ଆଂଶିକାଙ୍କ ଉପରେ ନଜର ରଖିଛନ୍ତି ଅନୁରାଧା
ଭୁବନେଶ୍ୱର, ୧୪।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଉଦୀୟମାନ ଆଥଲେଟ୍ ଆଂଶିକା ରାଉତରାୟ। ପାଠପଢ଼ା ସହ ଶଟ୍ପୁଟ୍କୁ କ୍ୟାରିୟର କରୁଥିବା ଆଂଶିକାଙ୍କ ଉପରେ ଏବେ ମା’ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ତୀକ୍ଷ୍ଣ ନଜର। କାରଣ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ୁଥିବା ଆଂଶିକା ପଢ଼ା ସହ…
ଜାଡେଜା ଶ୍ରେଷ୍ଠ ଭାରତୀୟ ଫିଲ୍ଡର: ହଗ୍
ସିଡ୍ନୀ,୧୩।୪: କରୋନା ଭାଇରସର ଆତଙ୍କ ଚାଲୁ ରହିଥିବା ବେଳେ ସାରା ବିଶ୍ୱ ଏବେ ସ୍ଥିର ହୋଇଯାଇଛି। ତେବେ ଅଷ୍ଟ୍ରେଲିଆ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। କୋଭିଡ୍-୧୯ କାରଣରୁ ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ…
ଦିନମଜୁରିଆଙ୍କୁ ଖାଦ୍ୟ ଯୋଗାଇଲେ ଫୁଟବଲର ଶୁଭାଶିଷ
କୋଲକାତା,୧୩।୪ (ପି.ଟି.): ଭାରତୀୟ ଫୁଟବଲର ତଥା ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ମୁମ୍ବାଇ ସିଟି ଲେଫ୍ଟ ବ୍ୟାକ୍ ଶୁଭାଶିଷ ବୋଷ କୋଭିଡ୍-୧୯ ମହାମାରୀ ମୁକାବିଲାରେ ସାମିଲ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାସ୍ଥିତ ତାଙ୍କ ଘରୋଇ ସହର ସୁଭାଷଗ୍ରାମ୍ରେ ସେ ଗୃହହୀନ…
ଲକ୍ଡାଉନ୍ରେ ଲେଖକ ହେଲେ ମାରିଜନେ
ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ ମାରିଜନେ ନିଜ ପରିବାରଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର…
କରୋନା ଭାଇରସ ଲଢ଼େଇ: ନିଜ ହସ୍ପିଟାଲ ଦାନ କଲେ ଡ୍ରୋଗ୍ବା
ଆବିଡଜାନ,୧୩।୪(ଏଏଫ୍ପି): କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଯୋଗଦେଇଛନ୍ତି ଆଇଭରୀ କଷ୍ଟ ଫୁଟବଲର ତଥା ପୂର୍ବତନ ଚେଲସି ଫରଓ୍ବାର୍ଡ ଡିଡିଏର ଡ୍ରୋଗବା। ସେ ଏଥିପାଇଁ ନିଜ ଦେଶ ଆଇଭରୀ କଷ୍ଟରେ ଥିବା ହସ୍ପିଟାଲକୁ ଦାନ କରିଛନ୍ତି। ଆଇଭରୀ କଷ୍ଟ ପାଇଁ…
ପୂର୍ବତନ ପେସାଦାର ଗଲ୍ଫର ସାଣ୍ଡର୍ସଙ୍କ ପରଲୋକ
ଲସ୍ଏଞ୍ଜେଲ୍ସ, ୧୩।୪ (ଏଏଫ୍ପି): ଆମେରିକୀୟ ପେସାଦାର ଗଲ୍ଫର ଡଗ୍ ସାଣ୍ଡର୍ସ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ହଷ୍ଟନ୍ରେ ରବିବାର ସକାଳେ ସେ ପରଲୋକ ଗମନ କରିଛନ୍ତି। ବିଶ୍ୱ ଗଲ୍ଫର ଜଣେ କିମ୍ବଦନ୍ତୀ ଖେଳାଳିଭାବେ ବିବେଚିତ ହୁଅନ୍ତି ସାଣ୍ଡର୍ସ। ପିଜିଏ ଟୁରରେ…
ବେସ୍ବଲ୍: ପୂର୍ବତନ କବ୍ସ ତାରକା ବେକେର୍ଟଙ୍କ ପରଲୋକ
ଲସ୍ଏଞ୍ଜେଲ୍ସ, ୧୩ା୪ (ଏଏଫ୍ପି): ପୂର୍ବତନ ବେସ୍ବଲ ତାରକା ତଥା ଚିକାଗୋ କବ୍ସ ଇନ୍ଫିଲ୍ଡର ଗ୍ଲେନ ବେକେର୍ଟ ରବିବାର ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୬୫ରୁ ୧୯୭୩ ମଧ୍ୟରେ ସେ ସେକେଣ୍ଡ ବେସ୍ ହିସାବରେ କବ୍ସ ତରଫରୁ ଖେଳିଥିଲେ। ଏହାପରେ ଅବସର…
ଭାରତ ଆୟୋଜନ କରିବ ଏସିଆନ ବକ୍ସିଂ ଚାମ୍ପିୟନଶିପ୍
ନୂଆଦିଲ୍ଲୀ,୧୩।୪ (ପି.ଟି.): ଚଳିତବର୍ଷ ନଭେମ୍ବର- ଡିସେମ୍ବରରେ ଭାରତ ଉଭୟ ପୁରୁଷ ଓ ମହିଳା ଏସିଆନ ବକ୍ସିଂ ଚାମ୍ପିୟନଶିପ୍ ଆୟୋଜନ କରିବ। ବକ୍ସିଂ ଜାତୀୟ ଫେଡେରେଶନ ସୋମବାର ଏ ନେଇ ସୂଚନା ଦେଇଛି। ସେତେବେଳକୁ କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଯାଇଥିବ ବୋଲି ଫେଡେରେଶନ…
ପିଲାଦିନର ଅଭିଳାଷ ପେଣ୍ଟିଂକୁ ଉପଭୋଗ କରୁଛନ୍ତି ଭାଲେଣ୍ଟିନା
ଭୁବନେଶ୍ୱର, ୧୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ୍ ସଂକ୍ରମଣ ଜନିତ କାରଣରୁ ଏବେ ଖେଳ ସମ୍ଭବ ନ ଥିବାରୁ ପ୍ରାକ୍ଟିସ ଉପରେ ବିଶେଷ ଫୋକସ କରି ପାରୁନାହାନ୍ତି କ୍ରୀଡ଼ାବିତ୍। ଯେଉଁମାନେ ଘରେ ରହୁଛନ୍ତି ସେମାନେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ…
ଆଇପିଏଲ୍ ଦର୍ଶକ ବିନା ହୋଇପାରେ କିନ୍ତୁ ଟି୨୦ ବିଶ୍ୱକପ୍ ନୁହେଁ
ମେଲବୋର୍ନ, ୧୩ା୪ (ପି.ଟି.)- ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ହୁଏତ ବିନା ଦର୍ଶକରେ ହୋଇପାରେ, କିନ୍ତୁ ଟି୨୦ ବିଶ୍ୱକପ୍ ଯଥାର୍ଥ ହେବ ନାହିଁ। ଏକ ସାକ୍ଷାତ୍କାରରେ ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଲ୍ ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ।…
ଘରେ ପହଞ୍ଚି ଖାଦ୍ୟ ଯୋଗାଉଛନ୍ତି କିର୍ଗିଓସ
ସିଡ୍ନୀ, ୧୩ା୪ (ଏଏଫ୍ପି)-ଅଷ୍ଟ୍ରେଲିଆ ଟେନିସ ଷ୍ଟାର ନିକ୍ କିର୍ଗିଓସ ଜଣେ ସ୍ପଷ୍ଟବାଦୀ ଭାବେ ଜଣାଶୁଣା। ଟେନିସ୍ କୋର୍ଟରେ ମଧ୍ୟ ଅନେକ ଥର ଝାମେଲା କରି ବିବାଦୀୟ ହୋଇଛନ୍ତି। କିନ୍ତୁ କରୋନା ଭାଇରସ୍ ପାଇଁ ଦେଶରେ ଶଟ୍ ଡାଉନ୍ ଚାଲିଥିବାରୁ ଅନାହାରରେ ଥିବା…
ଅନ୍ଲାଇନ୍ ଚେସ୍ରୁ ସାଢ଼େ ୪ ଲକ୍ଷ ଟଙ୍କା ସଂଗ୍ରହ
ଚେନ୍ନାଇ,୧୨।୪(ପି.ଟି.)-ପୂର୍ବତନ ବିଶ୍ୱଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ନେଇ ଆୟୋଜିତ ହୋଇଥିବା ଅନ୍ଲାଇନ୍ ଚେସ୍ ପ୍ରଦର୍ଶନୀରୁ ୪.୫ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। କୋଭିଡ୍-୧୯ ମୁକାବିଲା ପାଇଁ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପଣ୍ଡକୁ ପ୍ରଦାନ କରାଯିବ। ଆନନ୍ଦଙ୍କ ସମେତ ଏହି ଟୁର୍ନାମେଣ୍ଟରେ ଭାରତର…

