ଭାରତ ପାଇଁ ଟି୨୦ ଖେଳିବାକୁ ପ୍ରସ୍ତୁତ: ହରଭଜନ
ନୂଆଦିଲ୍ଲୀ,୨୫।୫: ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ପୁଣି ଥରେ ଭାରତ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତ ପାଇଁ ପୁଣି ଖେଳିବାକୁ ପ୍ରସ୍ତୁତ ଓ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛି ବୋଲି ସେ କହିଛନ୍ତି। ଆସନ୍ତା ଜୁଲାଇରେ ସେ…
କ୍ରୀଡ଼ା ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୫।୫: ବଲବୀର ସିଂଙ୍କ ପରଲୋକରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ରେସଲର ବଜରଙ୍ଗ ପୁନିଆ, ତାରକା ବକ୍ସା ବଜେନ୍ଦର ସିଂ, ପୂର୍ବତନ…
ବଲବୀର ଦେଶର ଗର୍ବ, ଗୌରବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୫।୫(ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି ହେବା ସଙ୍ଗେ ସଙ୍ଗେ ଜଣେ ସଫଳ କୋଚ୍ ଥିଲେ। କ୍ରମାଗତ ୩ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା…
ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ପରଲୋକ: ଏକ ଯୁଗର ଅନ୍ତ ଘଟିଲା
ଚଣ୍ଡିଗଡ଼,୨୫।୫(ପି.ଟି.): ଭାରତର ଅନ୍ୟତମ ସର୍ବକାଳୀନ ମହାନ୍ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହକିର ଏହି କିମ୍ବଦନ୍ତୀ ପୁରୁଷ ସୋମବାର ସକାଳ ୬.୩୦ରେ ସ୍ଥାନୀୟ ଫୋର୍ଟିସ ହସ୍ପିଟାଲରେ ୯୬ ବର୍ଷ…
ଝିଅର ସ୍କୁଲ ଡ୍ରେସ୍ ପିନ୍ଧି ଟିକ୍ଟକ୍ କଲେ ଏହି କ୍ରିକେଟର
ଅଷ୍ଟ୍ରେଲିଆ କ୍ରିକେଟର୍ ଡେଭିଡ୍ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଅଛନ୍ତି। ପ୍ରତିଦିନ ସେ ଟିକ୍ଟକ୍ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେଳେ ନିଜ ଝିଅଙ୍କ ତ ଆଉ କେତେବେଳେ ସ୍ତ୍ରୀଙ୍କ ସହ ଟିକ୍ଟକ୍ କରୁଛନ୍ତି ଓ୍ବାର୍ଣ୍ଣର। ନିକଟରେ ସେ ଝିଅର…
ମା’ଙ୍କ ମୃତ୍ୟୁବେଳେ ପାଖରେ ନ ଥିଲେ, ଇଦ୍ରେ କବର ସ୍ଥାନରେ ଭେଟିଲେ ଏହି କ୍ରିକେଟର
ପାକିସ୍ତାନର ଉଦୀୟମାନ ଖେଳାଳି ନସିମ ଶାହ ନିକଟରେ ନିଜ ମା’ଙ୍କୁ ହରାଇଛନ୍ତି। ୧୬ ବର୍ଷୀୟ ଏହି କ୍ରିକେଟର୍ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ତାଙ୍କ ମା’ଙ୍କୁ ହରାଇଥିଲେ। ଇଦ୍ ଅବସରରେ ସେ ମା’ଙ୍କ କବର ସ୍ଥାନ ପାଖକୁ ଯାଇ…
ବଲବୀର ସିଂଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ କୋହଲି
ଚଣ୍ଡୀଗଡ,୨୫।୫: କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବଲବୀର ସିଂଙ୍କ ପରଲୋକ କଥା ଶୁଣି ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି ବୋଲି…
ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ
ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଗତ ମେ ୮ ତାରିଖରେ…
ନୂଆ ରୂପରେ ଟି୧୦ କ୍ରିକେଟ
କିଙ୍ଗଷ୍ଟନ, ୨୫ା୫ (ଏଏଫ୍ପି)- କରୋନାଭାଇରସ୍ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍କୁ ଚକ୍ଚକ୍ କରିବା ଲାଗି ବୋଲରମାନେ ସାଲିଭା (ପାଟିର ଲାଳ) ବ୍ୟବହାର ଉପରେ କଟକଣା ରହିଛି। ବାଉଣ୍ଡାରିି ଲାଇନ୍ରେ ସାନିଟାଇଜର…
ଖେଲୋ ଇଣ୍ଡିଆ ଆଥ୍ଲେଟ୍ଙ୍କୁ ପକେଟ ଭତ୍ତା
ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ସ୍ପୋଟର୍ସ ଅଥରିଟି ଅପ୍ ଇଣ୍ଡିଆ (ସାଇ) ୨୭୪୯ଜଣ ଖେଲୋ ଇଣ୍ଡିଆ ଆଥଲେଟ୍ଙ୍କ ପକେଟ ଭତ୍ତା ବାବଦରେ ମୋଟ ୮.୨୫କୋଟି ଟଙ୍କା ମଞ୍ଜୁର କରିଛି। ପ୍ରତ୍ୟେକ ଆଥଲେଟ ଜଣ ପିଛା ୩୦,୦୦୦ ଟଙ୍କା ଲେଖାଏଁ ପାଇବେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ…
ଟିକସ ପ୍ରସଙ୍ଗରେ ବିସିସିଆଇ-ଆଇସିସି ମୁହାଁମୁହିଁ
ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ଭାରତରେ ଆଗକୁ ହେବାକୁ ଥିବା ଆଇସିସି ଗ୍ଳୋବାଲ କ୍ରିକେଟ ଇଭେଣ୍ଟ ପାଇଁ ଟିକସ ଛାଡ଼ କରିବା ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି ଥରେ ମୁହଁାମୁହିଁ ହୋଇଛନ୍ତି। ଭାରତ…
ଆଥଲେଟ୍ଙ୍କ ଟ୍ରେନିଂ ଆଜିଠାରୁ
ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍ ସଂକ୍ରମଣଜନିତ ଲକ୍ଡାଉନ୍ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆହତ ସମସ୍ୟାଠାରୁ ଦୂରେଇ ରହିବାପାଇଁ ମୁଖ୍ୟତଃ ଫିଟ୍ନେସ ଟ୍ରେନିଂ ଉପରେ…

