‘ନୁଭୋନିର୍ମାଣ’ ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୧୧:ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ ପକ୍ଷରୁ ‘ନୁଭୋନିର୍ମାଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ହେଉଛି ପ୍ରଥମ ଡାଇରେକ୍ଟ-ଟୁ-କଷ୍ଟମର ହୋମ୍‌ ଆସିଷ୍ଟ ଆପ୍‌। ବିଶେଷକରି ଏହା ଏକ ଅଲ୍‌-ଇନ୍‌-ୱାନ୍‌ ଡିଜିଟାଲ ପ୍ଲାଟ୍‌ଫର୍ମ, ଯାହା ସର୍ବନିମ୍ନ ନିର୍ମାଣ ସମୟ ଓ ସର୍ବନିମ୍ନ ନିର୍ଭରଶୀଳତା ସହିତ ଘର ନିର୍ମାଣ ପର୍ଯ୍ୟାୟଗୁଡ଼ିକରେ ଏକ ବିସ୍ତୃତ ଶୃଙ୍ଖଳାର ସୂଚନା ଓ ମାର୍ଗଦର୍ଶନକୁ ଅନ୍ତର୍ଭୁକ୍ତ କରିଛି। ଏପରିକି ନିର୍ମାଣ ସମ୍ପର୍କରେ ସୂଚନା ଦେବା ପାଇଁ ନୁଭୋନିର୍ମାଣ ଘର ନିର୍ମାଣର ପର୍ଯ୍ୟାୟ ସମ୍ପର୍କରେ ବିଶେଷଜ୍ଞତା ଶେୟାର କରିଥାଏ ଏବଂ ଉପଭୋକ୍ତାଙ୍କୁ ନୂତନ ଓ ସବୁଠାରୁ ଅଭିନବ ଉପତ୍ାଦଗୁଡିକ ସମ୍ପର୍କରେ ମଧ୍ୟ ସୂଚନା ଦେବା ସହ ଆର୍ଥିକ ପରାମର୍ଶ ମଧ୍ୟ ପ୍ରଦାନ କରିଥାଏ। ଉକ୍ତ ଆପ୍‌କୁ ବ୍ୟବହାରକରି ଇଣ୍ଡିଭିଜୁଆଲ ହୋମ୍‌ ବିଲ୍ଡର (ଆଇଏଚ୍‌ବି)ଙ୍କ ସମେତ ଉପଭୋକ୍ତାମାନେ ଏକାଧିକ ଫ୍ଲୋର୍‌ ପ୍ଲାନ୍‌ ଦେଖିପାରିବେ। ସେହିଭଳି ନିର୍ମାଣ ସାମଗ୍ରୀର ମୂଲ୍ୟକୁ ହିସାବ କରିପାରିବେ ଏବଂ ଆର୍ଟିକିଲ ଓ ଭିଡିଓ ମାଧ୍ୟମରେ ନିର୍ମାଣ ପର୍ଯ୍ୟାୟଗୁଡିକ ସମ୍ପର୍କରେ ଜାଣିପାରିବେ। ଏ ସମ୍ପର୍କରେ ନୁଭୋକୋର ଚିଫ୍‌ ଷ୍ଟ୍ରାଟେଜି ଓ ମାର୍କେଟିଂ ଅଫିସର ମଧୁମିତା ବାସୁ କହିଛନ୍ତି, ‘ବିଭିନ୍ନ ରିପୋର୍ଟ ଅନୁଯାୟୀ, ଭାରତୀୟ କନ୍‌ଷ୍ଟ୍ରକ୍ଶନ ମାର୍କେଟ୍‌ ୨୦୨୨ରୁ ୨୦୨୭ ମଧ୍ୟରେ ୧୦% ଅଧିକ ବିକଶିତ ହେବ ବୋଲି ଆଶା କରାଯାଉଛି। ତେଣୁ ନୁଭୋନିର୍ମାଣ ମାଧ୍ୟମରେ ନୁଭୋକୋ ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ଫିଙ୍ଗରଟିପ୍‌ରେ ଘର ନିର୍ମାଣ ସମ୍ପର୍କିତ ସମସ୍ତ ଅପ୍‌-ଟୁ-ଡେଟ୍‌ ସୂଚନା ଓ ଟୁଲ୍‌ଗୁଡିକ ପାଇଁ ଆକ୍‌ସେସ୍‌ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri