ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍ଲାଇନ୍ରେ ମ୍ୟାଚ୍ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍ ସେଶନ
ନୂଆଦିଲ୍ଲୀ,୨୦।୪ (ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍ଲାଇନ୍ରେ ମ୍ୟାଚ୍ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା ଓ…
କୋଭିଡ୍-୧୯: ବ୍ୟାଟ୍ ନିଲାମ କରିବେ ମୁଶଫିକର
ଢାକା,୨୦।୪ (ପି.ଟି.): କୋଭିଡ୍-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍ରେ ଦ୍ୱିଶତକ ହାସଲ କରିଥିଲେ।…
ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍
ସାଙ୍ଘାଇ,୨୦।୪ (ଏଏଫ୍ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍ ସୁପର ଲିଗ୍ (ସିଏସ୍ଏଲ୍) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍ ଜୁନ୍ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା…
ବେକ୍ହାମଙ୍କ ମତରେ ମେସି ଶ୍ରେଷ୍ଠ
ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଇଂଲଣ୍ଡ ଫୁଟବଲ ଲିଜେଣ୍ଡ ଡେଭିଡ ବେକ୍ହାମ୍। ଶେଷ ବାଲନ ଡି’ଅର…
୩ ମାସ ପରେ ଫେରିଲା ଉହାନ ଫୁଟ୍ବଲ ଟିମ୍
ସାଂଘାଇ, ୨୦ା୪ (ଏଏଫ୍ପି)-ଚାଇନିଜ ସୁପର ଲିଗ୍ ଟିମ୍ ଉହାନ୍ ଜାଲ୍ ୩ ମାସରୁ ଊର୍ଦ୍ଧ୍ୱ ସମୟ ପରେ ଘରବାହୁଡ଼ା କରିଛି। ଟିମ୍ର ସଦସ୍ୟମାନେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ୍ର ବାସିନ୍ଦା। କୋଭିଡ୍-୧୯ ସଂକ୍ରମଣ ଆଶଙ୍କାରେ ଗତ ଜାନୁୟାରୀରୁ ଉହାନ୍ ସହରକୁ ସିଲ୍…
‘ଅନ୍ଲାଇନ୍ ଚେସ୍ କୋଚିଂ ଉପାଦେୟ ହେଉଛି’
ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍କୁ ନେଇ ବେଶ୍ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ ଗୁରୁତର…
ହ୍ବାଟ୍ମୋର୍ ବରୋଦା ରଣ୍ଜୀ ଟିମ୍ କୋଚ୍ ନିଯୁକ୍ତ
ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍ ଡେଭ୍ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍ ଓ କ୍ରିକେଟ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ କ୍ରିକେଟ ଆସୋସିଏଶନ (ବିସିଏ) ସଂପାଦକ ଅଜିତ ଲେଲେ ଏହା…
ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍ଙ୍କୁ ସିମୋନାଙ୍କ ବିରୋଧ
ବୁକାରେଷ୍ଟ, ୧୯।୪: କୋଭିଡ୍-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଟୁର୍ନାମେଣ୍ଟଗୁଡିକ ଆୟୋଜନ ପାଇଁ ଦୁଇ ଟେନିସ ତାରକା ସ୍ପେନ୍ର ରାଫାଲ ନାଡାଲ…
କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ
କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍ଘାତ୍ରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ ତାଙ୍କ ପାଖରେ ଥିଲେ। ଲୋକପ୍ରିୟ…
କରୋନା ଡର ନାହିଁ: ତୁର୍କମେନିସ୍ତାନରେ ଆରମ୍ଭ ହେବ ଫୁଟବଲ ସେସନ
ଅଶଗାବାଟ୍, ୧୯।୪ (ଏଏଫ୍ପି): ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଅଲିମ୍ପିକ୍ ଓ ୟୁରୋକପ୍ ଫୁଟବଲ୍ ସମେତ ବହୁ ବଡ଼ ତଥା ଛୋଟ ଇଭେଣ୍ଟ ଏହି କାରଣରୁ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ତ୍ୁର୍କମେନିସ୍ତାନରେ କଥା…
କୋଭିଡ୍-୧୯: ଆଫ୍ରିକାନ୍ କ୍ଲବ ଫାଇନାଲ୍ସ ସ୍ଥଗିତ
କାଏରୋ,୧୯।୪(ଏଏଫ୍ପି): ଆଫ୍ରିକାନ୍ ଚାମ୍ପିୟନ୍ସ ଲିଗ୍ ଓ ଆଫ୍ରିକାନ କନ୍ଫେଡେରେଶନ କପ୍ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ ନିର୍ଦ୍ଧାରିତ ସମୟରେ ଆୟୋଜନ ହୋଇପାରିବ ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ମେ’ରେ ଏହି…
ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ
ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରିୟ ଖେଳାଳି…

