ସୁଭଦ୍ରାକୁ ନେଇ ବଡ଼ ଖବର, ଏକାଠି ମିଳିବ ୨ଟି କିସ୍ତି

ଭୁବନେଶ୍ୱର,୩।୧: ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ୨ଟି କିସ୍ତି ଏକାଠି ମିଳିବ। ରାଜ୍ୟ କ୍ୟାବିନେଟରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି। ସୁଭଦ୍ରା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏଥିପାଇଁ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଅନୁମୋଦନ ଏବଂ ୨୦୨୪-୨୫ ଅ ବଣ୍ଟନ କରାଯାଇଥିବା ୨୦ ଲକ୍ଷ ୧୭ ଜଣ ହିତାକାରୀଙ୍କ ତାଲିକା ୨୫ ଆର୍ଥିକ ବର୍ଷ ପାଇଁ ସୁଭଦ୍ରାରେ ପଞ୍ଜୀକରଣର ଶେଷ ତାରିଖା ୨୨ ଅଗଷ୍ଟ ୨୦୨୪ ରେ, ଓଡ଼ିଶା ରାଜ୍ୟ କ୍ୟାବିନେଟ୍ “ସୁଭଦ୍ରା” ନାମରେ ଏକ ପ୍ରମୁଖ ମହିଳା କଲ୍ୟାଣକାରୀ ଯୋଜନା ନାକୁ ଅନୁମୋଦନ କରିଛନ୍ତି । ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଟ.୫୫,୮୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ପ୍ରଦାନ ଦାନ କରିବା ନିମିତ୍ତ ଏହି ଯୋଜନାରେ ୫ ବର୍ଷ ପାଇଁ ବଜେଟରେ ଆବେଦନ ପଞ୍ଜୀକୃତ ହୋଇଛି । ଏହିଗୁଡ଼ିକ ୨ଟି ବ୍ୟାପକ ବର୍ଗରେ ଥୁବା ଆବେଦନ‌କାରୀ ଏବଂ ସମସ୍ତ ପଞ୍ଜୀକୃତ ଆବେଦନକାରୀଙ୍କ ମଧ୍ଯ ମଧ୍ଯରୁ ବେଦନକାରୀଙ୍କୁ ମଞ୍ଜୁର କରାଯାଇ ପ୍ରଥମ କିସ୍ତିର ୫୦୦୦/- ବିତରଣ ଆବେଦନଗୁଡ଼ିକ ବିଚାରାଧୀନ ରହିଛି ଏବଂ ସହାୟତା ରା ଗାଇଡଲାଇନ୍ ଅନୁଯାୟୀ ସେମାନଙ୍କର ଯୋଗ୍ୟତା ୨. ବର୍ତ୍ତମାନ ସୁଦ୍ଧା ସୁଭଦ୍ରାରେ ୧ କୋଟି ୬ ଲକ୍ଷ୍ୟରୁ ଅଧିକ । ଅନ୍ତର୍ଭୁକ୍ତ- NFSA/SFSS ଡାଟାବେସରେ ଉପସ୍ଥିତ ଥ‌ିବ ୮୦,୨୯,୭୪୧ ଜଣ NFSA/SFSS ବର୍ଗର ଆବେଦ କରାଯାଇଛି । Non-NFSA/SFSS ଅଧୀନରେ ଥିବା ଅବଶିଷ୍ଟ ବିତରଣ ନିର୍ମିତ, କ୍ଷେତ୍ରୀୟ ସ୍ତରରେ କ୍ଷେତ୍ର ଅନୁସନ୍ଧାନ ଦଳ (FET) ଦ୍ବାରା ନିର୍ଦ୍ଧାରଣ କରିବା ପାଇଁ ଯାଞ୍ଚ କରାଯାଉଛି I

ବର୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିନା କୌଣସି ଶେଷ ତାରିଖ ଥାଇ ସୁଭଦ୍ରା ଅଧୀନରେ ଆବେଦନ ଗ୍ରହଣ କରାଯାଉଛି । ଉପରୋକ୍ତକୁ ଦୃଷ୍ଟିରେ ରଖ୍ କ୍ୟାବିନେଟ ଏହାର ତା ୦୩.୦୧.୨୦୨୫ ରିଖର ବୈଠକରେ ନିମ୍ନଲିଖିତ ପ୍ରସ୍ତାବକୁ ଅନୁମୋଦନ କରିଛି ୨୦୨୪-୨୫। ଆର୍ଥିକ ବର୍ଷ ପାଇଁ ସୁଭଦ୍ରାରେ ପଞ୍ଜୀକରଣର ଶେଷ ତାରିଖ ତା ୩୧.୦୩.୨୦୨୫।

ସେହିପରି ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ସହାୟତା ମିଳିବ। ୧ କିଲୋୱାଟ ସୋଲାର ଲାଗି ରାଜ୍ୟ ଅତିରିକ୍ତ ୨୫ ହଜାର ଦେବ। କେନ୍ଦ୍ରର ୩୦ ହଜାର ସବସିଡ ବାଦ ରାଜ୍ୟ ସରକାର ୨୫ ହଜାର ଦେବେ। ୩ କିଲୋୱାଟ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮ ହଜାର।

ତେବେ ସୁଭଦ୍ରା ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ଦୁଇଥର ମିଳୁଥିଲା। ଏଣିକି ଗୋଟିଏ ଥରରେ ୨ଟି କିସ୍ତି ମିଳିବ। ଏଥିପାଇଁ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି। ଯଦି ଆପଣ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିବେ ତେବେ ୨ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri