ଖେଳ

ଏହି ୩ ଭାରତୀୟ ଖେଳାଳିଙ୍କୁ ଏକଦିବସୀୟ କ୍ରିକେଟରେ ବ୍ୟାଟିଂ କରିବାର ମିଳିନି ସୁଯୋଗ

ଏକଦିବସୀୟ କ୍ରିକେଟରେ ଅନେକ ରେକର୍ଡ ରହିଛି। କିଛି ଖେଳାଳିଙ୍କ ନାଁରେ ଏମିତି କିଛି ରେକର୍ଡ ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ। ଭାରତୀୟ କ୍ରିକେଟରେ ୩ ଜଣ ଏଭରି ଖେଳାଳି ଅଛନ୍ତି ଯେଉଁମାନେ ଏକଦିବସୀୟ କ୍ରିକେଟ ଖେଲିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାର…

କୋହଲି ନୁହେଁ, ସ୍ମିଥ୍‌ ଶ୍ରେଷ୍ଠ: ବ୍ରେଟ୍‌ ଲି

ମେଲବୋର୍ନ,୨୬।୫(ପି.ଟି.): ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଅବିହିତ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ୨୦୧୮ କେପ୍‌ ଟାଉନ ଟେଷ୍ଟରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ…

ଭାରତ ସହ ପିଙ୍କ୍‌ ବଲ ଟେଷ୍ଟ ଖେଳିବାକୁ ଷ୍ଟାର୍କ ଆଗ୍ରହୀ

ମେଲବୋର୍ନ, ୨୬।୫ (ପି.ଟି.): ଆଗାମୀ ଗ୍ରୀଷ୍ମରେ ଘରୋଇ ସିରିଜରେ ଭାରତ ବିପକ୍ଷରେ ପିଙ୍କ ବଲ୍‌ ତଥା ଦିବାରାତ୍ର ଟେଷ୍ଟ ଖେଳିବାକୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଗ୍ରହ ପ୍ରକାଶ କରିଛନ୍ତି। ଫିଙ୍କ ବଲ୍‌ ଟେଷ୍ଟରେ ଷ୍ଟାର୍କ ରେକର୍ଡ ବେଶ୍‌ ଭଲ…

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ। ଏହି କ୍ରମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ହାଇତି ଫୁଟବଲ ମୁଖ୍ୟ ସସ୍‌ପେଣ୍ଡ

ପୋର୍ଟ-ଅଉ-ପ୍ରିନ୍ସ (ହାଇତି), ୨୬।୫ (ଏଏଫ୍‌ପି): ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ହାଇତି ଫୁଟବଲ ଫେଡେରେଶନ ମୁଖ୍ୟ ୟଭେସ ଜିନ-ବାର୍ଟଙ୍କୁ ସସ୍‌ପେଣ୍ଡ କରାଯାଇଛି। ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ୭୩ ବର୍ଷୀୟ ବାର୍ଟଙ୍କ ବିପକ୍ଷରେ ଏହି କଡ଼ା ନିଷ୍ପତ୍ତି ନେଇଛି ବୋଲି…

୬୫ ବର୍ଷ ପୁରୁଣା ଏହି ଲଜ୍ଜାଜନକ ରେକର୍ଡର ବୋଝ ଉଠାଉଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ନାଁରେ ଏଭଳି ଏକ ରେକର୍ଡ ରହିଛି ଯାହ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ଭାଙ୍ଗିବାରେ ସମର୍ଥ ହୋଇ ନାହିଁ। ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ଅକଲାଣ୍ଡରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ୨୬ ରନ୍‌ରେ…

ବ୍ରାଭୋ, ଧୋନୀଙ୍କ ମଧ୍ୟରେ ୧୦୦ ମିଟର ରେସ୍‌: ଜାଣନ୍ତୁ ବିଜେତାଙ୍କ ନାମ

ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଡ୍ବେନ୍‌ ବ୍ରାଭୋ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କ୍ରିକେଟ୍‌ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି ବ୍ରାଭୋ। ଲକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ଆଇପିଏଲ ହେବ କି ନାହିଁ ତାହା ନିଷ୍ପତି ନିଆଯାଇନାହିଁ। ଚେନ୍ନାଇସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା…

ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେଲେ ସଚିନ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଯଦିଓ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ନିକଟରେ ସେ ୨୫ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଖାସ୍‌ ଦିନରେ…

ମୋହାଲି ଷ୍ଟାଡିୟମ ବଲବୀରଙ୍କ ନାମରେ ହେବ

ଚଣ୍ଡିଗଡ଼, ୨୬।୫(ପି.ଟି.)- ସୋମବାର ୯୬ ବର୍ଷରେ ମୃତ୍ୟୁବରଣ କରିଥିବା ହକି ଆଇକନ୍‌ ବଲବୀର ସିଂ ସିନିୟରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୋହାଲି ଷ୍ଟାଡିୟମକୁ ଉକ୍ତ କିମ୍ବଦନ୍ତୀ ଖେଳାଳିଙ୍କ ନାମରେ ନାମିତ କରାଯିବ ବୋଲି ଏହି ଅବସରରେ ଯୋଗଦେଇ ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା…

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ କରିଥିବା ୨୫ ବର୍ଷୀୟ ମଦୁଶନକାଙ୍କୁ ୨ ସପ୍ତାହପାଇଁ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ…

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)- ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ବଲବୀରଙ୍କ ବିୟୋଗରେ ରାଜ୍ୟର ସୁନାମଧନ୍ୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ…

ଟେଷ୍ଟ ଅଧିନାୟକ ହେବାକୁ ଏଲ୍‌ଗାରଙ୍କ ଇଚ୍ଛା

ଜୋହାନ୍ସବର୍ଗ,୨୫।୫(ପି.ଟି.): ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ ହେବାକୁ ଓପନର ଡିନ୍‌ ଏଲ୍‌ଗାର ଇଚ୍ଛା ଜାହିର କରିଛନ୍ତି। ସ୍ବତଃପ୍ରବୃତ୍ତ ଭାବେ ମୋ ପାଖରେ ନେତୃତ୍ୱ ନେବାର କଳା ରହିଛି। ଯଦି ନେତୃତ୍ୱ ପ୍ରଦାନ କରାଯାଏ ତାହାଲେ କଠିନ ପରିଶ୍ରମ କରିବି ଓ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?