Posted inଖେଳ

ଧୋନୀଙ୍କ ପାଇଁ ପାଗଳ ଫ୍ୟାନ୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ପଡିଆରୁ ଦୂରେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଜୈବିକ କୃଷି ଚାଷ ଆରମ୍ଭ କରିଛନ୍ତି। ୨୦୧୯ ବିଶ୍ୱକପ୍‌ ପରଠାରୁ ଭାରତୀୟ ଦଳର ବାହାରେ ଥିବା ମାହିଙ୍କ ଦେଶ ବିଦେଶରେ ଅନେକ ଫ୍ୟାନ୍‌ ଅଛନ୍ତି। ଏମିତି ଜଣେ ଫ୍ୟାନ୍‌ ହେଉଛନ୍ତି ଶିଖର ପାଣ୍ଡେ। ସେ ନିକଟରେ ନିଜ ହାତରେ ମାହିଙ୍କ ଫଟୋ ଥିବା ଟାଟୁ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିଖର ଧୋନୀ ବ୍ୟାଟିଂ କରୁଥିବା ଏକ ଟାଟୁ କରିଛନ୍ତି। ଏହାସହ ଲେଖିଛନ୍ତି, ଧୋନୀ ଫିନିଶ୍ସ ଇନ୍‌ ରୟାଲ୍‌। ଶିଖରଙ୍କ ଏହି ଟାଟୁ ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ...

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩...

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ...

ହକିରେ ଭାରତ ଏଥର ଅଲିମ୍ପିକ୍‌ ପଦକ ଜିତିବ: ଠାକୁର

ଭୁବନେଶ୍ୱର,୨୬।୨(ସ୍ପୋଟର୍‌ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା...

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୫: ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ବାମହାତୀ ପେସର ଟି ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ...

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ...

ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…

ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ସେ ଅନେକ...

Advertisement
Archives

Model This Week