Posted inଖେଳ

ସିଂହ ସହ ଖେଳନ୍ତି ଏହି ମହିଳା କ୍ରିକେଟର୍‌, ଫିଟନେସ୍‌ରେ ବି ନଂ୧

ଭାରତର ତାରକା କ୍ରିକେଟର୍‌ ତାନିଆ ଭାଟିଆ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଟନ୍ତି। ୧୯୯୭ ନଭେମ୍ବର ୨୮ରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ତାନିଆ ବହୁତ କମ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପଶୁପ୍ରେମୀ ତାନିଆ ସିଂହ ସହ ଖେଲିବାକୁ ପସନ୍ଦ କରନ୍ତି। କେବଳ ଏତିକି ନୁହେଁ ନିଜକୁ ଫିଟ୍‌ ରଖିବାକୁ ସର୍ବଦା ଚେଷ୍ଟା କରିଥାନ୍ତି।
୨୦୧୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ୨୨ ବର୍ଷୀୟ ତାନିଆ ପିଲାଦିନରୁ ସେ ଏପରି ଏକ ପରିବେଶରେ ବଢିଥିଲେ ଯେଉଁଠାରେ କ୍ରିକେଟ ଛଡା ଆଉ କିଛି ନ ଥିଲା। ତାନିଆଙ୍କ ପିତା ସଞ୍ଜୟ ଭାଟିଆ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରିକେଟ ଖେଳିଥିଲେ। କେବଳ ଏତିକି ନୁହେଁ, ତାଙ୍କ ବଡ ଭାଇ ଅଣ୍ଡର-୧୯ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ। ତାନିଆ ଡିଏଭି ସିନିୟର ମାଧ୍ୟମିକ ବିଦ୍ୟାଳୟରେ ପଢୁଥିଲେ, ସେତେବେଳେ ସେ ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କଠାରୁ ତାଲିମ ନେଇଥିଲେ। ତାନିଆ ସର୍ବକନିଷ୍ଠ ଖେଳାଳି ଭାବେ ମାତ୍ର ୧୯ ବର୍ଷ ବୟସରେ ପଞ୍ଜାବକୁ ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଥର ସଚିନଙ୍କୁ ଆଉଟ୍‌ କରିଥିଲେ, ଏବେ ଘର ଘର ବୁଲି ଏସି ସଜାଡୁଛନ୍ତି ଏହି ଖେଳାଳି

କୁହାଯାଏ ଯେ ଥରେ ଜଣେ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ମାଲାମାଲ ହୋଇଯାନ୍ତି। ବ୍ୟାଙ୍କ ବାଲାନ୍ସ, ବଙ୍ଗଳା, କାର ଭଳି ସବୁ ସୁବିଧା...

ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀର ପସନ୍ଦ କିନ୍ତୁ ମଣିଷ ଭାବେ ନୁହେଁ: ଆଫ୍ରିଦୀ

ନୂଆଦିଲ୍ଲୀ, ୧୯।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ପାକିସ୍ତାନ ଅଲ୍‌ରାଉଣ୍ଡ ଶାହିଦ ଆଫ୍ରିଦୀଙ୍କ ମଧ୍ୟରେ ପଡ଼ିଆରୁ ଆରମ୍ଭ ହୋଇଥିବା ଶତ୍ରୁତା...

ଟିମ୍‌ ଇଣ୍ଡିଆ ସହ ଭେଦଭାବକୁ ନେଇ ବର୍ଷିଲେ ସେହ୍ବାଗ: କହିଲେ‘ ଆତିଥ୍ୟରେ ଭାରତ ଆଗରେ…’

ନୂଆଦିଲ୍ଲୀ,୨୬।୧୦: ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ଟି୨୦ ବିଶ୍ୱକପ୍‌ର ଆଗାମୀ ମ୍ୟାଚ୍‌ ଖେଳିବା ପୂର୍ବରୁ ଏକ ବିବାଦ ଦେଖାଦେଇଛି। ସିଡନୀରେ ଅଭ୍ୟାସ ମ୍ୟାଚ୍‌ ସମୟରେ ଟିମ୍‌ ଇଣ୍ଡିଆକୁ...

ଅକ୍‌ଲାଣ୍ଡରେ ଭାରତୀୟ କ୍ରିକେଟ ଦଳ

ଅକ୍‌ଲାଣ୍ଡ, ୨୨।୧(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ମଙ୍ଗଳବାର ଅକ୍‌ଲାଣ୍ଡରେ ପହଞ୍ଚିଛି। ୬ ସପ୍ତାହର ଏହି ଗସ୍ତରେ ଭାରତ...

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା...

ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି ଓ୍ବେଷ୍ଟଇଣ୍ଡିଜ୍‌: କ୍ୱାଲିଫାଏର ମ୍ୟାଚରେ ପରାଜିତ, ସୁପର ସିକ୍ସରୁ ବାହାର…

ହାରାରେ,୧।୭ : କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି।...

ରୋହିତ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବା ଉଚିତ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୨।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମାଙ୍କୁ ପୂର୍ବତନ କ୍ରିକେଟରମାନେ ଭୂୟସୀ ପ୍ରଶଂସା...

Advertisement
Archives

Model This Week