Posted inଖେଳ

ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା

ଧର୍ମଶାଳା,୮।୩: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୦ଟି ଚୌକା ଓ ୫ ଛକା ସହାୟତାରେ ୧୩୭ ବଲରେ ନିଜର ଶତକ ପୂରଣ କରିଥିଲେ। ଗୋଟିଏ ପଟେ ଇଂଲଣ୍ଡ ଦଳ ଗିଲଙ୍କ ଶତାବ୍ଦୀରେ ଦୁଃଖୀ ଦେଖାଯାଉଥିବା ବେଳେ ଅନ୍ୟ ପଟେ ତାଙ୍କ ବାପା ଖୁସିରେ ଝୁମି ଉଠୁଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଦେଖିବା ପାଇଁ ଗିଲଙ୍କ ବାପା ଧର୍ମଶାଳାରେ ପହଞ୍ଚିଥିଲେ।
ଏଠାରେ ଗିଲ ନିଜର ଶତକ ସମାପ୍ତ କରିବା ମାତ୍ରେ ଷ୍ଟାଣ୍ଡରେ ବସିଥିବା ତାଙ୍କ ବାପା ଠିଆ ହୋଇ ଖୁସିରେ ଦୁଇ ହାତକୁ ଉଠାଇଲେ। ସୋସିଆଲ ମିଡିଆରେ ଗିଲଙ୍କ ପିତାଙ୍କ ଏହି ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ଯେକୌଣସି ପିତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ।
ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ଶୁବମାନ ଗିଲଙ୍କ ଏହା ଦ୍ୱିତୀୟ ଶତକ ଥିଲା। ଏହାପୂର୍ବରୁ ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଗିଲ ୧୦୪ ରନର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ କଭର୍‌ ଡ୍ରାଇଭ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ

ବେଙ୍ଗାଲୁରୁ,୧୩।୫: ଆଇପିଏଲ ୨୦୨୪ର ୬୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ଷଷ୍ଠ ବିଜୟ ହାସଲ...

ଆରସିବି ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କ’ଣ ପ୍ଲେ ଅଫ୍‌ ସମୀକରଣ

ନୂଆଦିଲ୍ଲୀ,୧୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହିପରି ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ରମାଗତ...

ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଲା ଆରସିବି

ବେଙ୍ଗାଲୁରୁ,୧୨ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦିଲ୍ଳୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୪୭ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟରେ ଆରସିବି...

ଛକା-ଚୌକା ମାରି ପ୍ରଥମେ ଚିଡ଼ାଇଲେ କୋହଲି, ଆଉଟ୍‌ ହେବା ପରେ ଇଶାନ୍ତ ନେଲେ ବଦ୍‌ଲା: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଶାନ୍ତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ଘଟଣାର...

କ୍ରିକେଟ୍‌ରେ ଓବିଏସ୍‌ ଆଉଟ୍‌ କ’ଣ? ଆଇପିଏଲ୍‌ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି ଏମିତି ଆଉଟ୍‌

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ...

ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି...

ପ୍ଲେ ଅଫ୍‌ ରାସ୍ତାକୁ ଆହୁରି ସହଜ କଲା ଚେନ୍ନାଇ: ରାଜସ୍ଥାନ ପାଇଁ ବଢିଲା ଚିନ୍ତା

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପ୍ଲେ ଅଫରେ...

ରାଜସ୍ଥାନକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୧୨।୫: ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିବା ପାଇଁ ସେମାନଙ୍କର ଦାବିକୁ ମଜଭୁତ କରିଛି। ଟାର୍ଗେଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri