.)-କରୋନା ଭାଇରସ୍ ପାଇଁ ଲକ୍ଡାଉନ୍ ସତ୍ତ୍ୱେ ଆଥଲେଟ୍୍ମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍ସ କମ୍ପ୍ଲେକ୍ସ ଖେଳିବାକୁ ଅନୁମତି ଦେଇଛନ୍ତି। ଖେଳାଳିମାନଙ୍କୁ ଏହି ସମୟରେ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପକ୍ଷରୁ ଜାରି…
ଅଗଷ୍ଟ ଶେଷରେ ଭାରତ, ଦକ୍ଷିଣ ଆଫ୍ରିକା ୩ ଟି୨୦ ଖେଳିବେ
ନୂଆଦିଲ୍ଲୀ,୨୧।୫ (ପି.ଟି.): ଆସନ୍ତା ଅଗଷ୍ଟ ମାସ ଶେଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ମ୍ୟାଚ୍ ଖେଳିବେ। ତେବେ କୋଭିଡ-୧୯ ମହାମାରୀ କମିଲେ ଅର୍ଥାତ ନିୟନ୍ତ୍ରଣକୁ ଆସିଲେ ଉଭୟ ଦେଶର ସରକାର ଏହି ସିରିଜ ଆୟୋଜନ ନେଇ ଅନୁମତି ଦେବେ।…
ଦିନିକିଆରେ କୋହଲି ନୁହେଁ, ସଚିନ ଗମ୍ଭୀରଙ୍କ ପସନ୍ଦ
ମୁମ୍ବାଇ,୨୧।୫(ପି.ଟି.): ଦିନିକିଆ ଫର୍ମାଟ ଦୃଷ୍ଟିକୋଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପେକ୍ଷା କ୍ରିକେଟ ଆଇକନ ସଚିନ ତେନ୍ଦୁଲଙ୍କରଙ୍କୁ ପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ସଚିନ୍ଙ୍କ କ୍ୟାରିୟର ଦୀର୍ଘ। ଦିନିକିଆରେ ମଧ୍ୟ ଏକାଧିକ ନିୟମରେ ପରିବର୍ତ୍ତନ ହୋଇଛି। ଏସବୁ ଦୃଷ୍ଟିକୋଣରୁ…
ଡୋପିଂ: କଲମ୍ବିଆ ସାଇକ୍ଲିଷ୍ଟ ୪ ବର୍ଷ ବାସନ୍ଦ
ପ୍ୟାରିସ୍,୨୧।୫(ଏଏଫପି): କଲମ୍ବିଆର ତାରକା ସାଇକ୍ଲିଷ୍ଟ ପାଣ୍ଟାନୋ ଡୋପିଂ କାରଣରୁ ୪ ବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଗତ ବର୍ଷ ହୋଇଥିବା ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। ନିଷିଦ୍ଧ ପଦାର୍ଥ ତତା ବ୍ଲଡ ବୁଷ୍ଟର ଇପିଓ ତାଙ୍କ ନମୁନାରେ ଥିବା ପ୍ରମାଣ…
ଅବସରପ୍ରାପ୍ତ ମୁମ୍ବାଇ ଅମ୍ପାୟରଙ୍କୁ ସହାୟତା
ମୁମ୍ବାଇ,୨୧।୫(ପି.ଟି.): କୋଭିଡ୍-୧୯ ଜନିତ ଲକ୍ଡାଉନ କାରଣରୁ ସମସ୍ୟାରେ ପଡିଥିବା ମୁମ୍ବାଇ ମେଟ୍ରୋପଲିର ୨୦ ଜଣ ଅବସରପ୍ରାପ୍ତ ଅମ୍ପାୟରଙ୍କୁ ସହାୟତା କରିବାକୁ ‘କ୍ରିକେଟର୍ସ ଫାଉଣ୍ଡେଶନ’ ନାମକ ଏକ ପବ୍ଲିକ୍ ଟ୍ରଷ୍ଟ ଆଗେଇ ଆସିଛି। ଏହି କଷ୍ଟକର ସମୟରେ ସଂଘର୍ଷ କରୁଥିବା ଅମ୍ପାୟରମାନଙ୍କୁ ୪…
ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି
ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଏହା ହୋଇପାରିଲେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ବାଟ ଫିଟିବ ବୋଲି…
କୋଭିଡ୍ ଭ୍ୟାକ୍ସିନ୍ ପରେ ଅନ୍ତର୍ଜାତୀୟ ହକି
ଲାଉସାନେ, ୨୧ା୫ (ପି.ଟି.)-କରୋନା ଭାଇରସ୍ ମହାମାରୀରୁ ଆରୋଗ୍ୟ ଲାଭ କରିବା ଲାଗି ଭ୍ୟାକ୍ସିିନ୍ ବାହାରିବା ପରେ ଯାଇ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇ ପାରେ ବୋଲି ଫେଡେରେଶନ ଅଫ୍ ଇଣ୍ଟରନ୍ୟାଶନାଲ ହକି (ଏଫ୍ଆଇଏଚ୍) ଘୋଷଣା କରିଛି। ବିଭିନ୍ନ ସ୍ତରରେ ଖେଳ ଆରମ୍ଭ…
କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍
କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍ବଲ ଟିମ୍ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ଏହି ଦଳ ସହିତ ସେ ୬ବର୍ଷ ଧରି ସଂଶ୍ଳିଷ୍ଟ ଥିଲେ। ୨୦୧୫ରେ ପଦାର୍ପଣ କରିବା ପରଠାରୁ ଝିଙ୍ଗାନ…
ମାଇକେଲ ହୋଲ୍ଡିଂଙ୍କ ଅଭିଯୋଗ
ଲଣ୍ଡନ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦାନ ଆକାରରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ସିଡବ୍ଲ୍ୟୁଆଇ)କୁ ଦେଇଥିବା ଅଧା ନିୟୁତ ଡଲାରର ଠିକଣା ଉପଯୋଗ କରିନାହିଁ। ଏହି ଅଭିଯୋଗ କରିଛନ୍ତି ଦେଶର ମହାନ୍ ଫାଷ୍ଟ ବୋଲର ମାଇକେଲ ହୋଲ୍ଡିଂ। ଏକ…

