ଖେଳ

ଆସେସମେଣ୍ଟ ଟେଷ୍ଟ ପାଇଁ ବ୍ୟସ୍ତ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଏହି ସମୟରେ ଭାରତର କେତେଜଣ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସେମାନଙ୍କ ନିଯୁକ୍ତିଦାତା ଇଣ୍ଡିଆନ ଅଏଲ୍‌ କର୍ପୋରେଶନ (ଆଇଓସି) ପକ୍ଷରୁ ହେବାକୁ ଥିବା ଅନ୍‌ଲାଇନ୍‌ ଟେଷ୍ଟ ଦେବାକୁ ପ୍ରସ୍ତୁତ…

ପଦବୀ ଉଚ୍ଛେଦ କରିବ ଆଇଟା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) କେତୋଟି ପଦବୀ ଉଚ୍ଛେଦ କରିବାକୁ ରାଜି ହୋଇଛି। ଏହି ଅବେଅତନିକ ପଦବୀଗୁଡ଼ିକ ହେଲା ଆଜୀବନ ସଭାପତି, ଆଜୀବନ ଉପସଭାପତି ଓ ଆଜୀବନ କନସେଲର। ଏହି ପଦବୀଗୁଡ଼ିକ ନ୍ୟାଶନାଲ ସ୍ପୋଟର୍‌ସ…

ଟୋକିଓ: ଗୃହହୀନ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ଚାହୁଁଛନ୍ତି

ଟୋକିଓ,୧୮।୪(ଏପି): କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରିଥିବା ବେଳେ ଟୋକିଓରେ ଗୃହହୀନଙ୍କ ଏକ ବର୍ଗ ତଥା ସମୁଦାୟ ଏକ ଭିନ୍ନ ପ୍ରକାର ଦାବି ଉପସ୍ଥାପନା କରିଛନ୍ତି। ଏମାନେ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ପିଟିଶନ ଦାୟର କରିଛନ୍ତି। ଏହି କ୍ରୀଡ଼ାଗ୍ରାମରେ…

ବିସିସିଆଇର ‘ଟିମ୍‌ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍‌-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ। ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧି ବାହାରନ୍ତୁ ବୋଲି ସରକାରଙ୍କ ତରଫରୁ ଅପିଲ…

୨୦୨୨ ପିଫା ବିଶ୍ୱକପ୍‌: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବ

ଅସୁନ୍‌ସିଅନ,୧୮।୪(ଏଏଫ୍‌ପି)- ଖୁବ୍‌ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା ଫୁଟବଲ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ ଆରମ୍ଭ ହେବ ବୋଲି ଦକ୍ଷିଣ ଆମେରିକା ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ…

ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ବଜାୟ ରହିବ: ରିଜିଜୁ

ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।…

ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ: ପିଟରସନ

ମୁମ୍ବାଇ,୧୮।୪ (ପି.ଟି.)- ଇଂଲଣ୍ଡ ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ବୋଲି ସେ ମତ ଦେଇଛନ୍ତି। ଦୁଇଟି ବିଶ୍ୱକପ୍‌ ଜିତିଥିବା ଧୋନୀଙ୍କୁ ବିନା…

ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି

ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍‌-୧୯ ଯୋଗୁ ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହୁଛି ଏ ସମ୍ପର୍କରେ ଠକିଣା ସମୟରେ ନିଷ୍ପତ୍ତି ନିଆଯିବ।…

ଝିଅକୁ କିିକ୍‌ବକ୍ସିଂ ଶିଖାଉଛନ୍ତି ବିଭୂତି

ଭୁବନେଶ୍ୱର, ୧୮।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସବୁଠାରୁ ସଫଳ କିକ୍‌ ବକ୍ସର ହେଉଛନ୍ତି ବିଭୂତି ଭୂଷଣ ବେହେରା। କ୍ୟାରିୟରରେ ଅତିକମ୍‌ରେ ୧୦ଥର ଜାତୀୟ ଚାମ୍ପିୟନ ହୋଇଥିବା ବିଭୂତି ନବେ ଦଶକରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଦେଖାଇ ଦେଶ ଓ ରାଜ୍ୟକୁ ଗର୍ବିତ…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ପାଇଁ ସେ ଯେଉଁ ଯୋଜନା…

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି ଏବଂ ସମ୍ପୂର୍ଣ୍ଣ କ୍ରୀଡ଼ା…

କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ କରିଛନ୍ତି ବୋଲି ଶୁକ୍ରବାର ତାଙ୍କ ପୂର୍ବତନ କ୍ଲବ ଲିଡ୍ସ ତରଫରୁ ସୂଚନା ଦିଆଯାଇଛି। କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?