ଖେଳ

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ କାରଣରୁ ସେ ନିଜ ପଦ ଛାଡିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଏହି…

ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ପାକିସ୍ତାନ

କରାଚୀ, ୧୬ା୪ (ପି.ଟି.)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ବୋଲି କହିଛନ୍ତି ଏହାର ଚେୟାରମ୍ୟାନ ଏହେସାନ ମନି। ଆସନ୍ତା ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆ କପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି।…

ଗୁଆଙ୍ଗ୍‌ଝୋଉ ଟିମ୍‌ରୁ ହାନ୍‌ଚାଓ ବହିଷ୍କୃତ

ସାଂଘାଇ, ୧୬ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଚାମ୍ପିୟନ ଫୁଟ୍‌ବଲ ଟିମ୍‌ ଗୁଆଙ୍ଗ୍‌ଝୋଉ ଏଭରଗ୍ରେଣ୍ଡ୍‌ ଏହାର ଅନ୍ତର୍ଜାତୀୟ ଓ୍ବିଙ୍ଗର ୟୁ ହାନ୍‌ଚାଓଙ୍କୁ ଦଳରୁ ବହିଷ୍କାର କରିଛି। ନିଜର ମର୍ସିଡିଜ୍‌ ୪x୪ର ଲାଇସେନ୍ସ ପ୍ଲେଟ୍‌ ବଦଳ କରିଥିବାରୁ ଏହି ଖେଳାଳି ୧୫ ଦିନ ପୋଲିସ…

ବିଶ୍ୱରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲୀୟ ରୋୟର

ସିଡ୍‌ନୀ, ୧୬ା୪ (ଏଏଫ୍‌ପି)-ଦେଶରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଜଣେ ରୋୟର ଇନ୍‌ଡୋର୍‌ ହାଫ୍‌ ମାରାଥନରେ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି। ଅଷ୍ଟ୍ରେଲିଆ ଦଳର ଅନ୍ୟମାନଙ୍କ ଭଳି ଜର୍ଜି ରୋଓ୍ବି ସିଡ୍‌ନୀସ୍ଥିତ ବାସଗୃହରେ ଟ୍ରେନିଂ ଜାରି ରଖିଛନ୍ତି। ଚଳିତବର୍ଷ ଜାପାନରେ ଟୋକିଓ…

ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.): ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ ହେବ। ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏକାଡେମୀ ଓ ସଂସ୍ଥାଗତ ୟୁନିଟ୍‌ରେ ହକିର…

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ସେଲଟିକ୍‌ରେ ଏକ ଗୋଲ ପ୍ରଦାନଜନିତ ଉତ୍ସବ ମନାଉଥିବା ବେଳେ ସାଣ୍ଟୋସ୍‌ ପୋଲିସ୍‌ ଓ…

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ ବିଶ୍ୱକପ୍‌ଠାରୁ ବଡ଼ ବୋଲି ଶାସ୍ତ୍ରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି।…

କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ରୁଦ୍ଧଦ୍ୱାରରେ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ ବୋଲି…

କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ବିଶ୍ୱର ଏହି ଶ୍ରେଷ୍ଠ ତଥା ସବୁଠାରୁ ଲୋକପ୍ରିୟ ସାଇକେଲ ରେସ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି…

ଆଇପିଏଲକୁ ନେଇ ଅନିଶ୍ଚିତତା ବଢ଼ିଲା

ନୂଆଦିଲ୍ଲୀ, ୧୫।୪- କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁବଢ଼ାଇବାପରେ ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)କୁ ପୁଣି ସ୍ଥଗିତ ରଖା ଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମେ’…

କର୍କଟ ରୋଗରୁ ମୁକ୍ତି ପାଇଲେ ଭିଆଲି

ଲଣ୍ଡନ, ୧୫ା୪ (ଏଏଫ୍‌ପି)-ଇଟାଲୀ ଓ ଜୁଭେଣ୍ଟସ୍‌ ଟିମ୍‌ର ପୂର୍ବତନ ଫରଓ୍ବାର୍ଡ ଜିଆନଲୁକା ଭିଆଲି ଦ୍ୱିତୀୟ ଥର କର୍କଟ ରୋଗରୁ ମୁକ୍ତି ପାଇଛନ୍ତି। ୫୫ ବର୍ଷୀୟ ଭିଆଲି ପ୍ରଥମେ ୨୦୧୮ରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଏଥରୁ ସେ ଆରୋଗ୍ୟ ଲାଭ କରିବାରେ…

ନିଜ ଗ୍ରାମ ସାନିଟାଇଜେଶନ କଲେ ଭୋକାନାଲ୍‌

ମୁମ୍ବାଇ, ୧୫ା୪ (ପି.ଟି.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଅନେକ କ୍ରୀଡ଼ାବିତ୍‌ ସହାୟତାର ହାତ ବଢାଇଛନ୍ତି। କେତେଜଣ ଅର୍ଥ ଦାନ କରିଛନ୍ତି ତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। କିନ୍ତୁ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ରୋୟର ଦାତୁ ବବନ ଭୋକାନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?