Posted inଖେଳ

ଆଇପିଏଲ ଚାଲିଥିବାବେଳେ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ବିଦେଶୀ କ୍ରିକେଟର

ଶୋଏବ ମଲିକ, ହାସନ ଅଲି, ଗ୍ଲେନ ଟର୍ନର ଏବଂ ମୋହସିନ ଖାନ ଭଳି ଖେଳାଳିମାନେ ସେମାନଙ୍କ ଜୀବନସାଥୀ ଭାରତରୁ ବାଛିଛନ୍ତି। ସେହି ତାଲିକାରେ ଅଷ୍ଟ୍ରେଲୀୟ କ୍ରିକେଟର ସନ ଟେଟଙ୍କ ନାମ ମଧ୍ୟ ରହିଛି। ଯିଏ ମୁମ୍ବାଇର ମଡେଲ ମାସୁମା ସିଙ୍ଗାଙ୍କୁ ବିବାହ କରିଥିଲେ। ଆଇପିଏଲବେଳେ ମାସୁମାଙ୍କୁ ମନ ଦେଇ ବସିଥିଲେ ଟେଟ୍‌। ୨୦୧୦ରେ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ଟେଟ ଭାରତ ଆସିଥିଲେ। ଏହି ସମୟରେ ଏକ ପାର୍ଟିରେ ମାସୁମାଙ୍କୁ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ମାସୁମା ମୁମ୍ବାଇର ବାସିନ୍ଦା ଥିଲେ ଚାରି ବର୍ଷ ପରେ ସେମାନେ ବିବାହ କଲେ। ୨୦୦୫ରେ ପ୍ରସିଦ୍ଧ କିଙ୍ଗଫିସର କ୍ୟାଲେଣ୍ଡରରେ ମଡେଲିଂ କରିବା ପରେ ମାସୁମ ଲାଇମଲାଇଟକୁ ଆସିଥିଲେ। ଏହି କ୍ୟାଲେଣ୍ଡର ଅଷ୍ଟ୍ରେଲିଆରେ ଶୁଟ କରାଯାଇଥିଲା। ଶୋଏବ ଅଖତର ଏବଂ ବ୍ରେଟ ଲିଙ୍କ ପରି ସେ ମଧ୍ୟ୧୫୫ କିଲୋମିଟର ବେଗରେ ବୋଲିଂ କରୁଥିବା ଟେଟ୍‌ ୨୦୦ରେ ଆହତ ହେବା ପରେ ସେ କ୍ରିକେଟରୁ ବିରତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ଭଲିରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଏକାସଙ୍ଗେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୩ କ୍ରିକେଟର, ଲୁହରେ ଭିଜିଲା…

ନୂଆଦିଲ୍ଲୀ,୨୮।୬: ICC ମହିଳା T20 ବିଶ୍ୱକପ 2026 ର ଗ୍ରୁପ B ର ଦୁଇ ସେମିଫାଇନାଲିଷ୍ଟ ନିର୍ଣ୍ଣୟ କରାଯାଇଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଏକ ଦମଦାର ପରାଜୟ…

ସିୟା-ଚେତନଙ୍କ ପ୍ରେମ କାହାଣୀର କ୍ରିକେଟ ସହ ରହିଛି ବିଶେଷ ସମ୍ପର୍କ, ପ୍ରଥମ ସାକ୍ଷାତର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ପୁଣେ,୨୮।୬: କେତନ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ – ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ସମ୍ପର୍କରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି।…

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri