Posted inଖେଳ

ହଟିଲେ ଶ୍ରୀଲଙ୍କା କ୍ରିକେଟ୍‌ ମୁଖ୍ୟ ଶାମି ସିଲ୍‌ଭା

କଲମ୍ବୋ,୨୯ା୪: ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଅନୁରୋଧ ପରେ ଶ୍ରୀଲଙ୍କା କ୍ରିକେଟ୍‌(ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଏକ ସ୍ବତନ୍ତ୍ର ବୈଠକରେ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ଖୁବ୍‌ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସିଲ୍‌ଭାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ କ୍ରୀଡ଼ାମନ୍ତ୍ରୀ ସୁନୀଲ କୁମାର ଗାମେଜଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଓ ଖେଳାଳିଙ୍କଠାରୁ ଅଭିଯୋଗ କାରଣରୁ ସରକାର ଗତ ମାର୍ଚ୍ଚରୁ ସିଲ୍‌ଭାଙ୍କୁ ହଟାଇବାକୁ ଚାହୁଁଥିଲେ।

ଅନ୍ତରୀଣ ଭାବେ ଏସ୍‌ଏଲ୍‌ସିର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା ଲାଗି ସରକାର ନାମ ନିର୍ଦ୍ଧାରଣ କରିସାରିଛନ୍ତି। ସିଲ୍‌ଭା ୨୦୧୯ରେ ଏସ୍‌ଏଲ୍‌ସି ସଭାପତି ଭାବେ ବହୁମତରେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଏହାପରେ ନିର୍ଦ୍ୱନ୍ଦ୍ୱରେ ୨୦୨୧, ୨୦୨୩ ଓ ୨୦୨୫ରେ ନିର୍ବାଚିତ ହୋଇଥିଲେ। ୨୦୨୫ରେ ଭାରତର ଜୟ ଶାହାଙ୍କ ବିଦାୟ ପରେ ସିଲ୍‌ଭା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ସଭାପତି ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs NZ ସିରିଜ ମଝିରେ ହଲଚଲ, ନ୍ୟୁଜିଲାଣ୍ଡ ଦଳରୁ ବାଦ୍‌ ପଡିଲେ ୫ ଖେଳାଳି, ହେଲା ବଡ଼ ଅଦଳବଦଳ

ନୂଆଦିଲ୍ଲୀ,୬।୧୧: ଭାରତ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡର ଦିନିକିଆ ଏବଂ ‘ଏ’ ଦଳରେ…

CSK ଛାଡ଼ିବା ପରେ ଏକ ନୂଆ ଭୂମିକାରେ ନଜର ଆସିବେ ମାଇକେଲ ହସି; ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୬।୧୧: କିଛି ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଛାଡ଼ିଥିବା ମାଇକେଲ ହସି ବର୍ତ୍ତମାନ ଅଷ୍ଟ୍ରେଲୀୟ ଦଳରେ ଯୋଗ ଦେଇଛନ୍ତି। ନଭେମ୍ବର ୬, ଶୁକ୍ରବାର ଜାରି…

ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ…

ଆଜି ଧନତେରସରେ ମାଲାମାଲ ହେବେ କେବଳ ଏହି ୪ ରାଶି, ବ୍ୟବସାୟରେ ହେବ ଲାଭ ହିିଁ ଲାଭ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଆଜି ୬ ନଭେମ୍ବର ୨୦୨୬, କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ସକାଳ ୧୦ଟା ୩୦ ମିନିଟରେ ଦ୍ୱାଦଶୀ ତିଥିର ସମାପ୍ତି ହୋଇ ତ୍ରୟୋଦଶୀ ତିଥି ଆରମ୍ଭ…

ହୃଦୟ ବିଦାରକ ହତ୍ୟାକାଣ୍ଡ: ପତ୍ନୀ, ପୁଅ, ଶାଶୁ-ଶ୍ୱଶୁରଙ୍କ ସମେତ ୭ ଜଣଙ୍କୁ ହତ୍ୟା କଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୧: ବେଙ୍ଗାଲୁରୁରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି; ଏଥିରେ ୭ବର୍ଷର ଜଣେ ବାଳକ ମଧ୍ୟ…

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର, ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩୦ ଦିନର ବୋନସ

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୨୫-୨୦୨୬ ବର୍ଷ ପାଇଁ ୩୦…

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?