Posted inରାଜ୍ୟ

ଭୁବନେଶ୍ୱରରେ ଘର ଜଗିବ ପୋଲିସ, ଲୋକମାନେ ପୂଜା ବୁଲିବାକୁ ଯାଉଥିଲେ ପାଖ ଥାନାରେ ଜଣାଇ ଯାଆନ୍ତୁ

ଭୁବନେଶ୍ୱର,୨୦।୧୦: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ଛିନତାଇ ବଢ଼ିବାରେ ଲାଗିଛି। ଏହା ରଖି ପୂଜା ସମୟରେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କମିସନରେଟ ପୋଲିସ ନୂଆ ଉପାୟ ଆପଣାଇଛି।
ଦୁର୍ଗା ପୂଜା ସମୟରେ ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବବାକୁ ପୋଲିସ ନିଷ୍ପତି ନେଇଛି।

ଭୁବନେଶ୍ୱର ୨ ନମ୍ବର ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତିଙ୍କ ସୂଚନା ଦେଇଛନ୍ତି ଯେ, ଲୋକମାନେ ପୂଜା ବୁଲିବାକୁ ଯାଉଥିଲେ ଘର ତାଲାକୁ ଭଲ ଭାବରେ ପକାନ୍ତୁ। ପାଖ ପଡୋଶୀଙ୍କୁ ମଧ୍ୟ ଟିକିଏ କହି ଦେଇଯାଆନ୍ତୁ, ଏହା ସହିତ ପାଖ ଥାନା ପୋଲିସକୁ ଟିକିଏ ଜଣାଇ ଦେବାକୁ ମଧ୍ୟ ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୋର ରାଜନୀତିରେ ଚହଳ, ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା

ବାଲେଶ୍ୱର,୧୪।୫: ରୋଚକ ହେଉଛି ସୋର ରାଜନୀତି ।

ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୪।୫: ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା...

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଙ୍କିତ

ଭୁବନେଶ୍ୱର,୧୪।୫: ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ...

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର

ବ୍ରହ୍ମପୁର,୧୪।୫: ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ହତ୍ୟା ଉଦ୍ୟମ ମାମଲା ରୁଜୁ...

ଆସିଲା ଏଡିଆର ରିପୋର୍ଟ: ୩୪ ପ୍ରାର୍ଥୀ ମାଟ୍ରିକ ଫେଲ୍‌

ଭୁବନେଶ୍ୱର,୧୪।୫: ୨ୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି। ୨ୟ ପର୍ଯ୍ୟାୟ ନିର୍ବାଚନରେ ୮୭ ପ୍ରାର୍ଥୀଙ୍କ ନାଁରେ...

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏତିକି ସମ୍ପତ୍ତି, ଦିଲ୍ଲୀପ ରାୟ ସବୁଠୁ ଧନୀ, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୧୪।୫: ୨ୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି। ୨ୟ ପର୍ଯ୍ୟାୟରେ ୯୫ କୋଟିପତି। ଦିଲ୍ଲୀପ ରାୟ...

ପ୍ରଥମ ପର୍ଯ୍ୟାୟରେ ଏତିକି ଲୋକ ସଭା, ବିଧାନସଭା ଆସନ ଜିତିବୁ: ଦମ୍ଭୋକ୍ତି ଦେଖାଇଲା ଭାଜପା

ଭୁବନେଶ୍ୱର,୧୪।୫: ସୋମବାର ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ପାଇଁ ମତଦାନ ସରିଛି। ତେବେ ନିର୍ବାଚନ ସରିବା ପରେ କିଏ...

ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ନୂଆପଡ଼ା/କୋରୁକୋଣ୍ଡା(ମକାରୁ ବେମାଲ/ଅଭିନାଶ ବେହେରା):୧୪।୫: ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri