ଓମାନ ଓପନ୍ ଫାଇନାଲରେ ଶରଥ୍
ମସ୍କଟ, ୧୫।୩ (ପି.ଟି.)- ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ୍ କମଲ ଏଠାରେ ଚାଳିଥିବା ଆଇଟିଟିଏଫ୍ ଚ୍ୟାଲେଞ୍ଜର ପ୍ଲସ ଓମାନ୍ ଓପନ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଶରଥ୍ ରୁଷିଆର କିରିଲ ସ୍କାଚକୋଭଙ୍କୁ…
ଚେନ୍ନାଇ ଛାଡ଼ିଲେ ଧୋନୀ
ଚେନ୍ନାଇ, ୧୫।୩- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।…
କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା
ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ କଡ଼ା ଟ୍ରେନିଂ ତଥା ପ୍ରଶିକ୍ଷଣ ସାରି…
କରୋନା ଭାଇରସ୍: ସେଫିଲ୍ଡ ସିଲ୍ଡ୍ ଫାଇନାଲ ରାଉଣ୍ଡ ବାତିଲ
ମେଲବୋର୍ନ, ୧୫।୩(ପି.ଟି.)- ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଲିଗ୍ ଭାବେ ଜଣାଶୁଣା ଥିବା ସେଫିଲ୍ଡ ସିଲ୍ଡର ପାଇନାଲ ରାଉଣ୍ଡକୁ ବାତିଲ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତି ନେଇଛି। କରୋନା ଭାଇରସ୍ କାରଣରୁ ସୃଷ୍ଟି ହୋଇଥିବା ମହାମାରୀକୁ ଦୃଷ୍ଟିରେ ରଖି ଏପରି…
କରୋନା ଭାଇରସ: ସିରିଜ ଏ’ରେ ୧୧ ଖେଳାଳି ସଂକ୍ରମିତ
ରୋମ,୧୫।୩(ପି.ଟି.)- ଇଟାଲୀ ଫୁଟବଲ ଲିଗ୍ ସିଷ୍ଟମର ଏକ ପେସାଦାର ଲିଗ୍ ଭାବେ ଜଣାଶୁଣା ଥିବା ସିରିଜ ଏ’ରେ ମୋଟ ୧୧ ଜଣ ଖେଳାଳି କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ଏହା ଏକ ସଙ୍କଟଜନକ ପରିସ୍ଥିତି ବୋଲି ସିରିଜ ଏ’ର ଡାକ୍ତରମାନେ ଘୋଷଣା…
ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍ କୋଚ୍
ମାରଗାଓ, ୧୫।୩(ପି.ଟି.)- ଆଇଏସ୍ଏଲ୍ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍ ରନର୍ସଅପ୍ ହୋଇଛି। ତେବେ ଏହା ଚେନ୍ନାଇନ୍ ହେଡ୍ କୋଚ୍ ଓଓ୍ବେନ କୋଏଲ୍ଙ୍କର ହଜମ ହୋଇନାହିଁ। କୋତୋଟି ସୁଯୋଗ ମିଳିଥିଲେ ମଧ୍ୟ ଏହାର ସଦ୍ ଉପଯୋଗ ଆମେ କରିପାରି…
ଆଇଏସ୍ଏଲ୍ ଅଧିକ ପେସାଦାର ହୋଇଛି: ହାବାସ
ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍ ଖୁସି ହୋଇଛନ୍ତି ହେଡ୍ କୋଚ୍ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍କୁ ବେଶ୍…
କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା
ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍ କାରଣରୁ ଭାରତରେ ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା। ଆଥ୍ଲେଟିକ୍ସ:…
ସାବଧାନତା ହିଁ ସବୁଠୁ ଶ୍ରେଷ୍ଠ ଉପାୟ: କୋହଲି
ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଦିନକୁ ଦିନ କରୋନା ଭାଇରସ୍ ଦେଶରେ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଗେଇ ଆସିଛନ୍ତି। କରୋନା ଭାଇରସ୍ରୁ ବର୍ତ୍ତିବା ଲାଗି ଜରୁରୀ…
ଓମାନ ଓପନ୍ ଟିଟି: ଚନ୍ଦ୍ରା ଚାମ୍ପିୟନ
ମସ୍କଟ, ୧୫ା୩ (ପି.ଟି.)-ଭାରତର ଉଦୀୟମାନ ଟେବୁଲ ଟେନିସ (ଟିଟି) ଖେଳାଳି ଜିତ୍ ଚନ୍ଦ୍ରା ୨୧ବର୍ଷରୁ କମ୍ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଟିଟି ଖେଳାଳି ମାନବ ଠକ୍କରଙ୍କୁ ୧୧-୬, ୧୧-୭,…
କରୋନା ଭାଇରସ: ଇରାନୀ କପ୍ ସହ ସମସ୍ତ ଘରୋଇ ମ୍ୟାଚ୍ ସ୍ଥଗିତ
ମୁମ୍ବାଇ, ୧୫।୩(ପି.ଟି.)- କରୋନା ଭାଇରସ ସଂକ୍ରମଣ ତଥା ଆତଙ୍କ କାରଣରୁ ଭାରତୀୟ କ୍ରିକେଟେ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇରାନୀ ଟ୍ରଫି ସମେତ ସବୁ ପ୍ରକାର ଘରୋଇ ମ୍ୟାଚକୁ ସ୍ଥଗିତ ରଖିଛି। ଇରାନୀ ଟ୍ରଫିରେ ରଣଜୀ ଚାମ୍ପିୟନ ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତ…
ଡିଫେନ୍ସ ଉପରେ କୋଚ୍ ଗ୍ରାହମ ଜୋର ଦେଉଛନ୍ତି: ବୀରେନ୍ଦ୍ର
ବେଙ୍ଗାଲୁରୁ,୧୫।୩(ପି.ଟି.)- ଏକ ଭଲ ତଥା ଦୃଢ ଡିଫେନ୍ସ ମ୍ୟାଚ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଭାରତୀୟ ହକି କୋଚ୍ ଗ୍ରାହମ ରିଡ ବିଶ୍ୱାସ କରନ୍ତି ବୋଲି ଅଭିଜ୍ଞ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା କହିଛନ୍ତି। ଆକ୍ରମଣାତ୍ମକ ହକି ଖେଳିବା…

