ଇଂଲଣ୍ଡ ଗସ୍ତରେ ଯିବାକୁ ଖେଳାଳିଙ୍କୁ ବାଧ୍ୟ କରିବୁନି: ହୋଲ୍ଡର
ଲଣ୍ଡନ,୧୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ସାରା ବିଶ୍ୱରେ ଜାରି ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏକ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ କୌଣସି ଖେଳାଳିଙ୍କ ବାଧ୍ୟ…
କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍ର ଯୋଜନା
ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍) ଅଣ୍ଟା ଭିଡିଛି। ଏଥିପାଇଁ ଆଇଟିଏଫ୍ ଏକ ନୂଆ ରିଲିଫ୍ ଫଣ୍ଡ ଗଠନ କରିବାକୁ ଯୋଜନା କରିଛି।…
ପଏଣ୍ଟ ଭିତ୍ତିରେ ସେଲ୍ଟିକ୍ ଚାମ୍ପିୟନ
ଲଣ୍ଡନ, ୧୯ା୫ (ଏଏଫ୍ପି)-ସେଲଟିକ୍ କ୍ରମାଗତ ୯ମ ଥର ପାଇଁ ସ୍କଟିଶ ପ୍ରିମିୟରଶିପ୍ ଟାଇଟଲ ହାସଲ କରିଛି। ଏଥିସହିତ ଲଗାତର ଚାମ୍ପିୟନ ହେବାରେ ଟିମ୍ ରେକର୍ଡ ସମକକ୍ଷ ହୋଇଛି। କରୋନା ଭାଇରସ୍ ମହାମାରୀ ଯୋଗୁ ୮ଟି ମ୍ୟାଚ ବାକିଥାଇ ଟୁର୍ନାମେଣ୍ଟ ସ୍ଥଗିତ ବେଳକୁ…
ବଲ୍କୁ ପାଲିସ୍ କରିବାରେ ଲାଳ ବ୍ୟବହାର ମନା
ନୂଆଦିଲ୍ଲୀ, ୧୯ା୫- ବଲ୍କୁ ପାଲିସ୍ କରିବା ଲାଗି ପାଟିରୁ ନିର୍ଗତ ଲାଳର ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର କ୍ରିକେଟ କମିଟି ଏଥିପାଇଁ ସୋମବାର ସୁପାରିସ କରିଛି। କୋଭିଡ୍-୧୯ ମହାମାରୀ ଯୋଗୁ…
ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ
କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବର୍ତ୍ତମାନ ଦେଶରେ ଯେତିକି ଭିତ୍ତିଭୂମି ରହିଛି ତାହାର ସଦୁପଯୋଗ ହୋଇପାରୁ ନ ଥିବାବେଳେ…
ଆଥଲେଟ୍ଙ୍କ ଟ୍ରେନିଂ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବ
ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମକୁ ଆଥଲେଟ୍ଙ୍କ ଟ୍ରେନିଂ ପାଇଁ ଉନ୍ମୁକ୍ତ ରଖା ଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ”ନୂଆ ଗାଇଡଲାଇନ୍ ଅନୁସାରେ…
ଅନ୍ଲାଇନ୍ ଚେସ: ନିିପୁନ ଚାମ୍ପିୟନ
ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)-ଏସ୍.ଆର୍. ଚେସ୍ ସେଣ୍ଟର ପକ୍ଷରୁ ତୃତୀୟ ଅନ୍ଲାଇନ୍ ଚେସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪୬ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶା ରାଜ୍ୟ ବଧିର ଚେସ୍ ଚାମ୍ପିୟନ ଭୁବନେଶ୍ୱରର ନିପୁନ…
ଡୋପ୍ ସାମ୍ପଲ ସଂଗ୍ରହ ଆରମ୍ଭ ହେବ
ନୂଆଦିଲ୍ଲୀ, ୧୯ା୫ (ପି.ଟି.)-କରୋନା ଭାଇରସ୍ ପାଇଁ ଚାଲିଥିବା ଲକ୍ଡାଉନ୍ରେ କୋହଳ କରାଯାଇଛି। ଏଣିକି ଆଥଲେଟ୍ମାନେ ଷ୍ଟାଡିୟମ ଅବା ସ୍ପୋଟର୍ସ କମ୍ପ୍ଲେକ୍ସରେ ଟ୍ରେନିଂ ନେଇପାରିବେ। ସେମାନଙ୍କଠାରୁ ଡୋପ୍ ସାମ୍ପଲ ସଂଗ୍ରହ କରାଯାଇପାରିବ। ତେବେ ବର୍ତ୍ତମାନ ପରିସ୍ଥିତିରେ କେତେଜଣ ଡୋପ୍ କଣ୍ଟ୍ରୋଲ ମେଡିକାଲ ଅଫିସର(ଡିସିଓ)…
ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି
ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଆମେରିକାର ନ୍ୟାଶନାଲ ବାସ୍କେଟବଲ୍ ଲିଗ୍ (ଏନ୍ବିଏ) ଏକ ମ୍ୟାଚ୍ରେ…
ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବନି: ବିସିସିଆଇ
ନୂଆଦିଲ୍ଲୀ,୧୮।୫(ପି.ଟି.): ଚୁକ୍ତିବଦ୍ଧ କ୍ରିକେଟରଙ୍କ ପାଇଁ କୌଣସି ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବିଭିନ୍ନ ସ୍ପୋଟର୍ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଅନୁବନ୍ଧିତ ଖେଳାଳିଙ୍କ ପାଇଁ…
ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍
କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍ ଖାନ କହିଛନ୍ତି। ପାକିସ୍ତାନର ବାବର ଜଣେ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ୫…
ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍ ଚାପେଲ
ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ କୋହଲି ଏବେ ଶ୍ରେଷ୍ଠ ବୋଲି କୁହାଯାଇପାରେ ଓ ଏ ନେଇ କୌଣସି ପ୍ରଶ୍ନ ଉଠିବା…

